ସୌଭାଗ୍ୟଶାଳୀ ଝିଅଙ୍କୁ ଚିହ୍ନିବାର 20ଟି ଲକ୍ଷଣ, ପ୍ରତ୍ୟେକ ବିବାହିତ ପୁରୁଷ ନିଶ୍ଚୟ ଦେଖନ୍ତୁ

ଦୁନିଆରେ ବହୁତ ଲୋକ ଅଛନ୍ତି କିନ୍ତୁ ତାମଧ୍ୟରେ କିଛି ଝିଅ ସୌଭାଗ୍ୟଶାଳି ହୋଇଥାନ୍ତି । ତେବେ ଏହି ସୌଭାଗ୍ୟଶାଳୀ ଝିଅ ମାନଙ୍କୁ ଜାଣିବାର କିଛି ଲକ୍ଷଣ ରହିଥାଏ । ଏହା ସମ୍ଭନ୍ଧରେ ଆମେ ଆଜି ଜାଣିବା । ଯେଉଁ ମହିଳାମାନଙ୍କ କଣ୍ଠ କୋମଳ ଏବଂ କଥାବାର୍ତା ଧୀର ହୋଇଥାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ଯେଉଁ ମହିଳାମାନେ ଆସ୍ତିକ , କ୍ଷମାଶୀଳ , ଦାନ ଶୀଳ , ବୁଦ୍ଧିମାନ ଏବଂ କର୍ତାବ୍ୟ ପରାୟଣ ସେମାନେ ସାକ୍ଷାତ ଲକ୍ଷ୍ମୀ ସ୍ୱରୂପ ଅଟନ୍ତି ।

ଯେଉଁ ମହିଳାମାନେ ସକାଳେ ଓ ସନ୍ଧ୍ୟା ରେ ଘରେ ଦେବୀ ଦେବତାଙ୍କୁ ଧୂପ ଦେଇ ପୂଜା କରନ୍ତି ସେମାନେ ଭାଗ୍ୟବତି ହୋଇଥାନ୍ତି । ଯେଉଁ ମହିଳାଙ୍କ ଗାଲ ଗୋଲ , ସୁନ୍ଦର ଓ ଶିର ଦେଖାଯାଏ ସେମାନେ ଦୟବିକଗୁଣ ଯୁକ୍ତ ମହିଳା ଅଟନ୍ତି । ଯେଉଁ ମହିଳାଙ୍କ ବେକ ଚାରି ଅଙ୍ଗୁଳି ବିଶିଷ୍ଟ ସୁନ୍ଦର ଓ ସୁଢଳ ସେମାନେ ଉତ୍ତମ ଲକ୍ଷଣ ଯୁକ୍ତ ମହିଳା ଅଟନ୍ତି ।

ଯେଉଁ ମହିଳାଙ୍କ ଓଠ ଦୁଇ ଆଙ୍ଗୁଳି , ସୁନ୍ଦର ଓ ମାଂସାଳ ତେବେ ସେମାନେ ସୌଭାଗ୍ୟଶାଳୀ ମହିଳା ଅଟନ୍ତି । ଯେଉଁ ମହିଳାଙ୍କ ବେକରେ ଘଣ୍ଟିକା ଉଚ ହୋଇଥାଏ ସେମାନେ ସୌଭାଗ୍ୟଶାଳୀ ମହିଳା ଅଟନ୍ତି । ଯେଉଁ ମହିଳା ମାନଙ୍କ ବେକରେ ତିନୋଟି ରେଖା ପଡିଥାଏ ସେମାନଙ୍କ ସ୍ଵାମୀ ଏଆଇଶୋର୍ଜୀ ହୋଇଥାନ୍ତି ।

