ଗଣେଶଙ୍କୁ ପୁଜା କରିବା ସମୟରେ ଭୁଲରେ ବି କରନ୍ତୁ ନାହିଁ 4 ଟି କାମ, 5ଟି ରାଶି ଉପରେ ହେବ ଗଣେଶଙ୍କ କୃପା ବର୍ଷା

ହିନ୍ଦୁ ଧର୍ମରେ ଆମେ ଅନେକ ଦେବାଦେବୀଙ୍କ ପୂଜା ଅର୍ଚ୍ଚନା କରିଥାଉ । ତନ୍ମଧ୍ୟରୁ ଗଣେଶଜି ଙ୍କର ମହତ୍ୱ ସବୁଠୁ ଅଧିକ । ଯେକୌଣସି ପୂଜା ବା ଯେକୋୖଣସି ଶୁଭ କାର୍ଯ୍ୟ ଭଗବାନ ଗଣେଶଙ୍କର ଆର୍ଶୀବାଦ ବିନା ଆରମ୍ଭ ହୋଇପାରେ ନାହିଁ । ଭଗବାନ ଗଣେଶ ରିଧି ସିଦ୍ଧି ଓ ନମ ନିଧି ର ଦେଵତା ବୋଲି ମନାଯାଇ ଥାନ୍ତି । ଭଗବାନ ଗଣେଶ ପ୍ରତେକ ଭକ୍ତଙ୍କର ବିଘ୍ନ କୁ ହରଣ କରିଥାନ୍ତି ତେଣୁ ତାଙ୍କୁ ବିଘ୍ନ ହରତା ମଧ୍ୟ କୁହାଯାଏ ଆମେ ଜାଣିଛୁ ଯେ ବୁଧବାର ହେଉଛି ଗଣେଶ ଜି ଙ୍କର ପ୍ରିୟ ବାର । ତେବେ ପୂଜା କରିବା ସମୟରେ 4ଟି ଭୁଲ କେବେ କରିବେ ନାହିଁ, ମ-ଦ ମାଂସ ଖାଇ କେବେବି ପୂଜା କରିବେ ନାହିଁ ।

ଖରାପ ଚିନ୍ତା ରଖନ୍ତୁ ନାହିଁ, ଘରେ ଝଗଡା କରନ୍ତୁ ନାହିଁ, ଖରାପ ଭାଷା କୁହନ୍ତୁ ନାହିଁ । ତେବେ ବୁଧବାର ଠାରୁ ଭଗବାନ ଗଣେଶଜୀଙ୍କ ର ବିଶେଷ ଦୃଷ୍ଟି କିଛି ରାଶୀଙ୍କ ଉପରେ ପଡ଼ିବାକୁ ଯାଉଛି । ଏମାନଙ୍କ ଭାଗ୍ୟ ଏବେ ସମ୍ପୂର୍ଣ୍ଣ ଭାବେ ବଦଳିବାକୁ ଯାଉଛି । ପ୍ରଥମ ରାଶି ମେଷ ରାଶି – ଆପଣଙ୍କ ଉପରେ ଏବେ ଭଗବାନ ଗଣେଶଜୀଙ୍କ ର ବିଶେଷ କୃପା ଦୃଷ୍ଟି ପ୍ରାପ୍ତ ହେବାକୁ ଯାଉଛି ।

ଆପଣଙ୍କ ଜୀବନର ସବୁ ସମସ୍ୟା ଏବେ ଦୂର ହୋଇଯିବ । ଏଥିପାଇଁ ଆପଣଙ୍କୁ ପ୍ରତେକ ଦିନ ସକାଳୁ ଉଠି “ଓଁ ଶ୍ରୀ ଗଣେଶାୟ ନମଃ ” ମନ୍ତ୍ର ର ୨୧ ଥର ଜପ କରିବାକୁ ପଡିବ । ଆର୍ଥିକ ସ୍ଥିତିରେ ଲାଭ ହେବ । ଭଗବାନ ଗଣେଶଙ୍କ କୃପାରୁ ଆପଣଙ୍କୁ ସଫଳତାର ନୂଆ ନୂଆ ଅବସର ପ୍ରାପ୍ତ ହେବ । କିନ୍ତି ଆପଣ ଏହି ସମୟ ମଧ୍ୟରେ ନିଜ ସ୍ୱାସ୍ଥ୍ୟ ର ଵିଶେଷ ଯତ୍ନ ନେବେ ଓ ନିଜ ସ୍ୱାସ୍ଥ୍ୟ କୁ ନେଇ ସାବଧାନ ରହିବେ ।

