ସ୍ତ୍ରୀଙ୍କୁ ନିଜ ବାପା ମାଙ୍କ ଠାରୁ ବି ଅଧିକ ଭଲ ପାଇଥାନ୍ତି ଏହି 2ଟି ନାମର ପୁରୁଷମାନେ- Jyotisha Shastra

ମଣିଆ ଦୁନିଆରେ ଜନ୍ମ ହେବା ପୂର୍ବରୁ ସମ୍ପର୍କ କାହା ସହ ନ ଥାଏ । କିନ୍ତୁ ଯେବେ ମଣିଷ ବଡ ହୋଇଯାଏ ସମ୍ପର୍କ ମଧ୍ୟ ଯୋଡି ହୋଇଯାଏ । ସମ୍ପର୍କ ମଣିଷରେ ଏତେ ଲୀନ ହୋଇଯାଏ ସେଥିରୁ ବାହାରିବା କଷ୍ଟକର ହୋଇପଡେ । ପିଲା ଜନ୍ମ ହେବା ପରେ ମା ବାପାଙ୍କର ସବୁ ଚିନ୍ତା ନୂଆ ପିଲା ପାଇଁ ରହିଥାଏ । କିନ୍ତୁ ଆମ ଜୀବନରେ ଏମିତି ବୟସ ଆସିଲେ ପ୍ରତେକ ବ୍ୟକ୍ତି ନୂଆ ବନ୍ଧନରେ ବାନ୍ଧି ହୋଇଥାଏ ଓ ଜୀବନ ସାଥି ସହ ଯୋଡି ହୋଇଥାଏ ଯାହାକୁ ବିବାହରେ ପରିଣତ କରାଯାଏ । ଆଜି ଆମେ ଆପଣଙ୍କୁ ଏମିତି ୨ଟି ନାମର ପୁରୁଷ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ସ୍ତ୍ରୀଙ୍କୁ ମା ବାପା ଠାରୁ ଅଧିକ ଭଲ ପାଇଥାନ୍ତି ।

୧- A ନାମର ପୁରୁଷ ମାନେ : ଯେଉଁ ବ୍ୟକ୍ତି ଙ୍କ ଅନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ସେମାନେ ବହୁତ ବଡ ଡିଲବାଲା ହୋଇଥାନ୍ତି । କେବେଳ ଏତିକି ନୁହେଁ ବରଂ ଏମିତି କୁହାଯାଏ କି ଏମାନେ ନିଜ ସ୍ତ୍ରୀ ଙ୍କର ନିଜ ଠାରୁ ଅହଡିକ ଧ୍ୟାନ ରଖିତହାନ୍ତି ବିବାହ ପରେ । ଏହି ନାମାର ପୁରୁଷ ମାନେ ନିଜ ସ୍ତ୍ରୀ ଙ୍କୁ ଜୀବନ ଠାରୁ ଅଧିକ ଭଲା ପାଇଥାନ୍ତି ଓ ବିଶ୍ଵାସ ମଧ୍ୟ କରିଥାନ୍ତି । ଆପଣଙ୍କୁ କହି ରଖଚୁ ଏହି ନାମର ପୁରୁଷ ମାନଙ୍କର ସ୍ତ୍ରୀ ମାନେ ମଧ୍ୟ ନିଜ ସ୍ଵାମୀ ଙ୍କୁ ବହୁତ ଭଲ ପାଇଥାନ୍ତି ।

ଏହି କାରଣରୁ ଏମାନଙ୍କର ବୈବାହିକ ଜୀବନ ବହୁତ ସୁଖଦ ରହିଥାଏ । ଏହି ପୁରୁଷ ଆନେ ସମ୍ପର୍କ ପ୍ରତି ବହୁତ ବିଶ୍ଵସ୍ତ ହୋଇଥାନ୍ତି । ଏମାନଙ୍କର ପ୍ରେମ ବହୁତ ଗଭୀର ହୋଇଥାଏ ନିଜ ସ୍ତ୍ରୀ ଙ୍କ ପାଇଁ । ଏମାନେ ସ୍ଵାମୀ ସ୍ତ୍ରୀ ପରସ୍ପର ବିନା ରହି ପାରନ୍ତି ନାହି । ଏହି ନାମର ପୁରୁଷ ମାନେ ବାପା ମା ଙ୍କ ଠାରୁ ଅଧିକ ସ୍ତ୍ରୀ ମାନଙ୍କୁ ଭଲ ପାଇଥାନ୍ତି ।

୨- D ନାମର ପୁରୁଷ ମାନେ : ଯେଉଁ ପୁରୁଷ ମାନଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ନିଜ ସ୍ତ୍ରୀ ଙ୍କର ସବୁ ଜରୁରତ ର ଧ୍ୟାନ ରଖିଥାନ୍ତି । ଏମାନେ ନିଜ ସ୍ତ୍ରୀ ଙ୍କୁ ସର୍ବଦା ଖୁସି ରେ ରଖିବାକୁ ପ୍ରୟାସ କରିଥାନ୍ତି । ଏହା ଛଡା କହି ରଖୁଛୁ ଏମାନେ ନିଜ ସ୍ତ୍ରୀ ଙ୍କୁ ବହୁତ ଅଧିକା ଭଲ ପାଇଥାନ୍ତି । ଏହି କାରଣରୁ ଏମାନେ ନିଜ ସ୍ତ୍ରୀ ଙ୍କୁ କୌଣସି କଥା ରେ ମନା କରି ପାରନ୍ତି ନାହି । ଏହା ବ୍ଯତୀତ ଏହି ନାମର ପୁରୁଷ ମାନେ ବହୁତ ଶାନ୍ତ ସ୍ବଭାବର ହୋଇଥାନ୍ତି ।

ଯାହା ପାଇଁ ଏମାନେ ନିଜ ସ୍ତ୍ରୀଙ୍କର ସବୁ କଥା ସହଜରେ ମାନି ଯାଇଥାନ୍ତି । ଏମାନଙ୍କ ଘର ପରିବାରରେ ସୁଖ ସୁବିଧାର କୌଣସି ଅଭାବ ରୁହେ ନାହି । ଏହି କାରଣରୁ ଏମାନଙ୍କର ସ୍ତ୍ରୀ ଘରେ ଓ ସେମାନଙ୍କ ଜୀବନରେ ରାଜ କରିଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *