ବନ୍ଧୁଗଣ ଗ୍ରହ ମାନଙ୍କର ଗୋଚର ଓ ରାଶି ପରିବାର୍ତ୍ତା କାରଣରୁ କନ୍ୟା ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ସେପ୍ଟେମ୍ବର ମାସଟି କେମିତି ରହିବ ସେହି ବିଷୟରେ କହିବାକୁ ଯାଉଛୁ । କନ୍ୟା ରାଶିର ବ୍ୟକ୍ତିଙ୍କର ବ୍ୟାପାର, ଚାକିରି କ୍ଷେତ୍ରରେ, ପ୍ରେମ, ଦାଂପତ୍ଯ ଜୀବନ ଓ ସ୍ୱାସ୍ଥ୍ୟ ବିଷୟରେ ଆଲୋଚନା କରିବାକୁ ଯାଉଛୁ । କନ୍ୟା ରାଶିର ବ୍ୟକ୍ତି ବ୍ୟବସାୟ କରୁଥିଲେ ମାସର ପ୍ରଥମ ସପ୍ତାହରେ ସେତେଟା ଭଲ ରହିବ ନାହି କିନ୍ତୁ ମାସର ଶେଷଟି ବହୁତ ଭଲ ରହିବ । ଛାତ୍ରଙ୍କୁ ଶିକ୍ଷାରେ ବାଧା ସୃଷ୍ଟି ହୋଇପାରେ । ଉଚ୍ଚ ଶିକ୍ଷା ସହ ଜଡିତ ଛାତ୍ରଙ୍କ ପାଇଁ ସମୟ ଭଲ ରହିବ ।
ପରିବାରରେ ସୁଖ ଶାନ୍ତି ବଜାୟ ରହିବ । ପାରିବାରିକ ଜୀବନରେ ସନ୍ତୋଷଜନକ ପାଇବେ । ପ୍ରେମୀ ଯୁଗଳଙ୍କ ପାଇଁ ମାସର ଆରମ୍ଭ ଚ୍ୟାଲେଞ୍ଜ ରହିପାରେ କିନ୍ତୁ ପରେ ଭଲ ଆସିବ । ଅନ୍ୟ ପକ୍ଷରେ ଦାଂପତ୍ଯ ଜୀବନରେ ମାସର ପ୍ରଥମରେ ଭଲ ହେବ କିନ୍ତୁ ଶେଷରେ ସମ୍ପର୍କରେ କିଛି ବାଧା ଆସିପାରେ । ଆର୍ଥିକ ଅବସ୍ଥା ଉତ୍କୃଷ୍ଟ ହେବାର ସମ୍ଭାବନା ରହିଛି । ଭାଗ୍ଯର ସଂପୂର୍ଣ୍ଣ ସହଯୋଗ ପାଇବେ ।
ସ୍ୱାସ୍ଥ୍ୟ ଦୃଷ୍ଟିରୁ ସେତେଟା ଭଲ ନାହି । ତେଣୁ ସତର୍କ ରୁହନ୍ତୁ । ଏହି ମାସରେ ଆପଣଙ୍କର କ୍ଯାରିୟର ଉତଥାନ ପତନ ଦେଇ ଗତି କରିବ ତେଣୁ ସାବଧାନ ରୁହନ୍ତୁ । ମାସର ପ୍ରଥମରେ ଚାକିରି କରୁଥିବା ଲୋକଙ୍କ ପାଇଁ ଭଲ ରହିବ । କଠିନ ପରିଶ୍ରମରେ ଲାଭ ମିଳି ନ ପାରେ । ଆପଣଙ୍କର ଚାକିରିରେ ବଦଳି ହୋଇପାରେ । ଯାହା ପୂର୍ବ ଚାକିରି ଅପେକ୍ଷା ଭଲ ଆଣିପରେ ।
କାହାର ଅନ୍ୟ କଥାରେ ମୁଣ୍ଡ ନ ପୁରାଇ ନିଜ କାମରେ ଫୋକସ କରନ୍ତୁ । ଆୟରେ ବୃଦ୍ଧି ହେବାର ଯୋଗ ରହିଛି । ବେପାର ବାଣିଜ୍ୟ କ୍ଷେତ୍ରରେ ଆପଣ ନିବେଶ କରିବାକୁ ଚାହୁଁଥିଲେ ଏହି ମାସରେ କରନ୍ତୁ ନାହି ନଚେତ ଭାରି ପରିଣାମ ଭୋଗ କରିବାକୁ ପଡିବ । ଯଦି ଆପଣ ବିଦେଶରେ ଚାକିରି କରିବାକୁ ଟ୍ରାଏ କରୁଛନ୍ତି ତେବେ ଆପଣ ସଫଳ ହେବେ ।
ଜୀବନରେ ଆପଣଙ୍କର ଯାହା ବି ଇଚ୍ଛା ଥିଲା ତାହା ପୂରଣ ହେବ । ଦାଂପତ୍ଯ ଜୀବନରେ ଯାହା ବି ସମସ୍ଯା ମାନ ଦୀର୍ଘ ଦିନରୁ ଲାଗି ରହିଥିଲା ତାହା ଦୂର ହେବ । ଜୀବନ ସାଥିଙ୍କ ସହ ଆପଣଙ୍କର ସମ୍ପର୍କ ରେ ସୁଧାର ଆସିବ । ଏହି ମାସର ଆରମ୍ଭରେ ପ୍ରେମୀ ଯୁଗଳ ନିଜ ସଂପର୍କକୁ ନେଇ କିଛି ପରିସ୍ଥିତି ର ସମାନ କରିବେ । କିନ୍ତୁ ପରେ ସବୁ କିଛି ଠିକ ରହିବ । ଆପଣ କାହାକୁ ପ୍ରପୋଜ କରିବାକୁ ଚାହୁଁଥିଲେ କରିପାରିବେ । ଯେଉଁ ମାନେ ଶିଙ୍ଗଲ ଅଛନ୍ତି ସେମାନଙ୍କୁ ଉତ୍ତମ ପାତ୍ର ମିଳିବାର ଯୋଗ ରହିଛି ।
ସ୍ୱାସ୍ଥ୍ୟ କ୍ଷେତ୍ରରେ ଅବହେଳା କରନ୍ତୁ ନାହି । ଅଟକି ରହିଥିବା କାମ ପୂରଣ ହେବ । କରଜ ରୁ ମୁକ୍ତି ପାଇବେ । ଯେଉଁ କ୍ଷେତ୍ରରେ ରହିବେ ଉଚ୍ଚ ସ୍ତରରେ ରହିବେ । ସେପ୍ଟେମ୍ବର ମାସଟି ଆପଣଙ୍କ ପାଇଁ ମିଶ୍ରିତ ଫଳ ଆଣିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।