ସ୍ତ୍ରୀ ର ଏହି 3 ଟି ଅଭ୍ୟାସ – ସ୍ଵାମୀଙ୍କୁ କରିଥାଏ କୋଟିପତି… Ajira Anuchinta

ଆମେ ଆଜି ଆପଣଙ୍କୁ କହିବ ପାଇଁ ଯାଉଛୁ ଜଣେ ସ୍ତ୍ରୀ ର କେଉଁ କାମରୁ ତାର ସ୍ଵାମୀ ହୋଇ ଥାଏ ଖୁବ ଭାଗ୍ଯବାନ । ଜଣେ ନାରୀ କିମ୍ବା ପୁରୁଷ ଯଦି ବିବାହ ବ-ନ୍ଧ-ନ-ରେ ବା-ନ୍ଧି ହୋଇ ଯାଇ ଥାନ୍ତି ତେବେ ସେମାନଙ୍କ ଭଲ କିମ୍ବା ଖରାପ କାମର ପ୍ରଭାବ ଉଭୟଙ୍କୁ ଭୋଗ କରିବା ପାଇଁ ପଡିଥାଏ । ଆମେ ଆଜି କହିବା ପାଇଁ ଯାଉଥିବା କାମ ମଧ୍ୟରେ କିଛି ଏହି ଭଳି କାମ ଅଛି ଯାହାକୁ ଆପଣ କରିବାର ଅନେକ ନାରୀ ମାନଙ୍କୁ ଦେଖି ଥିବେ ଯାହା ଦ୍ଵାରା ସେମାନଙ୍କ ସ୍ଵାମୀ ମାନେ ଖୁବ ଭଲ ପରିଣାମ ପାଇ ଥାନ୍ତି ।

କାରଣ ବିବାହ ର ବ-ନ୍ଧ-ନ-ରେ ସେମାନେ ଥାନ୍ତି । କେତେକ ଲୋକମାନେ ଏହାକୁ ବିଶ୍ବାଶ କରନ୍ତି ଓ କିଛି ଲୋକମାନେ ଏହାକୁ ବିଶ୍ବାଶ କରନ୍ତିନୀ । ଆଜି ଆମେ କହିବା କଣ ସେହି ଭଲ ଗୁଣ ଯାହା ଦ୍ଵାରା ସ୍ଵାମୀ ମାନେ ଖୁବ ଲାଭ ବାନ ହୋଇ ଥାନ୍ତି । ଦେଖନ୍ତୁ ଏହାର ଅର୍ଥ କୁ ଆପଣ ଭୁଲ ଭାବେ ନେବେନି ଆପଣ ଯଦି କହିବେ କି ସବୁ କିଛି ମୋ ସ୍ତ୍ରୀ କରିବ ଓ ମୁ କେବେଳ ପରିଣାମ ପାଇବି ଏହା ହୋଇ ନଥାଏ । ଆପଣ ସବୁ ବେଳେ ମନେ ରଖିବେ କି ଆପଣ ମଧ୍ୟ ଏହା ପାଇଁ ଚେଷ୍ଟା କରିବେ ଯାହା ଦ୍ଵାରା ଆପଣଙ୍କ ଭାଗ୍ୟ ମଧ୍ୟ ଖୋଲିବ । ଆପଣ ମଧ୍ୟ କିଛି ନୂଆ କରୀ ପାରିବେ ।

ଆପଣ ଯଦି ସ୍ଵାମୀ ହୋଇ ନିଜ କାମ କରିବେ ନି ଓ କହିବେ କି ଆପଣଙ୍କ ସ୍ତ୍ରୀ ଙ୍କ ଭାଗ୍ୟରେ ଆପଣ ଭାଗ୍ଯବାନ ହେବେ ସେତେବେଳେ ଆପଣ ସବୁ କିଛି ହରାଇ ଦେବେ । ସବୁ ବେଳେ ମଣିଷ କୁ ନିଜ ଭାଗ୍ୟ ନିଯେ ଲେଖିବା ଆବଶ୍ୟକ ଅଟେ । ଆଜି ଆମେ କହିବା ପାଇଁ ଯାଉଥିବା କଥା ଅନୁସାରେ ଦେଖିବା ପାଇଁ ଜୀବା ତ ପ୍ରଥମେ ଯେଉଁ ନାରୀ ସକାଳୁ ଶ-ଯ୍ୟା ତ୍ୟା-ଗ କରି ନିଜ କାମରେ ଓ ସ୍ଵାମୀ ସେବା କରେ ସେହି ସ୍ତ୍ରୀ ଭାଗ୍ଯବାନ ଥାନ୍ତି । କେବେ ଭି ନ ରା-ଗି-ବା- ସ୍ତ୍ରୀ ।

ଯେଉଁ ସ୍ତ୍ରୀ ମାନେ ସବୁ କିଛି ସହି ନିଜ ପରିବାରକୁ ସମ୍ଭାଳି ନେଇ ଥାଏ ସେହି ସ୍ତ୍ରୀ ନିଜ ସ୍ଵାମୀ ର ଭାଗ୍ୟକୁ ବଦଳାଇ ପାରେ । ଆପଣ ଯଦି ଚାହିଁବେ କି ନିଜ ଘର ନିଜେ ସମ୍ଭାଳି ପାରିବେ । ଆୟ ଦେଖି ବ୍ୟୟ କରିବା । ସବୁ ନାରୀ ମନ ଏନିଜ ସ୍ଵାମୀ ଙ୍କ ପାଖରୁ କିଛି ଆସା କରନ୍ତି କିନତୂ ଏହି ଭଳି କିଛି ନାରୀ ମାନେ ଅଛନ୍ତି ଯେଉଁ ମାନ ନିଜ ଇଚ୍ଛାକୁ ମା-ରି ନିଜ ସ୍ଵାମୀ ଙ୍କୁ ଷପୋର୍ଟ କରି ଥାନ୍ତି ।

ସେମାନେ ନିଜ ଆୟ ଦେଖି ଖର୍ଚ୍ଚ କରନ୍ତି । କିଛି ନାରୀ ମାନେ ନିଜ ଇଚ୍ଛା ପୂରଣ ନହେଲେ ନିଜର ସ୍ଵାମୀ ଙ୍କ ଉପରେ ରା-ଗି ଯାଇ ଥାନ୍ତି ଏହା ଠିକ କଥା ନୁହେଁ । ତେଣୁ ଏହି 3 ପ୍ରକାର ଅଭ୍ୟାଶ କରୁଥିବା ନାରୀ ମାନେ ସବୁ ବେଳେ ଖୁଶିରେ ରୁହନ୍ତି ।

Leave a Reply

Your email address will not be published. Required fields are marked *