ଯାନ ବାହାନ ଚଳାଇବା ସମୟରେ ମଧ୍ୟ ଆପଣ ସାବଧାନ ଓ ସଚେତନ ରହିବେ । ଦ୍ଵତୀୟ ରାଶି ଟି ହେଉଛି ସିଂହ ରାଶି- ଆପଣଙ୍କ ଉପରେ ଏବେ ଶ୍ରୀ ଗଣେଶଙ୍କ କୃପା ବର୍ଷିବା କୁ ଯାଉଛି । ଯାହା ଫଳରେ ଆପଣଙ୍କୁ ଅନେକ ସଫଳତା ମିଳିବ । ଆପଣଙ୍କ ଆର୍ଥିକ ସ୍ଥିତି ଆଗ ଅପେକ୍ଷା ଭଲ ହେବ ଯାହା ଦ୍ୱାରା ଆପଣଙ୍କ ମନ ଶାନ୍ତ ରହିବ ।

କିନ୍ତୁ ଧ୍ୟାନ ରଖିବେ ଆପଣ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ । ଜୀବନରେ ଆପଣଙ୍କୁ ବହୁତ କିଛି ଶିଖିବାକୁ ମିଳିବ । ଯାତ୍ରା ଦ୍ୱାରା ଆପଣଙ୍କୁ ଲାଭ ପ୍ରାପ୍ତ ହେବ । ବ୍ୟବସାୟ ଓ ଚାକିରୀ କ୍ଷେତ୍ରରେ ମଧ୍ୟ ଆପଣଙ୍କୁ ଲାଭ ପ୍ରାପ୍ତ ହେବ । ତୃତୀୟ ରାଶି ହେଉଛି ତୁଲା ରାଶି – ଆପଣଙ୍କୁ ଭଗବାନ ଗଣେଶଙ୍କ କୃପାରୁ ବ୍ୟବସାୟରେ ଭଲ ଲାଭ ମିଳିବ ।

ଆପଣଙ୍କ ବ୍ୟାପାର ବିସ୍ତାର ମଧ୍ୟ ହୋଇ ପାରେ । ଆପଣ ନିଜ ବ୍ୟାପର ରେ କୌଣସି ନୂତନ ପରିଵର୍ତନ କରିବା ଦ୍ୱାରା ମଧ୍ୟ ଆପଣଂକୁ ଲାଭ ପ୍ରାପ୍ତ ହେବ । ଆପଣ ଏବେ ସଫଳତାର ମାର୍ଗ ରେ ଚାଲିବେ । ଚତୁର୍ଥ ରାଶି ହେଉଛି ମକର ରାଶି – ଏହି ରାଶିର ଲୋକଙ୍କ ମାନଙ୍କ ଦିନ ଏବେ ଆନନ୍ଦ ରେ ବିତିବ ।

ଯଦି ଏମାନେ ଭଗବାନ ଗଣେଶଙ୍କ ଆରଧନା ରୁ ନିଜର ଦିନ ଆରମ୍ଭ କରିବେ ତେବେ ଏମାନଙ୍କୁ ସଫଳତା ଅବଶ୍ୟ ମିଳିବ । ଏମାନଙ୍କୁ ଧନର ମାତା ମା ଲାଷ୍ମୀଙ୍କ କୃପା ମଧ୍ୟ ପ୍ରାପ୍ତ ହେବ ଯାହା ଫଳରେ ଏମାନଙ୍କୁ ଆର୍ଥିକ ଲାଭ ମଧ୍ୟ ହେବ ।

ପଞ୍ଚମ ରାଶି କୁମ୍ଭ ରାଶି- ଏହି ରାଶିର ବ୍ୟକ୍ତିମାନଙ୍କୁ ସବୁ କାର୍ଯ୍ୟ ରେ ସଫଳତା ମିଳିବ । ଏମାନଙ୍କର ପଡିରହିଥିବା କାର୍ଯ୍ୟ ଦ୍ରୁତ ଗତିରେ ପୁର୍ଣ୍ଣ ହେବ । ସବୁ ମନସ୍କାମନା ଏମାନଙ୍କର ଭଗବାନ ଗଣେଶଜୀ ପୁରା କରିବେ । ଏମାନଙ୍କୁ ଆର୍ଥିକ ଲାଭ ମଧ୍ୟ ହେବ ।

Leave a Reply

Your email address will not be published. Required fields are marked *