ସ୍ତ୍ରୀର ଏହି ସବୁ ଲକ୍ଷଣ ସ୍ଵାମୀକୁ କରିଦିଏ ବରବାଦ, ଆପଣ ବି କରୁ ନାହାନ୍ତି ତ ଏଭଳି ଭୁଲ… ପ୍ରତ୍ୟକ ନାରୀ ନିଶ୍ଚୟ ଦେଖନ୍ତୁ

ନମସ୍କାର ବନ୍ଧୁଗଣ, ଘରକୁ ସଜାଡିବାରେ ଗୋଟିଏ ସ୍ତ୍ରୀର ହିଁ ହାତ ଥାଏ । ସଂସାରରେ ନାରୀମାନଙ୍କ ସ୍ଥାନ ସବୁଠୁ ଶ୍ରେଷ୍ଠ ହୋଇଥାଏ । କିନ୍ତୁ ଗୋଟିଏ ନାରୀ ଚାହିଲେ ଘରକୁ ଭାଙ୍ଗି ମଧ୍ୟ ଦେଇପାରେ । ଗୋଟିଏ ନାରୀର ଲକ୍ଷଣରୁ ହିଁ ଜଣ ପଡିଯାଏ ଯେ ସେ ଘର ପାଇଁ ଶୁଭ ବା ଅଶୁଭ । ତେଣୁ ଆସନ୍ତୁ ଆଜି ଜାଣିବା ସ୍ତ୍ରୀ ମାନଙ୍କର ସେହି ଲକ୍ଷଣ ଯାହା ସ୍ବାମୀଙ୍କୁ ବରବାଦ କରିଦେବ । ଯଦି ସ୍ତ୍ରୀଙ୍କର ଭଲ ଲକ୍ଷଣ ଥାଏ ତେବେ ସ୍ବାମୀଙ୍କୁ କୋଟିପତି ହେବାରେ କେହି ଅଟକାଇପାରିବେ ନାହିଁ ।

ଆଉ ଯଦି ସ୍ତ୍ରୀଙ୍କ ଲକ୍ଷଣ ଖରାପ ହୁଏ ତେବେ ବରବାଦ ହବାରୁ ମଧ୍ୟ କେହି ଅଟକାଇ ପାରିବେ ନାହିଁ । ମହିଳା ମାନଙ୍କର କର୍ମର ପ୍ରଭାବ ସିଧା ତାଙ୍କ ପରିବାର ଏବଂ ସ୍ବାମୀଙ୍କ ଉପରେ ପଡିଥାଏ । ପ୍ରଥମେ ଆସନ୍ତୁ ଜାଣିବା, ଯେଉଁ ଘରର ସ୍ତ୍ରୀ ଅଧିକ ସମୟ ପର୍ଯ୍ୟନ୍ତ ଶୋଇଥାନ୍ତି ସେହି ଘରେ ଲକ୍ଷ୍ମୀ କେବେ ବାସ କରନ୍ତି ନାହିଁ ।

ଏହାର ପ୍ରଭାବ ସ୍ବାମୀଙ୍କ କାମ ଉପରେ ପଡିଥାଏ । ଯେଉଁ ସ୍ତ୍ରୀ ଘରକୁ ସାଫା ସୁତୁରା କରେ ନାହିଁ ସେହି ଘରେ ଦରିଦ୍ରତା ବାସ କରେ । ଯେତେ ଟଙ୍କା କମେଇଲେ ମଧ୍ୟ ପଇସାର ନିଅଣ୍ଟ ସବୁବେଳେ ରହିବ । କେବେ ବି ନିଜ ଜୀବନରେ ଉପରକୁ ଉଠିପାରନ୍ତି ନହିଁ । ଚେଷ୍ଟା କରନ୍ତୁ ଏପରି ଭୁଲ ନ କରିବା ପାଇଁ । ଯଦି ଆପଣଙ୍କ ସ୍ତ୍ରୀ ବେଶି ଖାଦ୍ଯ ସେବନ କରୁଛନ୍ତି ଏବଂ ଅଇଁଠା ହାତରେ ଖାଦ୍ୟକୁ ସ୍ପର୍ଶ କରୁଛନ୍ତି ତେବେ ଆପଣଙ୍କ ଘରୁ ଲକ୍ଷ୍ମୀ ଚାଲିଯିବେ ।

ଏବଂ ଆପଣଙ୍କ ଘର ବରବାଦ ହୋଇ ଯିବ, ଘରେ ଧନର ଅଭାବ ଆରମ୍ଭ ହୋଇଯିବ । ତେଣୁ ଭୁଲରେ ବି ଅଇଁଠା ହାତରେ କିଛି ଛୁଇବେ ନାହି ବା ବେଶି ଖାଇବେ ନାହି । ଯାହାର ସ୍ତ୍ରୀ ସବୁବେଳେ କଟୁ କଥା କୁହେ ବା ଅନ୍ୟର ଖରାପ ଚିନ୍ତା କରେ ତା ଭାଗ୍ୟରେ ସବୁବେଳେ ଖରାପ ହିଁ ଲେଖାଥାଏ । ତେଣୁ ସବୁବେଳେ ଆପଣଙ୍କ ଘରେ ସମସ୍ୟା ଲାଗି ରୁହେ ।

ଆପଣଙ୍କ ସ୍ତ୍ରୀ ଯଦି କଳି ଝଗଡା କରୁଥିବ ଏବଂ ସବୁବେଳେ ଭାଷା ଖରାପ କରୁଥିବ ତେବେ ଆପଣଙ୍କ ଘରେ ସବୁବେଳେ ପଇସାର କମି ଲାଗିରହିବ । ଯଦି ଆପଣଙ୍କ ସ୍ତ୍ରୀ ନିଶା ଦ୍ରବ୍ଯ ସେବନ କରୁଥିବେ ତଥା ମଦ, ସିଗାରେଟ ଇତ୍ୟାଦି ତେବେ ଆପଣଙ୍କ ଘରେ ସବୁବେଳେ ଅଶାନ୍ତି ଲାଗି ରହିବା କଳହ ସୃଷ୍ଟି ହେବ ଏବଂ ଧନର ପ୍ରାପ୍ତି ମଧ୍ୟ କେବେ ହେବ ନାହିଁ ।

ସ୍ତ୍ରୀ ହେଉଛନ୍ତି ଘରର ଲକ୍ଷ୍ମୀ ଯଦି ସେ ହିଁ ଭୁଲ କାମ କରିବେ ତେବେ ଘରର ସତ୍ୟାନାଶ ସୁନିଶ୍ଚିନ୍ତ ହେବ । ସବୁବେଳେ ଚେଷ୍ଟା କରନ୍ତୁ ଘର ଲୋକଙ୍କୁ ଖୁସିରେ ରଖିବା ପାଇଁ କାହିଁକି ନା ମାତା ଲକ୍ଷ୍ମୀ ଶାନ୍ତି ଏବଂ ଖୁସି ରହୁଥିବ ଘରେ ହିଁ ବାସ କରିଥାନ୍ତି । ଗୋଟେ ସ୍ତ୍ରୀ ହିଁ ସ୍ଵାମୀର ଭାଗ୍ୟ ଭବିଷ୍ୟତ ତେଣୁ ଭୁଲରେ ବି କେବେ ଅସବୁ ଭୁଲ କରନ୍ତୁ ନାହିଁ । ଏବଂ ନିଜ ଘରକୁ ଲକ୍ଷ୍ମୀଙ୍କ ପରି ସଜାଡି ରଖନ୍ତୁ । ପୋଷ୍ଟ ଟି ଭଲ ଲାଗୁଥିଲେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *