ଶୁକ୍ରବାର ର ରାତି ଠିକ 12ଟା ବେଳେ କରନ୍ତୁ ଏହି ଖାସ କାମ, ହେଇଯିବ ଧନ ସମ୍ପତି ଦ୍ଵିଗୁଣ

ଆଜିର ସମୟରେ ସମସ୍ତେ ଟଙ୍କା କମେଇବା ପାଇଁ ଲାଗି ରହିଥାନ୍ତି । କିଛି ସମୟରେ ଖରାପ ଗ୍ରହ ର ଦଶା ଏବଂ ଖରାପ ଭାଗ୍ୟ ଚାଲିବା ଫଳରେ ଆମର ଲକ୍ଷେ ପରିଶ୍ରମ ଓ ଚେଷ୍ଟା କରିବା ପରେବି ଧନ ବଢି ନ ଥାଏ । କିଛି ଘଟଣାରେ ଘରକୁ ଆସିଥିବା ଧନ ବି ଶୀଘ୍ର ଚାଲି ଯାଇଥାଏ । କିଛି ଲୋକଙ୍କର ଏହି ଅଭିଯୋଗ ଥାଏ କି ଆମେ ଏତେ ବର୍ଷ ଧରି କମାଉଛୁ ହେଲେ ଆମର ଧନ ସମ୍ପତି ଯେତିକି ସେତିକି ରେ ହିଁ ରହିଛି ସେଥିରେ କିଛିବୀ ବୃଦ୍ଧି ହେଉନି ।

ଆଜି ଆମେ ଆପଣଙ୍କୁ ଆପଣଙ୍କ ଧନ ସମ୍ପତି ଦ୍ଵିଗୁଣ କରିବା ପାଇଁ ଏକ ଏମିତି ଉପାୟ କହିବୁ ଯାହାକୁ ଆପଣେଇବା ଦ୍ଵାରା ବର୍ଷକ ଭିତରେ ଆପଣଙ୍କର ଧନ ସମ୍ପତି ଦ୍ଵିଗୁଣ ହୋଇଯିବ । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ଲକ୍ଷ୍ମୀ ମା ଙ୍କୁ ଧନର ଦେବୀ ବୋଲି କୁହାଯାଏ । ଯଦି ଆପଣ ଧନର ବୃଦ୍ଧି କରିବାକୁ ଚାହୁଞ୍ଚନ୍ତି ତାହେଲେ ଆପଣଙ୍କୁ ପ୍ରଥମେ ଲକ୍ଷ୍ମୀ ମା ଙ୍କୁ ପ୍ରସନ୍ନ କରିବାକୁ ହେବ ।

ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବୁ ଯାହା କରିବା ପରେ ଆପଣଙ୍କର ସବୁ ଧନ ସମ୍ପତି କିଛି ବର୍ଷ ଭିତରେ ଦ୍ଵିଗୁଣ ହୋଇଯିବ । ଏହି ଉପାୟକୁ ଆପଣଙ୍କୁ ଶୁକ୍ରବାର ର ରାତି ଠିକ ୧୨ ଟା ବେଳେ କରିବାକୁ ହେବ ।

ଧନ ସମ୍ପତି କୁ ଦ୍ଵିଗୁଣ କରିବାର ଉପାୟ- ଶୁକ୍ରବାର ଦିନ ସକାଳୁ ଶୀଘ୍ର ଉଠି ସ୍ନାନ କରନ୍ତୁ, ଏହା ପରେ ମା ଲକ୍ଷ୍ମୀ ଙ୍କର ପୂଜା କରି ଦିନ ସାରା ମା’ଙ୍କ ନାମରେ ଉପବାସ ରଖନ୍ତୁ । ଶୁକ୍ରବାର ରାତିରେ ମା’ଙ୍କ ପୂଜା ସ୍ଥାନରେ ଜଳ, ମିଠେଇ, ହଳଦୀ, ଚାଉଳ, ଫୁଲ ଏକ ଥାଳିରେ ସଜାଇ ଦିଅ । ରାତି ୧୨ ଟା ବାଜିବାର କିଛି ସମୟ ପୂର୍ବରୁ ଆପଣଙ୍କ ଛାତ ଉପରକୁ ଯାଅ ।

ଛାତ ଉପରକୁ ଯିବା ସମୟରେ ଆପଣ ଆପଣଙ୍କର ପ୍ରପୋଟିର କାଗଜ ପତ୍ର ଟଙ୍କା ଓ ଏକ ଝାଡୁ କୁ ସାଙ୍ଗରେ ନେଇଯାଅ । ଏବେ ଠିକ ରାତି ୧୨ ଟା ବେଳେ ଆପଣ ଆକାଶକୁ ଚାହିଁ ଚନ୍ଦ୍ର ଦେବତା ଙ୍କୁ ସ୍ମରଣ କରି ଜଳ ହଳଦୀ ଚାଉଳ ମିଠେଇ ଆଦିକୁ ଚନ୍ଦ୍ର ଦେବଙ୍କୁ ଚଢାଅ । ଏହା ପରେ ଆପଣ ଧନ ଗହଣା ଜମିବାଡି କାଗଜ ପତ୍ର କୁ ଝାଡୁ ଉପରେ ରଖିଦିଅ ଏବଂ ଚନ୍ଦ୍ର ଦେବଙ୍କୁ ଚଢା ଯାଇଥିବା ପୂଜା ସାମଗ୍ରୀକୁ ଏହା ଉପରେ ପକାନ୍ତୁ ।

ଏବେ ଆପଣଙ୍କୁ ଲକ୍ଷ୍ମୀ ଦେବୀଙ୍କୁ ସ୍ମରଣ କରିବା ସହିତ ଆପଣଙ୍କ ଧନ ର ବୃଦ୍ଧି ପାଇଁ ସ୍ମରଣ କରିବାକୁ ହେବ । ହିନ୍ଦୁ ଧର୍ମରେ ଚନ୍ଦ୍ରକୁ ଲକ୍ଷ୍ମୀଙ୍କର ଭାଇ ବୋଲି କୁହାଯାଏ । ଯଦି ଆପଣ ଏହି ପୂଜା କରି ଭାଇ ଭଉଣୀ ଙ୍କୁ ଏକାଠି କରି ପାରିବ ତାହେଲେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ଧନ ବୃଦ୍ଧିର ବରଦାନ ଦେଇଥାନ୍ତି ।

Leave a Reply

Your email address will not be published. Required fields are marked *