ଜନ୍ମ ହେବା ପରେ ଆମର ଶାସ୍ତ୍ର ଅନୁସାରେ ଜାତକ ତିଆରି ହୋଇ ଥାଏ । ତେବେ ଏହା ସହ ଆମ ଜୀବନରେ କିଛି ଏହି ଭଳି ପ୍ରଭାବ ଥାଏ ଯାହାକୁ ଆମେ କେବେ ହେଲେ ଛାଡି ପାରିବାନି । ଯେଉଁ ଭଳି କି ଆମର ନାମ ଆମକୁ ବହୁତ ପ୍ରଭାବ ପକାଇ ଦେଇ ଥାଏ । ଆମ ଉପରେ ଏହା ମଧ୍ୟ ପ୍ରଭାବ ପକାଇ ଥାଏ କି ଆମେ କେଉଁ ଦିନ ଜନ୍ମ ହୋଇ ଥାଉ । ତେବେ ଯେଉଁ ମାନେ ଶନିବାର ରେ ଜନ୍ମ ହୋଇଥାନ୍ତି ଆଜି ଆମେ କହିବା ସେମାନଙ୍କ ବିଷୟରେ ।
ଯେଉଁ ମାନେ ଜନ୍ମ ହୋଇ ଥାନ୍ତି ଏହି ବାରରେ ଏହାଙ୍କ ଉପରେ ଭଗବାନ ଶନି ଦେବଙ୍କ ପ୍ରଭାବ ଥାଏ । ଏମାନଙ୍କ ଲକି ନମ୍ବର 3, 6, 9 ଅଟେ । ଏହାଙ୍କ ଲକି ଦିନ ହେଉଛି ଶନି ବାର ଓ ମଙ୍ଗଳ ବାର । ଏହି ଦିନ ଜନ୍ମ୍ନ ହୋଇଥିବା ବ୍ୟକ୍ତି ଙ୍କ ଲକି ରଙ୍ଗ କଳା ଓ ନାଲି ହୋଇଥାଏ ।
ଏହି ଦିନ ଜନ୍ମ ହୋଇଥିବା ଲୋକଙ୍କ ଉପରେ ଶନି ଭଗବାନଙ୍କ ପ୍ରଭାବ ଥିବାରୁ ଏମାନେ ନ୍ୟାୟବନ୍ତ ହୋଇ ଥାନ୍ତି ଓ ପରିଶ୍ରମୀ ମଧ୍ୟ ହୋଇ ଥାନ୍ତି ଏମାନଙ୍କୁ ଏହା ଭଲ ଲାଗି ନଥାଏ କି ଏମାନେ କାହାକୁ ଠକିବା ପାଇଁ ଭଲ ପାଇ ନଥାନ୍ତି ନିଜ ପାଖରେ ଯାହା ଥାଏ ଏମାନେ ତାକୁ ନେଇ ଚାଲିବା ପାଇଁ ଭଲ ପାଇ ଥାନ୍ତି ।
ଏହା ସହ ଏମାନେ ମନ୍ଦାର ଥାନ୍ତି ଏମାନେ କେବେହେଲେ ନିଜ ପସନ୍ଦ କୁ ଛାଡିକି ଆଉ କାହାକୁ ବାହା ହେବା କଥା ଚିନ୍ତା କରି ନଥାନ୍ତି । ଏମାନେ ସବୁ ବେଳେ ଅନ୍ୟକୁ ଯେତିକି ହୋଇ ଥାଏ ସାହାଜ୍ଯ କରିବା ପାଇଁ ରାଜି ଥାନ୍ତି । ଏହି ଲୋକମାନେ ସାଧାରଣ ଭାବେ ଟିକେ ରାଗି ସ୍ଵଭାବର ହୋଇ ଥାନ୍ତି ।
ମାତ୍ର ସେମାନେ ଅଳ୍ପ ସମୟ ପାଇଁ ରାଗିକି ଥାନ୍ତି ଯେଉଁ ମାନେ ଏହାଙ୍କୁ ଜାଣି ଥାନ୍ତି ସେମାନେ କେବେହେଲେ ଯାନକ ଶାଠ ଛାଡି ଅଣଠାନ୍ତି । ଏମାନଙ୍କ ପାଠ ପଢିବା କ୍ଷେତ୍ରରେ ଅନେକ ଅସୁବିଧା ଆସିଥାଏ । ଏମାନେ ଲ୍କାହୟା କୁ ପାଇବା ଅପାଇନ ଅନେକ ଚେତା ଅକରିବା ପରେ ଯାଇକି ଏମାନେ ନିଜ ଲକ୍ଷକୁ ପାଇ ଥାନ୍ତି ।
ଏହାଙ୍କ ପାଖରେ ଆଖି, ଆଁଠୁ, ଅଣ୍ଟା ରୋଗ ଆଦି ଦେଖିବା ପାଇଁ ମିଳିଥାଏ । ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ଯାହାକୁ ଭି ବିବାହ ଅକରିଥାନ୍ତି ସେମାନଙ୍କ ସହ ଏମାନଙ୍କ ମନାନ୍ତର ହୋଇ ଥାଏ ଏହାଙ୍କ ରାଗ ପାଇଁ କିନ୍ତୁ ଏମାନେ ଏହାକୁ ଆଦ୍ଯଷ୍ଟ କରି ଦେଇ ଥାନ୍ତି । ଏହା ପରେ ଆସେ ଏହାଙ୍କ କ୍ଯାରିୟର କଥା ।
ଏମାନେ ଖୁବ ସଫଳ ବ୍ୟକ୍ତି ହୋଇ ଥାନ୍ତି । ଏମାନେ ନିଜ ଚାକିରି ଜାଗାରେ ସବୁଙ୍କ ସହ ମିସିକି ରହି ଥାନ୍ତି । ଏମାନେ ସବୁ ବେଳେ ସଭିଙ୍କ ସହ ମିସିକି ରହିବା ପାଇଁ ଭଲ ପାଇ ଥାନ୍ତି । ତେବେ ଆଜି ଆମେ କହୁଥିବା ଲୋକମାନେ ବହୁତ ବୁଝିବାର ହୋଇଥାନ୍ତି ଏହା ସହ ଏମାନେ ସବୁ ବେଳେ ନିଜ ମନର ପସନ୍ଦର କାମ ଅକରିଥାନ୍ତି ଓ ଦୟାଳୁ ସ୍ଵଭାବର ହୋଇଥାନ୍ତି ।