ନମସ୍କାର ବନ୍ଧୁଗଣ, ମଣିଷର ଅଙ୍ଗ ପ୍ରତ୍ୟଙ୍ଗରେ ଥିବା କଳାଯାଇରୁ ମଧ୍ୟ ତା ଆଗାମୀ ସମୟର ଆକଳନ କରାଯାଇ ପାରିବ । ସମସ୍ତ ଜିନିଷର କିଛି ନା କିଛି ମହତ୍ଵ ରହିଥାଏ ଜୀବନରେ । ବୀନା କାରଣରେ ଏହି ଦୁନିଆରେ କିଛି ବି ଘଟେ ନାହିଁ । ତେବେ ଜନ୍ମ ସମୟରୁ ଦେହରେ ଥିବା କଳାଜାଇ ବା କିଭଳି ବିର୍ଥ ଯିବ । ତେଣୁ ଆସନ୍ତୁ ଜାଣିବା କିପରି କଳାଜାଇ ରହିଥିବା ସ୍ଥାନ ଅନୁଯାୟୀ ଭାଗ୍ୟ ନିରୂପଣ କରିହେବ ଜୀବନ ବିଷୟରେ ବା ଆଗାମୀ ସମୟ ବିଷୟରେ ଏବଂ ସ୍ଵାଭାବ ବିଷୟରେ ।
ପ୍ରଥମ: ଓଠର ତଳ ବା ଥୋଡି ଉପରେ କଳାଜାଇ ଥିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହି ବ୍ୟକ୍ତିଙ୍କ ଗଡବଡ ହୋଇଯାଇଥିବା କାମ ମଧ୍ୟ ବେସ ଅରମରେ ହୋଇଯାଏ । ଆର୍ଥିକ ସ୍ଥିତି ସର୍ବଦା ଭଲ ରହିଥାଏ । ପୁରୁଷଙ୍କ ଓଠରେ କଳାଜାଇର ଅର୍ଥ ହେଉଛି ସେମାନେ ପଇସା କମେଇବା ପାଇଁ ନିଜ ଭିତରେ ସର୍ବଦା ଜୋସ ରଖିଥାନ୍ତି । ମହିଳାଙ୍କ ଠାରେ ଏହି ଜାଗାରେ କଳାଜାଇ ଥିଲେ ଏମାନଙ୍କୁ ବହୁତ ସଜେଇ ହେବାକୁ ଭଲ ଲାଗୁଥାଏ ।
କମ ଚେଷ୍ଟାରେ ଏମାନେ ସଫଳତାର ଶୀର୍ଷରେ ପହଞ୍ଚିଯାନ୍ତି । ଦିତୀୟ: ନାକ ଉପରେ କଳାଜାଇ ଥିବା ବ୍ୟକ୍ତି ନିର୍ମଳ ହୃଦୟର ହୋଇଥାନ୍ତି । ହସ ମଜାକ ଏମାନଙ୍କୁ ବହୁତ ପସନ୍ଦ ହୋଇଥାଏ । ମନ ଭିତରେ କାହା ପାଇଁ ଛଳ କପଟ ରଖନ୍ତି ନାହିଁ । ଏମାନେ ସ୍ଵାଭିମାନି ହୋଇଥାନ୍ତି ଏବଂ ନିଜର କର୍ମ ଉପରେ ସର୍ବଦା ବିଶ୍ଵାସ ରଖିଥାନ୍ତି । ଜୀବନରେ 32 ବର୍ଷ ବୟସ ପରେ ସଫଳତା ପାଇବା ଆରମ୍ଭ ହୋଇଥାଏ ।
ଚାକିରି କ୍ଷେତ୍ରରେ ମଧ୍ୟ ଭଲ ସଫଳତା ଏମାନେ ହାସଲ କରନ୍ତି । ନାକରେ କଲାଯାଇ ଥିବା ମହିଳା ଗୃହସ୍ତି କାର୍ଯ୍ୟ ସମ୍ଭାଳିବା ଠାରୁ ଅଧିକ ସକ୍ଷମ ନିଜ କ୍ୟାରିଅର ରେ ହୋଇଥାନ୍ତି । ତୃତୀୟ: ହାତର ପାପୁଲିରେ କଳାଇଯାଇ ଥିବା ବହୁତ ଶୁଭ ହୋଇଥାଏ । ପୁରୁଷଙ୍କର ଡାହାଣ ହାତରେ ଏହା ଥିବା ଭଲ ଏବଂ ମହିଳାଙ୍କର ବାମ ହାତରେ ଏହା ଥିବା ଭଲ ହୋଇଥାଏ ।
ଜୀବନରେ ଖୁବ ଧନ କମାଇଥାନ୍ତି ଏମାନେ । ସମସ୍ତ କାର୍ଯ୍ୟକୁ ବହୁତ ସହଜରେ କରିଦେଇଥାନ୍ତି । ବିବାହ ପରେ ନିଜ ଶାଶୁ ଘରେ ଅଭୁତ ସମ୍ମାନ ପାଇଥାନ୍ତି ମହିଳା ମାନେ । ଚତୁର୍ଥ: ଯେଉଁ ବ୍ୟକ୍ତିଙ୍କ ପିଠିରେ କଲାଯାଇଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ବୁଲା ବୁଲି କରିବା ପାଇଁ ସବୁଠାରୁ ବେଶି ଭଲ ପାଇଥାନ୍ତି ।
ପିଠିରେ କଳାଜାଇ ଥିବା ବ୍ୟକ୍ତି ବହୁତ ରୋମାଣ୍ଟିକ ମଧ୍ୟ ହୋଇଥାନ୍ତି । ଅନ୍ୟ ମାନଙ୍କୁ ଖୁସି ରଖିବାର କ୍ଷମତା ମଧ୍ୟ ଏମାନଙ୍କ ପକାହରେ ରହିଥାଏ । ଜୀବନରେ କମ ବୟସରେ ହିଁ ସଫଳତା ପାଇଥାନ୍ତି । ଘର ପରିବାର ଲୋକଙ୍କ ଯତ୍ନ ସବୁବେଳେ ରଖିଥାନ୍ତି ଏହି ବ୍ୟକ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।