ଭଗବାନ କହିଛନ୍ତି ଆମ ଶାସ୍ତ୍ର ଅନୁସାରେ ଯାହା ବର୍ଣ୍ଣିତ ହୋଇଛି ତାହାକୁ ମହାନ ଜ୍ଞାନୀ ମାନେ ଖୁବ ଅଧୟନ ପରେ ଲେଖିଛନ୍ତି । ଆଜି ଆମେ କହିବା କି ସମୁଦ୍ର ଶାସ୍ତ୍ର ଅନୁସାରେ ଦେଖିବା ପାଇଁ ଯିବା ତ କିଛି ଭି ଅଙ୍ଗରେ ଯଦି କଳା ଯାଇ ଅଛି ତେବେ ସେମାନେ କେଉଁ ଭଳି ଅଛନ୍ତି । ଆଜି ଆମେ କହିବା କି କଳା ଯାଇ ଥିବା ମହିଳା ମାନେ କେଉଁ ଭଳି ଥାନ୍ତି ଓ ସେମାନଙ୍କ ଲକ୍ଷଣ କଣ ଥାଏ ଆଜି ଆମେ ଆପଣଙ୍କୁ କହିବା ।
ଆପଣ ଜାଣି ଥିବେ କି କିଛି ଜଣଙ୍କ ଦେହରେ ବିଲ କୁଳ ଭି କଳା ଯାଇ ନଥାଏ ମାତ୍ର ପ୍ରାୟ ଲୋକଙ୍କ ଦେହରେ କେଉଁ କେଉଁ ଜାଗାରେ କଳା ଯାଇ ଥାଏ । ଯାହା ଦ୍ଵାରା ଆମେ ଜାଣି ପାରିବା ଏମାନଙ୍କ ସ୍ଵଭାବ କିଭଳି ଥାଏ । ଯଦି ମୁନାଦରେ କପାଳ ରେ କଳା ଯାଇ ଥାଏ । ସେମାନେ ସଫା ମନର ହୋଇ ଥାନ୍ତି ସେମାନେ ସବୁ ବେଳେ ଅନ୍ୟକୁ ସାହାଜ୍ଯ କରିବା ପାଇଁ ଭଲ ପାଇ ଥାନ୍ତି । ଯେଉଁ ମାନଙ୍କ କପାଳର ଡାହାଣ ପାଖରେ କଳା ଯାଇ ଥାଏ ।
ସେମାନେ ଖୁବ ପଇସା ସଞ୍ଚୟ କରିଥାନ୍ତି କାହାର ଯଦି ବାମ ପାଖରେ କଳାଜାଇ ଥାଏ ତେବେ ସେମାନଙ୍କ ଜୀବନରେ ସବୁ ବେଳେ ସମସ୍ଯା ଆସିଥାଏ । ଏହା ପରେ ଯଦି ଆପଣଙ୍କ ଆଖିରେ କଳା ଯାଇ ଅଛି ତେବେ ଏହା ଆପଣଙ୍କ ପାଇ ଭଲ ହୋଇଥାଏ ।
ଆପଣଙ୍କ ଡାହାଣ ଆଖିରେ କଳାଜାଇ ଥିଲେ ଆପଣ ଖୁବ ଜଲ୍ଦି ଆପଣଙ୍କୁ ଜୀବନ ସାଥି ମିଳିଥାଏ । ଯଦି ବାମ ଆଖିରେ କଳା ଯାଇ ଥାଏ ତ ଏହା ଆପଣଙ୍କ ପାଇଁ ଖରାପ କି ଭଲ କିଛି ହୋଇ ନଥାଏ ଆପଣ ସାଧାରଣ ଜୀବନ ସାଥି ପାଇ ଥାନ୍ତି ।
ଯଦି କାହାର ଓଠ ର ଉପର ପାଖରେ କଳାଯାଇ ଥାଏ ତେବେ ଏହା ଦେଖାଇ ଥାଏ କି ଆପଣ ବହୁତ ଲକି ସାଧାରଣ ଭାବେ ଆପଣ ଯଦି ଦେଖିବେ ତ ଜାଣି ପାରିବା କି ଏମାନେ ଯାହାକୁ ଚାହିଁ ବେ ତାକୁ ତାଙ୍କ ଆଡକୁ ଆକୃଷ୍ଟ କରି ପାରିବେ ।
ଆପଣ ଯଦି ଜାଣି ଛନ୍ତି କି କଳାଜାଇ ଯଦି ଆପଣଙ୍କ ଓଠ ର ଡାହାଣ ପଟରେ ଅଛି ତେବେ ଆପଣ ନିଶ୍ଚିତ ଭାବେ ଏକ ସୁନ୍ଦର ଭବିଷ୍ୟତ ପାଇବେ । ହୁଏତ ଆପଣଙ୍କୁ କିଛି ଅସୁବିଧାର ସାମନା କରିବା କୁ ହେବ ମାତ୍ର ଆପଣ ଚାହୁଁ ଥିବା ଜିନିଷ ଆପଣଙ୍କୁ ନିଶ୍ଚିତ ଭାବେ ମିଳିଯିବ ।
ଯଦି କାହାର ଗଳାରେ କଳାଜାଇ ଥାଏ ତେବେ ଆପଣ ଜିବନରେ ଖୁବ ଭଲରେ ରହିବେ । ଆପଣ ଆଶାବାଦି ହେବେ । ଏହି ମହିଳା ମାନେ ସାଧାରଣ ଭାବେ ସାହାଶୀ ମଧ୍ୟ ହୋଇ ଥାନ୍ତି । ଏମାନେ ଯାହାକୁ ପସନ୍ଦ କରିଥାନ୍ତି ତାଙ୍କୁ ଏମାନେ ବିବାହ କରି ଥାନ୍ତି ।