ଯେଉଁ ମହିଳାଙ୍କ ନାକର ଅଗ୍ରଭାଗ ଅଳ୍ପ ଲମ୍ବିଥାଏ ସେମାନଙ୍କୁ ବହୁତ ସୁଖ ଓ ସୌଭାଗ୍ୟ ମିଳିଥାଏ । ଶରୀର ବିଜ୍ଞାନ ଅନୁସାରେ ଯେଉଁ ମହିଳାଙ୍କ ମୁହଁ ଟିକେ ଚିତ ହୋଇଥାଏ ସେମାନେ ପୁରୁଷଙ୍କ ପାଇଁ ବହୁତ ମଙ୍ଗଳଚାରି ଅଟନ୍ତି । ଯେଉଁ ମହିଳାଙ୍କ ଓଠ ମଝିରେ ରେଖା ଦେଖାଯାଏ ସେମାନେ ଅତିଅନ୍ତ ସୌଭାଗ୍ୟଶାଳି ଅଟନ୍ତି ।

ଯେଉଁ ମହିଳାମାନଙ୍କ ପାଟିରେ ଉପରେ ଷୋହଳ ଟି ଏବଂ ତଳେ ଷୋହଳ ଟି ଦାନ୍ତ କ୍ଷୀର ପରି ସଫା ହୋଇଥାଏ ସେମାନେ ସ୍ବାମୀର ବହୁତ ପ୍ରିୟ ହୋଇଥାନ୍ତି । ଯେଉଁ ମହିଳାଙ୍କ ଜିଭ ପତଳା , ଲାଲ ଏବଂ କୋମଳ ହୋଇଥାଏ ସେମାଙ୍କୁ ଉତ୍ତମ ପଟି ଏବଂ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ । ଯେଉଁ ମହିଳା ମାନେ ହିସାବ ବେଳେ ପାଟି ଅଳ୍ପ ଖୋଲେ ଏବଂ ଦାନ୍ତ ଦେଖାଯାଏ ନହିଁ ସେ ସ୍ବାମୀଙ୍କ ପାଇଁ ସୌଭାଗ୍ୟ ଆଣିଥାନ୍ତି ।

ଯେଉଁ ମହିଳାମାନଙ୍କ ଆଖି ହରିଣ ପରି , ଡୋଳା କଳା , ଆଖି ପତାରେ ଛୋଟ କଳା ଚୁଟିଥାଏ ସେମାନେ ଶୁଭ ହୋଇଥାନି । ଯେଉଁ ମହିଳା ମାନଙ୍କ ହାତ କୋମଳ , ଲୋମ ନ ଥାଏ , କାନ୍ଧ ଆଗକୁ ଥାଏ ସେମାନେ ଜୀବନରେ ବହୁତ ସୁଖ ଭୋଗ କରନ୍ତି । ଯେଉଁ ମହିଳାଙ୍କ ହାତ ପାପୁଲି କୋମାଲ ଏବଂ ହାତରେ ପଦ୍ମ ପତାକା , ମାଛ ଓ ଶଙ୍ଖ ଚିହ୍ନ ଥାଏ ସେମାନଙ୍କ ସ୍ଵାମୀ ଧନବାନ ହୋଇଥାନ୍ତି । ଯେଉଁ ମହିଳାଙ୍କ ପାଦର ଆଙ୍ଗୁଠି ଗୁଡାକ ଲାଗି କରିଥାଏ ଏବଂ କୋମଳ ହୋଇଥାଏ ସେ ବହୁତ ସୌଭାଗ୍ୟଶାଳୀ ହୋଇଥାନ୍ତି । ମହିଳାମାନେ ସୂର୍ଯ୍ୟ ଉଦୟ ପୂର୍ବରୁ ଘର ଝାଡୁ ମାରିଲେ ଧନବୃଦ୍ଧି ହୋଇଥାଏ ଏବଂ ସୂର୍ଯ୍ୟ ଅସ୍ତ ପରେ କେବେ ଝାଡୁ ମାରନ୍ତୁ ନାହି ।

Leave a Reply

Your email address will not be published. Required fields are marked *