ମହାଭାରତରେ ଶକୁନି କାହିଁକି ଚାହୁଁଥିଲେ କୌରବଙ୍କର ସର୍ବନାଶ ! 

ଦ୍ବାପରରେ ହୋଇଥିବା ମହାଭାରତ ରେ ଶ୍ରୀ କୃଷ୍ଣ ଙ୍କ ଭୂମିକା ରହିଛି। ମହାଭାରତରେ ଶକୁନି ଙ୍କୁ କର୍ମର ଶୁଭ ଚିନ୍ତକ କୁହାଯାଏ । କିନ୍ତୁ ଶକୁନି କର୍ମର ସର୍ବନାଶ ଚାହୁଥିଲେ । ଶକୁନି ଦୁର୍ଜ୍ୟଧନଙ୍କ ମା ଗାନ୍ଧାରୀ ଙ୍କ ସାନା ପୁଅ ଥିଲେ । ତାଙ୍କ ଜନ୍ମ  ଗାନ୍ଧାର ରେ ହୋଇଥିଲା । ଶକୁନି ଙ୍କ ବାପାଙ୍କ ନାମ ସୁବାଲ ଓ ମା ଙ୍କ ନାମ ସୁଧର୍ମା ଥିଲା । ରାଜା ସୁବାଲ ଙ୍କ ୧୦୦ ପୁତ୍ର ଓ ୧ କନ୍ୟା ଥିଲା । ଶକୁନି ତାଙ୍କର ସବୁଠାରୁ ସାନା ପୁଅ ଥିଲେ । ଗାନ୍ଧାର ରାଜ୍ୟ ସେତେବେଳେ ବହୁତ ଛୋଟ ରାଜ୍ୟ ଥିଲା ।

ଗାନ୍ଧାରୀ ସମସ୍ତଙ୍କ ଠାରୁ ବହୁତ ସୁନ୍ଦର ଥିଲେ । ଗାନ୍ଧାରୀ ଏତେ ସୁନ୍ଦର ବୋଲି ଜାଣିବା ପରେ ସୁପ୍ରତାପ  ଗାନ୍ଧର ଯାଇ ବିବାହର ପ୍ରସ୍ତାବ ଦେଲେ । କିନ୍ତୁ ଭୀଷ୍ମ କହିଥିଲେ ଗାନ୍ଧାରୀର ବିବାହ ଧୃତରାଷ୍ଟ୍ର ଙ୍କ ସହ ହେବ । କିନ୍ତୁ ବିବାହ କଥା ଯେତେବେଳେ ରାଜା ସୁବାଲ ଓ ଶକୁନି ଜାଣିଲେ ସେ ବିରୋଧ କାଲେ କାରଣ ଧୃତରାଷ୍ଟ୍ର ଅନ୍ଧ ଥିଲେ । ସେଥିଲାଗି ସେ ତାଙ୍କ ଭଉଣୀ ବା ଝିଅ କୁ ବିବାହ କରିବେ ନାହି ।

ଗାନ୍ଧାରୀ ଙ୍କ କୁଣ୍ଡଳୀରେ କିଛି ଦୋସ ଥିଲା ତ ସେ ଯାହାକୁ ପ୍ରଥମେ ବିବାହ କରିବେ ସେ ମରିଯିବ । ସେଥିଲାଗି ସେ ପ୍ରଥମେ ଏକ ଛେଳି ସହ ବିବାହ କରିଥିଲେ । ଯେତେବେଳେ ଏସବୁ କଥା ଧୃତରାଷ୍ଟ୍ର ଙ୍କୁ ଜଣାପଡିଲା ଯେ ଗାନ୍ଧାରୀ ପ୍ରଥମେ ବିବାହ କରିଛନ୍ତି  ତ ସେ ରାଗିଯାଇଥିଲେ । ରାଜା ସୁବାଲ ତାଙ୍କୁ ଧୋକା ଦେଇଛନ୍ତି । ସେଥିଲାଗି ରାଜା ସୁବାଲ ଓ ସବୁ ପୁତ୍ର ଙ୍କୁ ବନ୍ଦୀ କରିଦେଲେ । ଜେଲରେ  ରହି ସବୁ ପୁତ୍ର ମରିଗଲେ ।

