ସ୍ତ୍ରୀଙ୍କୁ ନିଜ ଜୀବନଠୁ ବି ଅଧିକ ଭଲ ପାଇଥାନ୍ତି ଏହି 4ଟି ନାମର ପୁରୁଷମାନେ- Jyotisha Shastra

ପ୍ରତେକ ଝିଅର ସ୍ଵପ୍ନ ରହିଥାଏ କି ତାଙ୍କ ସ୍ଵାମୀ ବହୁତ ଭଲ ପାଆନ୍ତୁ ଓ ଶାଶୁଘରେ ତାଙ୍କୁ ସମ୍ମାନ ମିଳୁ । ପ୍ରତେକ ଝିଅ ଇଚ୍ଛା ରଖିଥାଏ ତରା ଜୀବନ ସାଥି ଦୁଖ ସୁଖରେ ସାଥ ଦେଉ । କିନ୍ତୁ ଆଜିର ସମୟରେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ମନାନ୍ତର ହେବା ସାଧାରଣ କଥା ହେଲାଣି । ଅନେକ ପ୍ରେମ ବିବାହ କରିବା ପରେ ବି ପରସ୍ପରକୁ ବୁଝିପାରୁ ନାହାନ୍ତି ଯାହା ଆଜିକାଲି ଦେଖା ଯାଉଛି । ଆଜି ଆମେ ଆପଣଙ୍କୁ ଏମିତି ୪ଟି ନାମର ପୁରୁଷଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ନିଜ ସ୍ତ୍ରୀଙ୍କର ସବୁ ସ୍ଵପ୍ନ ପୁରା କରିବା ସହ ଖାସ କେୟାର ନେଇଥାନ୍ତି ।

୧- P ନାମର ପୁରୁଷ ମାନେ : ଯେଉଁ ପୁରୁଷ ମାନଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ନିଜ ସ୍ତ୍ରୀ ଙ୍କର ଅଭୁତ ଭଲ ଭ୍ବେ କେୟାର ନେଇଥାନ୍ତି । ଏମାନଙ୍କୁ ନିଜ ସ୍ତ୍ରୀଙ୍କର ଛୋଟ ରୁ ଛୋଟ କଥା ଜଣା ହୋଇଥାଏ । ଏମାନେ ସର୍ବଦା ଚେଷ୍ଟା କରିଥାନ୍ତି କି ନିଜ ସ୍ତ୍ରୀ ଙ୍କୁ ଯେପରି ଦୁଖ ନ ହେବ । ଏମାନେ ନିଜ ସ୍ତ୍ରୀଙ୍କ ମୁହଁରେ କେବେ ବି ଉଦାସି ଦେଖିପାରନ୍ତି ନାହି । ଏମାନେ ନିଜ ଷ୍ଟ୍ରେଙ୍କୁ ବହୁତ ଅଧିକ ଭଲ ପାଇଥାନ୍ତି ।

୨- R ନାମର ପୁରୁଷ ମାନେ : ଯେଉଁ ପୁରୁଷ ମାନଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନଙ୍କ ବିଷୟରେ ଏମିତି କୁହାଯାଏ ଏମାନେ ନିଜ ସ୍ତ୍ରୀ ଙ୍କୁ ଆଖି ପଲକରେ ବସାଇଥାନ୍ତି । ଏମାନେ ନିଜ ସ୍ତ୍ରୀ ଙ୍କୁ ବହୁତ କମ କାମ କରାଇଥାନ୍ତି । ଏମାନେ ନିଜ ସ୍ତ୍ରୀଙ୍କ ଆଖ ପାଖରେ ରହିବାକୁ ପସନ୍ଦ କରିଥାନ୍ତି । କାରଣ ଏମାନେ ନିଜ ସ୍ତ୍ରୀଙ୍କର ସାଥ ପସନ୍ଦ କରିଥାନ୍ତି । ଏମାନେ ନିଜ ସ୍ତ୍ରୀ ଙ୍କୁ ନିଜ ଠାରୁ କେବେ ବି ଦୂରକୁ ଯିବାକୁ ଦିଅନ୍ତି ନାହି ।

୩- K ନାମର ପୁରୁଷ ମାନେ : ଯେଉଁ ପୁରୁଷଙ୍କ ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନଙ୍କ ବିଷୟରେ ଏମିତି କୁହାଯାଏ କି ଏମାନଙ୍କୁ ବହୁତ ଜଲ୍ଦି ରାଗ ଆସିଥାଏ । ଏମାନେ ଅନ୍ୟ ମାନଙ୍କ ସହ ଯେମିତି ବି ବ୍ୟବହାର କରିଥାନ୍ତୁ ନା କାହିଁକି କିନ୍ତୁ ନିଜ ସ୍ତ୍ରୀ ଙ୍କ ସହ ସର୍ବଦା ପ୍ରେମରେ ଅନ୍ଧ ହୋଇଥାନ୍ତି । ଏମାନେ ନିଜ ସ୍ତ୍ରୀଙ୍କର ପ୍ରତେକ ଟି କଥା ମାନିଥାନ୍ତି । ଏମାନେ ନିଜ ସ୍ତ୍ରୀଙ୍କୁ କେବେ ବି ଦୁଖ ଦିଅନ୍ତି ନାହି । ଏମାନଙ୍କର ରାଗ ନିଜ ସ୍ତ୍ରୀଙ୍କ ହସରେ ହିଁ ଦୂର ହୋଇଯାଏ ।

୪- A ନାମର ପୁରୁଷ ମାନେ : ଯେଉଁ ପୁରୁଷ ଙ୍କ ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ନିଜ ସ୍ତ୍ରୀଙ୍କୁ ବହୁତ ଭଲ ପାଇବା ସହ ସେମାନଙ୍କର ସବୁ କଥା ମାଇଥାନ୍ତି । ଏହି କାରଣରୁ ଅନେକ ଲୋକ ଏମାନଙ୍କୁ ସ୍ତ୍ରୀର ଗୁଲାମ ବୋଲି ଭବିଥାନ୍ତି ।

ଏମାନଙ୍କୁ ଲୋକଙ୍କର ଓ ସମାଜର ତାନା ଶୁଣିବାକୁ ପଡିଥାଏ । କିନ୍ତୁ ଏମାନେ ପୁରା ନିର୍ଭୟରେ ନିଜ ସ୍ତ୍ରୀଙ୍କ ସାଥ ଦେଇଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *