କୁହାଯାଏ କି ମରିଗଲେ ମଧ୍ୟ ମହିଳା ମାନେ ନିଜ ଜୀବନ ସାଥି କୁ କହି ନ ଥାନ୍ତି । ମହିଳା ମାନେ ବିବାହ ପରେ ନିଜ ସ୍ଵାମୀ ଙ୍କ ସହ ଭଲରେ ରହିବା ଅପପାଇନ ଚେଷ୍ଟା ଅକରିଥାନ୍ତି । କୁହାଯାଏ କି ବୈବାହିକ ଜୀବନ ରେ କ୍ଷ୍ହୁଶୀ ଆସିବା ପାଇଁ ହେଲେ ଆମକୁ ସବୁ ବେଳେ କିଛି ନା କିଛି ଭଲ କାମ କରିବା ପାଇଁ ପଡିବ । ତେବେ ଯାହା ପାଇଁ ଜୀବନ ସାରା ଦୁଇ ମଣିଷ ପରସ୍ପର ସହ ରହି ପାରନ୍ତି ।
ଆଜି ଆମେ କହିବାକି ମହିଳାମାନେ କେଉଁ ଭଳି କଥାକୁ ନିଜ ସ୍ଵାମୀ ଙ୍କୁ କହି ନଥାନ୍ତି । ମହିଳାମାନଙ୍କ ପାଇଁ ଏକ ଲ୍ଲୋକ କଥା ଅଛି କିଛି ଜଣ ଏହାକୁ ସତ ବୋଲି କହିଛନ୍ତି । ଏହା ହେଉଛି ମହିଳା ମାନଙ୍କୁ ଭଗବାନ ମଧ୍ୟ ବୁଝି ପାରି ନାହାଁନ୍ତି ।
ତାଙ୍କ ଅନୁସାରେ ଦେଖିବା ପାଇଁ ଯିବା ତ ମହିଳାମାନେ ନିଜ ମନ କଥା କୁ ଅନେକ ସମୟରେ ବହୁତ ଲୋକଙ୍କ ମଧ୍ୟରେ ବାନ୍ଟି ଥାନ୍ତି । ପ୍ରତେକ ସ୍ତ୍ରୀ ନିଜ ସ୍ଵାମୀ ଙ୍କ ଠାରୁ 4 କଥା ଲୁଚାଇ ରଖିଥାନ୍ତି । ଆସନ୍ତୁ ଜାଣିବା ଏହି ଚାରି କଥା ।
ପ୍ରଥମ କଥା ହେଉଛି ପ୍ରଥମ ପ୍ରେମ । ସେମାନେ ନିଜ ସ୍ଵାମୀ ଙ୍କ ଜୀବନରେ ଆସିବା ଆଗରୁ ସେ କାହାକୁ ନା କାହାକୁ ପସନ୍ଦ କରି ଥାନ୍ତି । ଏହା ସେ ନିଜ ସ୍ଵାମୀ ଙ୍କୁ କେବେହେଲେ କହି ନଥାନ୍ତି । ଏହା ପର କଥା ହେଉଛି ଟଙ୍କା କିଛି ମହିଳା ମାନେ ନିଜ ପାଖରେ କିଛି କିଛି ଟଙ୍କା କୁ ସଞ୍ଚୟ କରି ରଖୀଥାନ୍ତି ।
ଯାହା ଦ୍ଵାରା ସେମାନେ ନିଜର ପଡ଼ିଇବାର ଅସୁବିଧା ସମୟକୁ ସାମନା କରି ପାରିବେ । ଏହା ପାଇଁ ସେମାନେ ସବୁ ବେଳେ ନିଜ ପାଖରେ ଥିବା ତାଙ୍କ କଥା ସ୍ଵାମୀ ମାନଙ୍କୁ କହି ନଥାନ୍ତି । ଏହାକୁ ସେମାନେ ଛୋଟ ମୋଟ କାମକୁ ସମ୍ଭାଳି ନେଇଥାନ୍ତି ।
ତୃତୀୟ କଥା ମନର ଇଚ୍ଛା ଅନେକ ସମୟରେ ସ୍ଵାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ କିଛି କଥାକୁ ନେଇକି ଚର୍ଚ୍ଚା ହୋଇଥାଏ ଏହା ବେଳେ ବ୍ବେଲେ ଜ୍ଜିଡି ରେ ପରିଣତ ହୋଇ ଯାଇଥାଏ । ଆପଣ ଜାଣି ଥିବେ କି ଯେଉଁ ମହିଳାମାନେ ନିଜ ପରିବାର କୁ ବଞ୍ଚାଇବା କହିଥାନ୍ତି ସେମାନେ ନିଜ ସ୍ଵାମୀ କଥାରେ ହଁ ମାରିକି କଥାକୁ ସମ୍ଭାଳି ନେଇଥାନ୍ତି ମାତ୍ର ସେମାନେ ଏହା ପାଇଁ ଖୁଶି ନଥାନ୍ତି ।
ଏହା ପର କଥା ହେଉଛି ସେମାନେ ନିଜ ଶାରୀରିକ ପୀଡାକୁ ସବୁ ଦିନ ପାଇଁ ଲୁଚାଇ ରଖୀଥାନ୍ତି । କାଳେ ଅଧିକା ଚିନ୍ତା କରିବେ ବୋଲି ସ୍ଵାମୀ ମାନେ । ତେବେ ଏହି ଚାରି କଥା ମହିଳା ମାନେ ସବୁବେଳେ ନିଜ ସ୍ଵାମୀଙ୍କୁ ଲୁଚାଇଥାନ୍ତି ।