Saturn Transit: ଶନି କରିବେ ବକ୍ରୀ ଚଳନ, ଖୋଲିବ ଭାଗ୍ୟ ହେବ ଧାନର ବର୍ଷା… ଏହି 3 ରାଶିଙ୍କର ବନୁଛି ରାଜଯୋଗ

୨୦୨୨ ରେ ଶନିଦେବ ନିଜର ଗତିରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି ଯାହାକୁ ଶନିଚଳନ କୁହାଯାଏ । ଶନିଦେବ ବ୍ୟକ୍ତିକୁ ନ୍ୟାୟ ପ୍ରଦାନ କରିବା ସହ ଉପଯୁକ୍ତ ଦଣ୍ଡ ମଧ୍ୟ ଦେଇଥାନ୍ତି । ତେଣୁ ସଦା ସର୍ବଦା ଜୀବନରେ ସତ ପଥରେ ଚାଲିବାକୁ ଚେଷ୍ଟା କରିବା ଉଚିତ । ନଚେତ ଶନିଦେବ ଙ୍କ କୁ-ଦ୍ରୁଷ୍ଟି ପଡିଲେ ବ୍ୟକ୍ତି ଜୀବନରେ ଅନେକ ସମସ୍ୟା ମାନ ଦେଖା ଯାଇଥାଏ । ତେବେ ଶନି ଚଳନ କାରଣରୁ କିଛି ରାଶି ମାନଙ୍କର ଭାଗ୍ୟ ଖୋଲିବାକୁ ଯାଉଛି ଆସନ୍ତା ଅଢେଇ ବର୍ଷ ପର୍ଯ୍ୟନ୍ତ । ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ ବିସ୍ତାର ଭାବେ ।

ଧନୁ ରାଶି : ଏହି ରାଶିର ଲୋକ ମାନଙ୍କ ଜୀବନରେ ଅନେକ ସାରା ଖୁସି ଆସିବାକୁ ଯାଉଛି । ଧନ ଜନିତ ସମସ୍ୟା ଦୂର ହେବ । ଆର୍ଥିକ ସ୍ଥିତି ରେ ସୁଧାର ଆସିବ । ଯଦି ଲୋନ ଆପ୍ଳାଏ କରିଛନ୍ତି ତେବେ ତାହା ମଞ୍ଜୁର ହେବ । ଟଙ୍କା ଉଧାର କରିଥିଲେ ସେଥିରୁ ମୁକ୍ତି ପାଇବେ । ଅନେକ ନୂତନ କାମ ଆରମ୍ଭ କରିବେ । ବାଦ ବିବଦାରୁ ଦୂରେଇ ରହିବେ ।

ଅନେକ କ୍ଷେତ୍ର ରେ ସଫଳ ହେବେ । ବେପାର ବାଣିଜ୍ୟ କ୍ଷେତ୍ର ରେ ଅତ୍ୟଧିକ ଧନ ଲାଭ କରିବେ । ଶନିଦେବ ଙ୍କ କୃପାରୁ ଆପଣଙ୍କ ଜୀବନରେ ସବୁ ଦୁଖ କଷ୍ଟ ଦୂର ହେବ । ଲୋକ ମାନେ ଆପଣଙ୍କର ପ୍ରସନ୍ନ କରିବେ । ଧାର୍ମିକ କାର୍ଯ୍ୟ ରେ ମନ ଲାଗି ରହିବ । ଶନିବାର ଦିନ ଶନି ଚାଳିଶା ପାଠ କରନ୍ତୁ ।

ବିଛା ରାଶି : ଏହି ରାଶିର ଲୋକ ମାନେ ଜୀବନରେ ଅନେକ ସଫଳତା ହାସଲ କରିବେ । ଛାତ୍ର ଛାତ୍ରୀ ମାନେ ପରୀକ୍ଷା ରେ ସଫଳ ହେବେ । ନୂଆ କାମ ଆରମ୍ଭ କରିଲେ ସଫଳ ହେବେ । ପ୍ରତେକ କାମରେ ଅଗ୍ରଗତି କରିବେ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ଗୃହ ନିର୍ମାଣ ଅଧା ରହିଥିଲେ ତାହା ପୂରଣ ହେବ । ସାମାଜିକ କ୍ଷେତ୍ର ରେ ଆପଣଙ୍କର ମାନ ସମାନ ବୃଦ୍ଧି ହେବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ମାର୍ଗ ଦର୍ଶନ କରିବେ । ଶନି ଚଳନ କାରଣରୁ ଜୀବନରେ ଅନେକ ସାରା ପରିବର୍ତ୍ତନ ହେବାକୁ ଯାଉଛି ।

ମେଷ ରାଶି : ଏହି ରାଶିର ଲୋକ ମାନଙ୍କ ଜୀବନରେ ଅପାର ଖୁସି ଆସିବାକୁ ଯାଉଛି । ବେପାର ବାଣିଜ୍ୟ କ୍ଷେତ୍ର ରେ ବିସ୍ତାର ହେବ । ଆୟ ର ନୂଆ ସ୍ରୋତ ଖୋଲିବାର ନଜର ଆସୁଛି । ଶନିଦେବ ଙ୍କ କୃପାରୁ ଧନର ଅଭାବ ରହିବ ନାହି । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ ।

ଶନିବାର ଦିନ ଶନି ଚାଳିଶା ପାଠ କରନ୍ତୁ । ଜୀବନରେ ଯାହା ବି ସମସ୍ଯା ରହିଥିଲା ତାହା ଦୂର ହେବ । ଚାକିରି କ୍ଷେତ୍ର ରେ ପ୍ରମୋସନ ହେବାର ଯୋଗ ରହିଛି । ପ୍ରେମ ଜୀବନରେ ସମୟ ବହୁତ ଭଲ ରହିବ । ପାର୍ଟନର ଙ୍କ ସହ ଆପଣଙ୍କ ସମ୍ପର୍କ ବହୁତ ଆନନ୍ଦଦାୟକ ରହିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *