ସ୍ତ୍ରୀ ଛଡା ଏହି ଗୋଟିଏ ନାରୀ ସହ ସମ୍ପର୍କ ରଖିବା ପାପ ନୁହେଁ- Shukracharjya

ଗୁରୁ ଶୁକ୍ରଚାର୍ଯ୍ୟ ନିଜର ଅନେକ ନୀତି ମାନ ଶାସ୍ତ୍ର ରେ ଲେଖିଛନ୍ତି । ଯାହା କୁ ନ ମାନିବା ମଣିଷ ବହୁତ ଅସୁବିଧା ରେ ପଡିଥାଏ ତେବେ । ଶୁକ୍ରଚାର୍ଯ୍ୟ ଦାନବ ଗୁରୁ ହୋଇଥିଲେ ମଧ୍ୟ ତାଙ୍କ ଦ୍ୱାରା ରଚିତ ନୀତିଙ୍କୁ ଦେବତା ମାନେ ମଧ୍ୟ ମାନିଥିଲେ । ତେବେ ଶୁକ୍ରଚାର୍ଯ୍ୟ ପୁରୁଷ ଓ ନାରୀ ମାନଙ୍କର ବିଷୟରେ ଅନେକ କଥା କହିଛନ୍ତି । ତେବେ ଶୁକ୍ରଚାର୍ଯ୍ୟ କହିଛନ୍ତି କି ପୁରୁଷ ନିଜର ସ୍ତ୍ରୀ ଛଡା ଅନ୍ୟ କେଉଁ ନାରୀଙ୍କ ସହ ସମ୍ପର୍କ ରଖିପାରିବ ?

ତେବେ ନାରୀ ହେଉଛି ଏପରି ଏକ ମଣିଷ ଯିଏ କି ନିଜର ରୂପ ଓ ନିଜର ଗୁଣ ମାଧ୍ୟମରେ ଯେତେ ବଡ଼ ପୁରୁଷ ବା ଜ୍ଞାନୀଙ୍କୁ ନିଜର ପାଦ ତଳେ ପକାଇ ଥାନ୍ତି । ବଡ଼ ବଡ଼ ମୁନି ଋଷି ମଧ୍ୟ ଏହି ନାରୀ ପାଇଁ ନିଜର ତପ ଭଙ୍ଗ କରିଥିଲେ ।

ତେବେ ପୁରୁଷ ସର୍ବଦା ନାରୀଙ୍କ କଥା ପଡିବା ଦ୍ୱାରା ସ୍ମିତ ହାସ୍ୟ ଦେଇଥାଏ । ସେ ମନେ ମନେ ତାହାର ରଙ୍ଗ ରୂପ କଳ୍ପନା କରିଥାଏ । ଓ ନିଜର ମନରେ କାମ ବାସନା ସୃଷ୍ଟି କରିଥାଏ । ତେବେ ନାରୀ ମାନେ ବଡ଼ ବଡ଼ ଋଷି ଯେଉଁମାନେ ନିଜର ଇନ୍ଦ୍ରିୟ ଉପରେ ନିୟନ୍ତ୍ରଣ ରଖିଥାନ୍ତି ସେମାନଙ୍କୁ ମଧ୍ୟ ବିଚଳିତ କରି ଦେଇ ଥାନ୍ତି ।

ପରାକ୍ରମୀ ରାଜା ଙ୍କୁ ମଧ୍ୟ ନିଜର ପ୍ରତି ଆକର୍ଷିତ କରିଥାନ୍ତି । ତେଣୁ କରି ଏକାନ୍ତ ରେ ଥିବା ପୁରୁଷ ସର୍ବଦା କୌଣସି ନାରୀ କୁ ଦେଖିବା ଦ୍ୱାରା ତାହାର ମନରେ କାମ ବାସନା ଆଦି ଜାଗ୍ରତ ହୋଇଥାଏ । ତେଣୁ ଉଚିତ ସମୟ ଆସିବା ମାତ୍ରେ ହିଁ ପୁରୁଷ ମାନେ ବିବାହ କରିନେବା ଉଚିତ ।

ଗୋଟିଏ ନାରୀ ଏକ ପୁରୁଷ ଜୀବନ କୁ ସଜାଡ଼ି ଥାଏ । ସେ ନିଜର ସ୍ୱାମୀ ପାଇଁ ସର୍ବସ୍ୱ ତ୍ୟାଗ କରିଥାଏ । କିନ୍ତୁ ଯଦି କୌନସି ପୁରୁଷ ନିଜର ସ୍ତ୍ରୀ କୁ ଛାଡି ଅନ୍ୟ ସ୍ତ୍ରୀ କୁ ଭଲ ପାଇଥାଏ ତେବେ ଏହା ତାହାର ଅନିଷ୍ଟ ହୋଇଥାଏ । କାରଣ ସ୍ତ୍ରୀ ହେଉଛି ଘରର ଲଷ୍ମୀ ।

ତେଣୁ ତାଙ୍କୁ ଅସନ୍ତୁଷ୍ଟ କରି ଯଦି ଆପଣ ଅନ୍ୟ କେଉଁ ସ୍ତ୍ରୀ କୁ ଭଲ ପାଇବେ ତେବେ ଆପଣଙ୍କ ଜୀବନ ନର୍କ ହୋଇଯିବ । କାରଣ ନାରୀ ଘର ଯୋଡି ଥାଏ ଓ ନାରୀ ଘର ଭାଙ୍ଗି ବି ଥାଏ । ତେଣୁ ଯଦି କୌଣସି ସ୍ବାମୀଙ୍କ ସ୍ତ୍ରୀ ତାଙ୍କୁ ପରାମର୍ଶ ଦେଇ ଥାନ୍ତି ।

ଅନ୍ୟ ସ୍ତ୍ରୀ କୁ ଭଲ ପାଇବାକୁ ତେବେ ଏଥିରେ କୌଣସି ପାପ ହୋଇ ନ ଥାଏ । କିନ୍ତୁ ଆପଣ ସେହି ସ୍ତ୍ରୀ କୁ ସାମାଜିକ ଦୃଷ୍ଟି ରୁ ସଠିକ ସମ୍ମାନ ଦେବେ ଓ ଦୁଇ ସ୍ତ୍ରୀ ଙ୍କୁ ସମାନ ପ୍ରେମ ଓ ଅଧିକାର ଦେବା ଉଚିତ । ଏହା ଶାସ୍ତ୍ର ବିରୋଧୀ ହୋଇ ନ ଥାଏ ।

Leave a Reply

Your email address will not be published. Required fields are marked *