କିଛିମହିଳା ମାନେ ଅଛନ୍ତି ଯେଉଁ ମାନଙ୍କ ପଛ ଦ୍କେହିବ୍ବା ପାଇଁ ଚଉଡା ଥାଏ । ଆପଣ ଆଜି ସେହି ବିଷୟରେ ଜାଣିବେ । ମାତ୍ର ଆମେ ଆଜି ଆପଣଙ୍କୁ କହିବା କି ଏହା ଖରାପ ଅଟେ କି ଭଲ ଅଟେ । ଆପଣ ମାନ ଏଜାଣି ଥିବେ କି ଆଜି କାଲୀ ଅନେକ ଲୋକମାନେ ନିଜ ଫିଗର କୁ ଖୁବ ଭଲ ଭାବେ ମେଣ୍ଟେନ କରୁଛନ୍ତି ଏହାର କାରଣ କଣ ଆପଣ ଜାଣି ଛନ୍ତି କି । କାରଣ ଆମ ସ୍ଵାସ୍ଥ୍ୟ ର ସମସ୍ଯା ଥାଏ ଏହା ଅଧିକା ବଢି ଯାଇ ଥାଏ ଏହାର କାରଣ ହେଉଛି କି ଆମେ ଆମ ଶରୀର କୁ ସବୁ ବେଳେ ଭଲ ରଖିବା ପାଇଁ ଚେଷ୍ଟା କରିଥାଉ ।
ଆପଣ ଏହା ଜାଣି ଥିବେ କି କୁହାଯାଏ କି କ୍କିହହୀ ମହିଳାଙ୍କ ଅଣ୍ଟା ବହୁତ ପତଳା ଥାଏ ଓ କିଛି ମହିଳା ଙ୍କ ଅଣ୍ଟା ଓ ପେଟ ପାଖ ବହୁତ କମ ଚଉଡା ଥାଏ । ଆମେ ଆଜି ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଯେଉଁ ମାନେ ଶାରୀରିକ ସମ୍ପର୍କ ରଖିଛନ୍ତି ସେମାନଙ୍କ ଶରୀରର ପଛ ଭାଗ ବହୁତ ଚଉଡା ହୋଇଥାଏ ।
ଏହା ଛଡା ଯେଉଁ ନାରୀ ମାନଙ୍କର ଏକ ରୁ ଅଧିକ ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରହିଥାଏ ସେହି ନାରୀମାନଙ୍କର ପଛ ଭାଗ ବହୁତ ଚଉଡା ହୋଇଥାଏ । ତେବେ ଏହି ଗବେଷଣା ରୁ ଏହା କୁହାଯାଇଛି କି ଯେଉଁ ନାରୀ ମାନେ ଅତ୍ୟଧିକ ଶୋଇ ରହିଥାନ୍ତି ସେମାନଙ୍କ ଶରୀରର ପଛ ଭାଗ ମଧ୍ୟ ଚଉଡା ରହିଥାଏ ।
ତେବେ ବିବାହ ପରେ ପ୍ରାୟ ନାରୀ ମାନେ ସାଧାରଣତଃ ସ୍ୱାସ୍ଥ୍ୟ ବାନ ହୋଇ ଯାଇଥାନ୍ତି । ଏହା ସହିତ ସେମାନଙ୍କ ପଛ ଭାଗ ମଧ୍ୟ ଚଉଡା ହୋଇ ଯାଇଥାଏ । ତେବେ ଏହାର କାରଣ କଣ ? ତେବେ ଏହାର କାରଣ ହେଉଛି ବିବାହ ପରେ ନାରୀ ମାନଙ୍କ ର କିଛି ହରମୋନ ସକ୍ରିୟ ହୋଇଯାଇଥାଏ ଯାହା ଫଳରେ ସେମାନେ ଅତ୍ୟଧିକ ଖାଦ୍ୟ ଖାଇଥାନ୍ତି ।
ତେବେ ଯେଉଁମାନଙ୍କ ପଛ ଭାଗ ଚଉଡା ହୋଇଥାଏ ସେମାନଙ୍କ ପାଇଁ ଏହା ବହୁତ ଭଲ ଅଟେ । କାରଣ ଏହା ଦ୍ଵାରା ଅନେକ ପୁରୁଷ ବହୁତ ଜଲ୍ଦି ଏମାନଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି । ଏହା ଛଡା ଗବେଷଣା ରେ କୁହାଯାଇଛି କି ଯେଉଁ ମାନଙ୍କ ପଛ ଭାଗ ଚଉଡା ସେମାନଙ୍କୁ ସନ୍ତାନ ଜନ୍ମ ସମୟରେ ସହଜ ହୋଇଥାଏ ।
ପତଳା ଅଣ୍ଟା ଓ ପତଳା ପଛ ଭାଗ ଝିଅ ଙ୍କ ଠାରୁ ଚଉଡା ପଛ ଭାଗର ନାରୀ ମାନଙ୍କୁ ସନ୍ତାନ ଜନ୍ମ କରିବା ସହଜ ହୋଇଥାଏ ।