ଶାଶୁ ଘର ପାଇଁ ମା ଲକ୍ଷ୍ମୀ ଙ୍କ ସ୍ଵରୂପ ହୋଇଥାନ୍ତି ଏହି 5ଟି ନାମର ଝିଅମାନେ- Jyotisha Shastra

ସରୁର ଘର ପାଇଁ ଏହି ପାଞ୍ଚ ନାମର ମହିଳା ମାନେ ମା ଲକ୍ଷ୍ମୀ ଙ୍କ ରୂପ ହୋଇଥାନ୍ତି । ଆଜ୍ଞା ହଁ କିଛି ମହିଳାମାନେ ନିଜ ସରୁର ଘର ପାଇଁ ଖୁବ ଶୁଭ ହୋଇଥାନ୍ତି । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଯେଉଁ ମାନଙ୍କ ନାମ କିଛି ଭଲ ଅକ୍ଷର ରୁ ଆରମ୍ଭ ହୋଇ ଥାଏ ସେମାନଙ୍କ ଭାଗ୍ୟ ବଦଳି ଯାଇ ଥାଏ । ଏହା ମଢହୟ ଦେଖହା ଯାଇଛି କି କିଛି ମହିଳା ମାନେ ଘରେ ପାଦ ଦେଲା ମାନେ ସରୁର ଘରେ ଥିବା ଲୋକମାନଙ୍କ ଭାଗ୍ୟ ରେ ଉର୍ଣ୍ଣାତ୍ତି ହୋଇ ଯାଇଥାଏ ।

ଏହାଙ୍କ ନାମର ପ୍ରଥମ ଅକ୍ଷର ରୁଅ ଆପଣମାନେ ଏହାଙ୍କ ସ୍ଵଭାବ ଜାଣି ପାରିବେ । କିଛି ମହିଳା ମାନେ ଏହି ଭଳି ମଧ୍ୟ ଅଛନ୍ତି ଯେଉଁ ମାନେ ନିଜ ଘର ସହ ବାହାର ଲୋକଙ୍କ ପାଇ ମଧ୍ୟ ଶୁଭ ହୋଇ ଥାନ୍ତି ସେମମାନେ ଯେଉଁ ଜାଗାକୁ ଯାଇଥାନ୍ତି ସେମାନଙ୍କ ଭାଗ୍ୟ ବଦଳି ଯାଇଥାଏ ।

ଆପଣ ମାନେ ଜାଣିକି ଆଶ୍ଚର୍ଯ୍ୟ ହୋଇଯିବେ କି ଯେଉଁ ମାନେ ଭାଗ୍ୟଶାଳି ହୋଇଥାନ୍ତି ସେମାନେ ଯଦି ସେଇ ଜାଗାରେ ସବୁ ଦିନ ପାଇଁ ରହି ଯାଇ ଥାନ୍ତି ତେବେ ସେଇ ଘର ସ୍ଵର୍ଗ ହୋଇ ଯାଇଥାଏ । ତେବେ ଆସନ୍ତୁ ଜାଣିବା କେଊନ ମହିଳା ମାନେ ସରୁର ଘର ପାଇଁ ଶୁଭ ହୋଇଥାନ୍ତି । ପ୍ରଥମ ନା ହେଉଛି “D” ନାମର ମହିଳା ମାନେ ଏମାନେ ଯେଉଁ ଜାଗାରେ ରୁହନ୍ତି ସେଇ ଜାଗାରେ ଧନର ଅଭାବ ନଥାଏ ।

ଏମାନଙ୍କୁ ମା ଲକ୍ଷ୍ମୀ ଙ୍କ ରୂପ ମଧ୍ୟ କୁହା ଯାଇଥାଏ । ଏମାନେ ଯଦି ରାଗି ଯାଇ ଥାନ୍ତି କିମ୍ବା ଯାହାକୁ ଅଭିଶାପ ଦେଇ ଥାନ୍ତି ଏହହ ଅନିଶ୍ଚିତ ଭାବେ ଫଳ ପ୍ରଦ ହୋଇ ଥାଏ । ଏହା ପରେ ଆସେ “G” ନାମର ମହିଳା ମାନେ ଏମାନେ ମଧ୍ୟ ସବୁ ବେଳେ ଲକି ଥାନ୍ତି । ଏମାନେ ଯେଉଁ ଘରକୁ ଯାଇଆ ଥାନ୍ତି ସେମାନଙ୍କ ସ୍ଵାମୀ ନୁହେଁ ସେମାନଙ୍କ ଘରର ସବୁ ବ୍ୟକ୍ତି ମାନଙ୍କ ଭାଗୟା ବଦଳି ଯାଇ ଥାଏ ।

ଏହା ପରେ ଆସେ “K” ନାମର ମହିଳା ମାନଙ୍କ କଥା ଦେଖିବା ଅପାଇନ ଏମାନେ ଖୁବ ଆକର୍ଷଣୀୟ ହୋଇଥାନ୍ତି । ଏହା ପରେ ନାମ ଆସେ “L” ନାମର ମହିଳା ମାନଙ୍କ କଥା ଏମାନେ ଦେଖିବା ପାଇଁ ଅଧିକ ସୁନ୍ଦର ନ ହୋଇଥିଲେ ମଧ୍ୟ ସାଧାରଣ ଭାବେ ଏମାନେ କେବଳ ନିଜ ସ୍ଵାମୀ ନୁହେଁ ନିଜ ପିଲା ମାନଙ୍କ ପାଇଁ ମଧ୍ୟ ଖୁବ ଭାଗ୍ଯବାନ ହୋଇଥାନ୍ତି ।

ଏହାଙ୍କ ସ୍ଵାମି ମାନେ ମଧ୍ୟ ଖୁବ ସୁନ୍ଦର ଓ କେୟାରିଙ୍ଗ ନେଚର ର ହୋଇଥାନ୍ତି । ଶେଷରେ ନାମ ହେଉଛି “P” ଏହି ନାମର ମହିଳାମାନେ ଭଲ ସ୍ଵାମୀ ପାଇ ଥାନ୍ତି । ଏହା ସହ ଏମାନଙ୍କ ପଦ ମଧ୍ୟ ଖୁବ ଭଲ ଥାଏ ସବୁ ଘର ଲୋକଙ୍କ ଅତି ପ୍ରିୟ ମଧ୍ୟ ହୋଇ ଯାଇଥାନ୍ତି କମ ଦିନରେ ଏହି ମହିଳା ମାନେ ।

Leave a Reply

Your email address will not be published. Required fields are marked *