ଯେତେବେଳେ ରାଜା ସୁବାଲ ଙ୍କ ମାରିବା ସମୟ ଆସିଲା ତ ସେ ଶକୁନୀଙ୍କୁ କହିଥିଲେ ତାଙ୍କ ଅସ୍ତିରେ ପାଶପାଲିର ଗୋଟି ବନାଇବା ପାଇ । ସେହି ଗୋଟି ସାହାଯ୍ୟରେ ହସ୍ତିନାପୁର ସର୍ବନାଶ କରିବୁ । ଶକୁନିର ଖରାପ ବୁଦ୍ଧି କାରଣରୁ ରାଜା ସୁବଳ ସବୁ ପୁତ୍ର ଙ୍କ ଠାରୁ ଶକୁନୀଙ୍କୁ ଭଲ ପାଉଥିଲେ । ଶକୁନି ପରିବାରର ସମସ୍ତଙ୍କ ମାରିବାର ଦେଖିଲ କିନ୍ତୁ ସେ ବଞ୍ଚିଯାଇଥିଲା । କର୍ମରେ ଯେ ପାରଙ୍ଗମ  ଦୁର୍ଜ୍ୟଧନ ଦେଖିଲେ ଯେ କେବଳ ଶକୁନି ହି ବଞ୍ଚିଯାଇଛନ୍ତି । ତ ସେ କ୍ଷମା କରିଦେଲେ ।

ଶକୁନି ହସ୍ତିନାପୁରରେ ରହିକି ସମସ୍ତଙ୍କ ହୃଦୟ ଜିତିଲା । ସେଥିଲାଗି ଦୁର୍ଜ୍ଯଧନ ଶକୁନୀଙ୍କୁ ମନ୍ତ୍ରୀ କରିଦେଲେ । ଶକୁନି ତାଙ୍କ କୁଟିଳ ବୁଦ୍ଧିରେ ଦୁର୍ଜ୍ୟାଧନ ଙ୍କୁ ବସକରି । ସେଥିଲାଗି ମହାଭାରତ ହୋଇଥିଲା । ଶକୁନି ଧୃତରାଷ୍ଟ୍ର ଙ୍କ ସାହାଯ୍ୟରେ ପଞ୍ଚୁ ପାଣ୍ଡବ ଙ୍କୁ ଜୁଆ ଖେଳିଉଥିଲେ । ପାଣ୍ଡବମାନଙ୍କ ସହ ଜୁଆ ଖେଳ ହେଲା ଓ ପାଣ୍ଡବମାନେ ହାରିଗଲେ । ଶକୁନି ଚାହୁଥିଲେ କେମିତି ଏ କୁଳର ସର୍ବନାଶ କରିବେ । କୌରବ ଓ ପାଣ୍ଡବଙ୍କ ମଧ୍ୟରେ ଯୁଧ୍ୟ ଚାଲିଲା ଯେମିତି କୌରବ ମରିଯିବେ ।

ଯେତେବେଳେ ଯୁଧିଷ୍ଟିର ରାଜା ହେଲେ ଶକୁନି ଷଡଯନ୍ତ୍ର କରି ସବୁ ପାଣ୍ଡବଙ୍କୁ ଜିଅନ୍ତା ଜଳାଇଦେଲେ । ଶକୁନି ଦୁର୍ଜ୍ୟଧନଙ୍କୁ ରାଜା କରିବାକୁ ଚାହୁଥିଲା । ଯାହା ଫଳରେ ଭୀଷ୍ମକୁ ସେ ଦୁର୍ଜ୍ୟଧନ ସାହାଯ୍ୟରେ ମରିପାରିବା । ଖେଳରେ ଖେଳରେ ଶକୁନି ଦ୍ରୋପଦୀ ଙ୍କୁ ବି ପଶାପାଲୀରେ ବାଜି ଲଗାଇଦେଲା । ସେଥିଲାଗି ଦ୍ରୋପଦୀଙ୍କର ବସ୍ତ୍ର ହରଣ ହୋଇଥିଲା । ଏହିସବୁ ଷଡଯନ୍ତ୍ର ପାଇ ମହାଭାରତ ହେଲା । ଶକୁନି ଦୁର୍ଜ୍ୟଧନ ଙ୍କୁ ମୋହ କରି କୌରବର ସର୍ବନାଶ କରିଦେଲା । ଶେଷରେ ସହଦେବ ଶକୁନି ଓ ତାର ପୁତ୍ରକୁ ମାରିଦେଇଥିଲେ । ଯଦି ଆପଣଙ୍କୁ ଏହି ପୋଷ୍ଟ ଟି ଭଲ ଲାଗିଥାଏ ତ ଲାଇକ , କମେଣ୍ଟ , ଶେୟର କରନ୍ତୁ ।

Leave a Reply

Your email address will not be published. Required fields are marked *