ସ୍ତ୍ରୀ ମାନେ ଗୋଡରେ ମୁଦି ପିନ୍ଧିବା ଦ୍ଵାରା କଣ ପାଇଁ ସ୍ଵାମୀ ରୂଣ ଓ କଷ୍ଟରେ ବୁଡିଯାନ୍ତି ? 

ନାରୀ ମାନଙ୍କୁ ମା ଲକ୍ଷ୍ମୀଙ୍କ ସ୍ଵରୁପ ମନାଯାଇଥାଏ । ବିବାହ ପରେ ନାରୀ ମାନେ ସୋହଳଶ୍ରିଙ୍ଗାର ହୋଇଥାନ୍ତି । ବିବାହ ସମୟରେ ମଧ୍ୟ ସମସ୍ତ ନାରୀ ମାନେ ବହୁତ ସଜେଇ ହୋଇଥାନ୍ତି । ନାରୀ ମାନେ ବିବାହ ପରେ ମଙ୍ଗଳ ସୂତ୍ର ,ସିନ୍ଦୁର ,ଚୁଡି ,ପାଉଁଜି ,ଗୋଡ ମୁଦି ,ହାତମୁଦି ପିନ୍ଧିବା ଅତ୍ୟନ୍ତ ଜରୁରୀ । ଏହା ନାରୀ ମାନଙ୍କର ସ୍ଵୋନ୍ଦର୍ଜ୍ୟ ବଢାଇଥାଏ । ଏହା ପିନ୍ଧିବା ଦ୍ଵାରା ମଧ୍ୟ ସ୍ଵାମୀର ଆୟୁଷ ବଢିବ ସହିତ ସ୍ଵାମୀର ମଙ୍ଗଳ ହୋଇଥାଏ ।

ଆଜି ଆସନ୍ତୁ ଜାଣିବା ସ୍ତ୍ରୀ ମାନେ କେଉଁ ଗୋଡ ମୁଦି ପିନ୍ଧିବା ଦ୍ଵାରା ସ୍ଵାମୀ ରୂଣ ଆଉ କଷ୍ଟରେ ବୁଡିଯାଆନ୍ତି । ଝୁଣ୍ଟିଆ ନାରୀ ମାନଙ୍କର ସବୁ ଅଳଙ୍କାର ମଧ୍ୟରୁ ଗୋଟିଏ ଅଳଙ୍କାର ହୋଇଥାଏ । ଯାହାକୁ ପିନ୍ଧିବା ଦ୍ଵାରା ନାରୀ ମାନଙ୍କର ପାଦର ସ୍ଵୋନ୍ଦର୍ଜ୍ୟ ବଢିଥାଏ । ଆସନ୍ତୁ ଜାଣିବା ନାରୀ ମାନେ ଝୁଣ୍ଟିଆ କେଉଁ ଆଙ୍ଗୁଠିରେ ପିନ୍ଧିବା ଉଚିତ ଓ କେଉଁ ଆଙ୍ଗୁଠିରେ ପିନ୍ଧିବା ଉଚିତ ହୋଇନଥାଏ । ହିନ୍ଦୁ ଧର୍ମରେ ବିବାହିତା ନାରୀ ମାନେ ଝୁଣ୍ଟିଆ ପିନ୍ଧିଥାନ୍ତି । ଝୁଣ୍ଟିଆ ନାରୀ ମାନଙ୍କର ଶେଷ ଅଳଙ୍କାର ହୋଇଥାଏ ।

