ଶାଶୁଘରେ ରାଜ କରନ୍ତି ଏହି 4ଟି ନାମର ଝିଅ- Jyotisha Shastra

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଶାଶୁଘରେ ରାଜ କରିଥାନ୍ତି ଏହି 4 ନାମର ମହିଳାମାନେ । କାରଣ ଏହି 4ଅକ୍ଷର ମହିଳାମାନେ ପରିବାରରେ ଥିବା ସମସ୍ତ ଲୋକଙ୍କର ଭଲ ଭାବେ ଯତ୍ନ ନେଇ ଥାନ୍ତି ଓ ଖୁସି ମଧ୍ୟ ଦେଇଥାନ୍ତି । ଆପଣମାନେ ଯେଉଁ ଭଳି ଭାବେ ଜାଣିଛନ୍ତି କି ମହିଳାମାନେ ସାଧାରଣ ଭାବେ ବିବାହ ପରେ ନିଜ ସ୍ଵାମୀଙ୍କ ସହ ସ୍ୱାମୀର ଘରେ ଯାଇ ରହିଥାନ୍ତି । କେବଳ ନିଜର ନୂଆ ଜୀବନ ଆରମ୍ଭ କରିବାର ଗୁରୁଦାଇତ୍ଵ ନଥାଏ ଗୋଟେ ନବବିବାହିତ ମହିଳାଙ୍କ ଉପରେ ବରଂ ସବୁ ଲୋକଙ୍କ ମନ ଜାଣି କାମ କରିବା ଓ ଏକ ସୁନ୍ଦର ଜୀବନ ସାଥି ହେବାର ଚିନ୍ତା ମଧ୍ୟ ଥାଏ ।

ଯେଉଁବି ପରିବାର ଦେଖିବା ତ ଆମେ ଜାଣି ପାରିବା କି ବିବାହ ପରେ ମହିଳା ମାନଙ୍କୁ ଶାଶୁଘରର ଚଳଣି ହିସାବରେ ଚଳିବା ପାଇଁ ପଡିଥାଏ । ଏହି ନିୟମ କେବଳ ଭାରତରେ ଅଛି ବୋଲି ଭାବିବା ଭୁଲ ଏହା ଅନ୍ୟ ଦେଶ ମାନଙ୍କରେ ମଧ୍ୟ ହୋଇଥାଏ । ପ୍ରତେକ କାମକୁ ଭଲ ଭାବେ କରିବା ପାଇଁ ବହୁତ ସମୟ ଲାଗିଥାଏ ନବବଧୁ କୁ କିନ୍ତୁ କିଛି ମହିଳା ମାନେ ଜନ୍ମ ରୁ ଭାଗ୍ୟବାନ ହୋଇଥାନ୍ତି ।

ଯାହା ଦ୍ଵାରା ସେମାନେ ବିବାହ ପରେ ଯାହା ଚାହିଁଥାନ୍ତି ତାହା ହୋଇଥାଏ । ବିବାହ ଏକ ପବିତ୍ର ବନ୍ଧନ, ଏହାକୁ ଭଲ ଭାବେ ସମ୍ଭାଳିବା ନିହାତି ଆବଶ୍ୟକ ଏହା ପାଇଁ ପରିବାରର ପ୍ରତେକ ବ୍ୟକ୍ତିମାନେ ମଧ୍ୟ ସପୋର୍ଟ କରିଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ କିଛି ମହିଳା ମାନଙ୍କ ବିଷୟରେ କହିବୁ ଯେଉଁମାନେ ଶାଶୁଘରେ ରାଣୀ ଭଳି ରହିଥାନ୍ତି ଓ ସମସ୍ତଙ୍କ ଉଆପରେ ରାଜ କରନ୍ତି ।

“A” – ଏହି ନାମର ମହିଳା ମାନେ ବହୁତ ବୁଦ୍ଧିଆ ହୋଇ ଥାନ୍ତି, ଏମାନେ ସବୁ ବେଳେ ଚେଷ୍ଟା କରିଥାନ୍ତି କି ପରିବାରର ସବୁ ବେଳେ ଧ୍ୟାନ ରଖିବା ପାଇଁ ଓ ଅନ୍ୟ ମାନଙ୍କ ଖୁସିର ଧ୍ୟାନ କିଭଳି ରଖିବା କଥା ଏହା ମଧ୍ୟ ଚିନ୍ତା କରିଥାନ୍ତି । ଏମାନେ ଅନ୍ୟ ମାନଙ୍କ ମନକୁ ଜିତିବା ପାଇଁ ବହୁତ ଚେଷ୍ଟା କରି ଥାନ୍ତି ଓ ସଫଳ ମଧ୍ୟ ହୋଇଥାନ୍ତି ।

“H” – ଏହି ନାମର ମହିଳା ମାନେ ଏମାନେ ନିଜ ର କାମ ଦ୍ଵାରା ସବୁଙ୍କ ମନରେ ରାଜ କରିଥାନ୍ତି । ଏହାର କାରଣ ଏମାନେ ଲୋକଙ୍କୁ ପରକ୍ଷିବା ଖୁବ ଭଲ ଭାବେ ଜାଣିଥାନ୍ତି । ଏମାନେ ନିଜ ହିସାବରେ ଲୋକଙ୍କୁ ଇମ୍ପ୍ରେସ କରିବାରେ ସକ୍ଷମ ଥାନ୍ତି । ଯାହା ଦ୍ଵାରା ଏମାନେ ବହୁତ କମ ଦିନ ମଧ୍ୟରେ ଶାଶୁଘରର ଲୋକଙ୍କ ମନ କୁ ଜିତି ଯାଇଥାନ୍ତି । ଏମାନେ ଆସିବା ପରେ ଶାଶୁଘରର ଲୋକଙ୍କ ସମ୍ମାନ ବଢି ଯାଇଥାଏ ।

“M” – ଏହି ନାମର ମହିଳା ମାନେ ଏମାନେ ସବୁ ବେଳେ ଅନ୍ୟଙ୍କ ହୃଦୟରେ ରାଜ କରିଥାନ୍ତି । ମାତ୍ର ଏହା ପାଇଁ ତାଙ୍କୁ ଅଧିକା ପରିଶ୍ରମ କରିବା ପାଇଁ ପଡି ନଥାଏ ଏମାନେ ନିଜ କଥା ଦ୍ଵାରା ଅନ୍ୟ ମାନଙ୍କ ଚିନ୍ତା ଧାରାକୁ ବଦଳାଇ ପାରନ୍ତି । ଏମାନେ ଯେତେବେଳେ ଶାଶୁଘର ଯାଇଥାନ୍ତି ଏମାନେ ସେଠାକାର ଲୋକଙ୍କୁ ନିଜ ହିସାବରେ କାମ କରିବା ପାଇଁ ମନେଇ ନେଇଥାନ୍ତି ।

ଏମାନେ ସବୁ ବେଳେ ନିଜର ଭଲ ଛବି ବଜାୟ ରଖିବା ପାଇଁ ଅଲଗା ଅଲଗା କାମ କରିବାକୁ ଭଲ ପାଇଥାନ୍ତି । ଏମାନେ ନିଜ ପରିବାର ରେ ମଧ୍ୟ ବହୁତ କିଛି ବଦଳାଇ ଦେଇଥାନ୍ତି ଯାହା ଦ୍ଵାରା ପରିବାରରେ ସବୁ ଲୋକମାନେ ଏହାଙ୍କୁ ଖୁବ ମହତ୍ଵ ଦେଇଥାନ୍ତି ।

“S” – ଏହି ନାମର ମହିଳା ମାନେ ପିଲା ବେଳୁ ଭାଗ୍ୟବାନ ଥାନ୍ତି । ଏହାଙ୍କ ପାଦ ଶାଶୁଘରେ ପଡିବା ପରେ ଧନସମ୍ପତ୍ତି ଓ ମାନସମ୍ମାନ ରେ ବୃଦ୍ଧି ହୋଇଥାଏ । ଏମାନଙ୍କ କଥାରେ ମଧୁରତା ଥାଏ ଯାହା ଦ୍ଵାରା ଏମାନେ ଖୁବ କମ ଦିନରେ ନିଜ ଶାଶୁଘରେ ରାଜ କରନ୍ତି । ତେବେ ବନ୍ଧଗଣ ଆପଣଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗିଥିଲେ ଅନ୍ୟ ମାନଙ୍କ ସହ ସେୟାର କରିବେ ଓ ଆଗକୁ ଏହିଭଳି ଭିନ୍ନ ଭିନ୍ନ ପୋଷ୍ଟ ପାଇଁ ଆମପେଜକୁ ଲାଇକ କରିବାକୁ ଭୁଲିବେନି ।

Leave a Reply

Your email address will not be published. Required fields are marked *