ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର ତାଙ୍କ ଠାରୁ ହିଁ ଜୀବନ ର ଆରମ୍ଭ ହୋଇଛି ଆଜି ଆମେ କହିବ ଆକି ଭଗବାନ ସୂର୍ଯ୍ୟ ଙ୍କ ପୁତ୍ର ଶନି ଦେବ ଙ୍କ ମହିମା ମଧ୍ୟ ସବୁ ଙ୍କୁ ଜଣା, ସେ ଯାହା ଉପରେ ସେ ପ୍ରଶନ୍ନ ହୋଇ ଥାନ୍ତି ତାର ଜୀବନ ବଦଳି ଯାଇଆ ଥାଏ । କୁହାଯାଏ ଭଗବାନ ଶନି ଦେବ କେବଳ ନିଜ ଭାଗ୍ୟ କୁ ନିଜ କର୍ମ ଦ୍ଵାରା ଲେଖୁଥିବା ଲୋକଙ୍କୁ ଭଲ ପାଇ ଥାନ୍ତି । ଆପଣ ମାନେ ଏହା ମଧ୍ୟ ଜାଣି ଥିବେ କି ଏହା କରିବା ଦ୍ଵାରା ଏମାନେ କିଛି ଭଲ ପରିଣାମ ମଧ୍ୟ ପାଇ ଥାନ୍ତି ।
ଯେଉଁ ମାନେ ଭଗବାନ ଶନି ଦେବଙ୍କ କୃପା ନଜର କୁ ଆସିବା ପାଇଁ ଚାହୁଁ ଛନ୍ତି ସେମାନେ ପ୍ରଥମେ ନିଜ ଚରିତ୍ର କୁ ଭଲ କରିବା ନିହାତି ଦରକାର ହୋଇ ଥାଏ ଏହା ସହ । ଆପଣ ମାନଙ୍କ ମଧ୍ୟରେ ଯେଉଁ ମାନେ ଏହି ସବୁ କାମ ଠାରୁ ନିଜକୁ ଦୂରେଇ ରାଖୀ ଥାନ୍ତି ତେବେ ଯେବେ ଭି ଗ୍ରହ ମାନାଙ୍କ ଚଳନ ହୋଇ ଥାଏ ଶନି ଦେବଙ୍କ ବକ୍ରିୟା ଫଳ ଆପଣଙ୍କୁ ମିଳିବ ।
କୁହାଯାଏ କି ଶନି ଦେବ ଯେଉଁ ପ୍ରକାର କଷ୍ଟ ଦେଇ ଥାନ୍ତି ଏହା ଦ୍ଵାରା ମନୀଷ ତାର ଜୀବନର ସବୁ ସମସ୍ଯା ର କାରଣ ଜାଣି ଥାଏ ଓ କିଛି ନା କିଛି କଥା ଆସେଖିବା ପାଇଁ ପାଇ ଥାଏ । ଯଦି ଆମେ ଦେଖିବା ପାଇ ଯିବା ତ ଆମେ ଜାଣି ପାରିବା କି ଆମେ ଯାହା ଭି କରୁଛେ କିମ୍ବା ଆମେ ଯାହା ଭି କହିଲେ ଭଗବାନ ଶନି ଦେବ ଯିବା ସମୟରେ ଏହାର ଭଲ ପରିଣାମ ମଧ୍ୟ ଦେଇ ଥାନ୍ତି ।
ଯାହା କୁ ଆପଣ ମାନେ କେବେହେଲେ ଚି-ନ୍ତା କରି ପାରିବେ ନି କି ଏହା ସତ୍ୟ ଅଟେ । ଏବେ ଏହି ଏକ ରାଶି ଉପରେ ଭଗବାନ ଶନି ଦେବଙ୍କ କୃପା ହେବା ପାଇଁ ଯାଉଛି ଯାହା ଦ୍ଵାରା ଭଗବାନ ଆମ ଉପରେ ପ୍ରସନ୍ନ ହେବା ପାଇଁ ଯାଉଛନ୍ତି ।
ଆପଣ ମାନେ ଜାଣି ଛନ୍ତି କି ଭଗବାନ ଶନି ଦେବ ଏବେ ଏକ ରାଶି ଉପରେ ଦୀର୍ଘ 10 ପରେ କୃପା ଦ୍ରୁଷ୍ଟି ଦେଇ ଛନ୍ତି ତେଣୁ ଏହି ରାଶିର ଭାଗ୍ଯର ଉଦୟ ହେବ ପାଇ ଯାଉଛି । ଆପଣ ଯଦି ଏହି ସବୁ ଖରାପ କାମ ଠାରୁ ନିଜକୁ ଦୂରେ ରଖିବା ପାଇଁ ଚେଷ୍ଟା କରୁ ଛନ୍ତି ତେବେ ଆପଣ ଆହୁରି ଭଲ ପରିଣାମ ପାଇବେ । ଏବେ ଏହି ରାଶି ମାନଙ୍କ ଭାଗ୍ୟରେ ମାତା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ହେବା ପାଇଁ ଯାଉଛି । ଏମାନେ ଜୀବନରେ ଯାହା ଚାହିଁ ବେ ତାହା କରି ପାରିବେ ।
ଏହା ସହ ଏମାନେ ଯେଉଁ ଜାଗାକୁ ଯିବା ପାଇଁ ଚେଷ୍ଟା କରୁ ଛନ୍ତି ସେହି ଜାଗାକୁ ଯାଇ ବୁଲିକି ଆସି ପାରିବେ । କିଛି ଲୋକମାନେ ଯେଉଁ ମାନେ ଏବେ ବ୍ୟାପାର କରୁଛନ୍ତି ସେମାନେ ଏବେ ଭଲ ପରିଣାମ ପାଇବେ । ଯେଉଁ ମାନେ ଚାକିର ଖୋଜୁ ଛନ୍ତି ସେମାନେ ଏବେ ଭଲ ଜାଗାରେ ଚାକିରି ପାଇବେ ଏହା ସହ ଆପଣଙ୍କ ପରିବାର ସବୁ ସମସ୍ୟା ଦୂର ହୋଇଯିବ । କେହି ଯଦି ଲମ୍ବ ଅସମୟ ଧରି ଆପଣଙ୍କ ଘରେ ବେମାର ଅଛି ତେବେ ସେମାନେ ଏବେ ଭଲ ହୋଇଯିବେ । ଆଜି ଆମେ କହିବା କି ଏହି ରାଶି ହେଉଛି କୁମ୍ଭ ରାଶି ।