ନାରୀ ମାନେ ମୁଣ୍ଡରେ ସୁନା ମଥାମଣି ଓ ପାଦରେ ରୂପା ଝୁଣ୍ଟିଆ ପିନ୍ଧିବାର କାରଣ ଏହା ହୋଇଥାଏ କି ସୂର୍ଯ୍ୟ ଓ ଚନ୍ଦ୍ରଙ୍କ କୃପା ପତିପତ୍ନୀ ଉପରେ ଜୀବନ ସାରା ରହିବା ପାଇଁ । ଝୁଣ୍ଟିଆ ସ୍ଵାମୀର ଦରିଦ୍ରତା ର କାରଣ ବନିଥାଏ । ବିବାହିତା ନାରୀ ମାନେ ପାଦରେ ଝୁଣ୍ଟିଆକୁ ସର୍ବଦା ଦ୍ଵିତୀୟ ଆଙ୍ଗୁଠିରେ ପିନ୍ଧିବା ଉଚିତ । ଏକ ସାଙ୍ଗରେ ତିନୋଟି ଝୁଣ୍ଟିଆକୁ ଗୋଟିଏ ଆଙ୍ଗୁଠିରେ ପିନ୍ଧିବା ଉଚିତ ହୋଇନଥାଏ । ଝୁଣ୍ଟିଆ କେବଳ ବିବାହିତା ନାରୀ ମାନେ ପିନ୍ଧିବା ଉଚିତ ,କୁଆରି ଝିଅ ମାନେ ଭୁଲ୍ ରେବି ଝୁଣ୍ଟିଆ ପିନ୍ଧିବା ଉଚିତ ହୋଇନଥାଏ ।

ବିବାହିତା ନାରୀ ମାନେ ପାଦରେ ଝୁଣ୍ଟିଆ ପିନ୍ଧିବା ଦ୍ଵାରା ଗର୍ଭ ଧାରଣାରେ କୌଣସି ସମସ୍ଯା ଆସିନଥାଏ । ନାରୀ ମାନେ ସର୍ବଦା ରୂପର ଝୁଣ୍ଟିଆ ପିନ୍ଧିବା ଉଚିତ ,କେବେବି ସୁନାର ଝୁଣ୍ଟିଆ ପିନ୍ଧିବା ଉଚିତ ହୋଇନଥାଏ । ନିଜ ଝୁଣ୍ଟିଆକୁ କେବେବି କାହାରୀକୁ ଦେବେ ନାହିଁ । ଏହା କରିବା ଦ୍ଵାରା ସ୍ଵାମୀକୁ କଙ୍ଗାଳ ବା ଦରିଦ୍ରତାର ସାମ୍ନା କରିବାକୁ ପଡିଥାଏ । ଏହାର ମଧ୍ୟ ଧ୍ୟାନ ରଖିବେକି ଝୁଣ୍ଟିଆ ବା ପାଉଁଜି ପିନ୍ଧିବା ସମୟରେ ଘୁଙ୍ଗୁର ଥିବା ପାଉଁଜି ପିନ୍ଧିବେ । କାରଣ ଏହି ଘୁଙ୍ଗୁର ଶବ୍ଦରେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।

ଘୁଙ୍ଗୁର ଥିବା ପାଉଁଜି ବା ଝୁଣ୍ଟିଆ ପିନ୍ଧିବା ଦ୍ଵାରା ମଧ୍ୟ ସ୍ଵାମୀର କୌଣସି ସମସ୍ଯା ଆସିନଥାଏ । ଏହା ସହ ବିବାହିତା ନାରୀ ଏମାନେ ଉପହରରେ ଦେଇଥିବା ସିନ୍ଦୁର ବ୍ୟବହାର କରିବା ଉଚିତ ହୋଇନଥାଏ । କେବଳ ନିଜ ସ୍ଵାମୀ ଦେଇଥିବା ସିନ୍ଦୁରର ବ୍ୟବହାର କରନ୍ତୁ ଏହାହିଁ ଶୁଭ ହୋଇଥାଏ । ବିବାହିତା ମହିଳା ମାନେ ଏହା ମଧ୍ୟ ଧ୍ୟାନ ଦେବା ଉଚିତ କି ଚୁଡି କେବଳ ନାଲି ରଙ୍ଗର ପିନ୍ଧିବା ଉଚିତ । ଏହା ଦ୍ଵାରା ସ୍ବନୀର ମଙ୍ଗଳ ହୋଇଥାଏ । ଯଦି ଆପଣଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥାଏ । ଏହି ପେଜକୁ ଲାଇକ ,କମେଣ୍ଟ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *