ସୋମାଲିନ୍ ଙ୍କୁ ତାଙ୍କ ସ୍ଵାମୀ ପିନ୍ଧାଉ ଥିଲେ ପାଉଁଜି, ଏ ସବୁ ଦେଖି ରାଗି ଯାଉଛନ୍ତି ତାଙ୍କ ଶାଶୁ….. ଦେଖନ୍ତୁ Video

ସୋମାଲିନ ଓ ତାଙ୍କ ସ୍ଵାମୀ ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରେଣ୍ଡରେ ଅଛନ୍ତି । ଦୁଇ ଜଣ ପ୍ରତି ମୂହୁର୍ତ୍ତରେ କୌଣସି ନା କୌଣସି ଭିଡିଓ ପୋସ୍ଟ କରୁଛନ୍ତି । ଯାହାକୁ ଲକ୍ଷ ଲକ୍ଷ ଦର୍ଶକମାନେ ପସନ୍ଦ ବି କରୁଛନ୍ତି । କହିଦେଉଛୁ କି କିଛି ଦିନ ତଳେ ହିଁ ସୋମାଲିନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବିବାହ ପୂର୍ବରୁ ବି ଦୁଇ ଜଣଙ୍କୁ ଏକାଠି ବହୁତ ସ୍ଥାନରେ ଦେଖା ଯାଇଛି । ଦୁଇ ଜଣଙ୍କ ଯୋଡିକୁ ଦର୍ଶକମାନେ ଖୁବ ପସନ୍ଦ ବି କରୁଛନ୍ତି ।

ଦୁଇ ଜଣ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଭିନ୍ନ ଭିନ୍ନ ପ୍ରକାରର ଭିଡିଓ ପୋସ୍ଟ କରୁଛନ୍ତି । ଯେଉଁଥିରେ ସେ ବେଳେ ବେଳେ ନାଚୁଛନ୍ତି ତ କେତେବେଳେ ଅନ୍ୟ କିଛି ଆକ୍ଟିଭିଟି କରିବାର ନଜର ଆସୁଛନ୍ତି ।

ସୋମାଲିନ ତାଙ୍କ ଶାଶୁ ଘରେ ବହୁତ ଖୁସିରେ ଅଛନ୍ତି । ଏହାର ପ୍ରମାଣ ଆପଣ ତାଙ୍କର ସବୁ ଭିଡିଓ ଦେଖିଲେ ଜାଣି ପାରିବେ । ସେ ନିଜର ଶଶୁର ଘରର ସବୁ ସଦସ୍ୟଙ୍କ ପ୍ରିୟ ହୋଇ ଯାଇଛନ୍ତି । ବିଶେଷ କରି ତାଙ୍କ ଶାଶୁଙ୍କର । ଶାଶୁ ଓ ସୋମାଲିନଙ୍କ ଯୋଡି ଜବରଦସ୍ତ ଅଟେ । ଜଣା ପଡୁ ନାହିଁ କି ଦୁଇ ଜଣ ଶାଶୁ ଓ ବୋହୁ । ପୂରାପୂରି ମା ଓ ଝିଅ । ସୋମାଲିନ ନିଜ ଶାଶୁଙ୍କ ସହ ବି ଭିଡିଓ କରି ପୋସ୍ଟ କରିଛନ୍ତି । ତାଙ୍କର ଅନ୍ୟ ଏକ ଭିଡିଓ ସାମ୍ନାକୁ ଆସୁଛି ।

ଯେଉଁଥିରେ ସୋମାଲିନଙ୍କ ସ୍ଵାମୀ ତାଙ୍କୁ ପାଉଁଜି ପିନ୍ଧାଇ ଦେଉଛନ୍ତି । ଏହି ସମୟରେ ସୋମାଲିନ ଏହାକୁ ଭିଡିଓ କରିଛନ୍ତି । ସୋମାଲିନଙ୍କୁ ପାଉଁଜି ପିନ୍ଧାଇବା ସମୟରେ ତାଙ୍କ ସ୍ଵାମୀ ଓ ପାଖରେ ଛିଡା ହୋଇଥିବା ଶାଶୁ ହସୁଛନ୍ତି । ସମସ୍ତେ ବହୁତ ଖୁସିରେ ଅଛନ୍ତି । ସୋମାଲିନ କେତେକ ଡାନ୍ସ ଭିଡିଓ ବି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି । ଯେଉଁଥିରୁ ଜଣା ପଡୁଛି କି ସେ ଭଲ ଡାନ୍ସର ।

କହିଦେଉଛୁ କି ଯେବେ ଠୁ ସୋମାଲିନ ବିବାହ କରିଛନ୍ତି ସେହି ଦିନ ଠାରୁ ସୋମାଲିନ ଚର୍ଚାରେ ଅଛନ୍ତି । ବିଶେଷ କରି ନିଜର ଭିଡିଓକୁ ନେଇ । ଏହା ଛଡା କହିଦେଉଛୁ କି ଯେବେ ଠୁ ସୋମାଲିନ ବିବାହ କରିଛନ୍ତି ଓ ଶାଶୁ ଘରେ ଯିବା ପରେ ସେ ନିଜର ପ୍ରତି ମୂହୁର୍ତ୍ତକୁ ଭିଡିଓ କରି ସୋସିଆଲ ମିଡିଆରେ ପୋସ୍ଟ କରୁଛନ୍ତି । ଆପଣ ବି ତାଙ୍କର ପ୍ରୋଫାଇଲକୁ ଯାଇ ସବୁ ଭିଡିଓ ଦେଖି ପାରିବେ ।

Leave a Reply

Your email address will not be published. Required fields are marked *