ସୂର୍ଯ୍ୟ ପରାଗ 04 December ହାଣ୍ଡିଛାଡ଼ ସଠିକ ସମୟ , 5 ଟି ରାଶି କୋଟିପତି

ଚଳିତ ବର୍ଷ ନଭେମ୍ବର ୧୯ରେ ଚନ୍ଦ୍ରଗ୍ରହଣ ହୋଇଥିଲା । ବର୍ଷର ଶେଷ ସୂର୍ଯ୍ୟପରାଗ ଡିସେମ୍ବର ୪ରେ ଲାଗିବାକୁ ଯାଉଛି । ଡିସେମ୍ବର ୫ରେ ମଙ୍ଗଳ ଗ୍ରହ ନିଜର ସ୍ଥିତି ବଦଳାଇବେ । ଏହି ସୂର୍ଯ୍ୟପରାଗ ସମୟରେ କିଛି ରାଶି ମାନଙ୍କର ଭାଗ୍ୟ ବଦଳିବାକୁ ଯାଉଛି । ଜ୍ଯୋତିଷ ଶାସ୍ତ୍ର ଅନୁସାରେ କିଛି ରାଶି ମାନଙ୍କର ଏହି ସୂର୍ଯ୍ୟପରାଗ ଯୋଗୁ ଖରାପ ପ୍ରଭାବ ପଡିବାକୁ ଯାଉଛି । ଏହି ସମୟରେ କେଉଁ କାର୍ଯ୍ୟ କରିବା ଉଚିତ ଓ ଅନୁଚିତ ସେହି ବିଷୟରେ ଆମେ କହିବାକୁ ଯାଉଛୁ ।

ପରାଗ ସମୟରେ କିଛି ସାବଧାନତା ଅବଲମ୍ବନ କରିବାକୁ ପଡିବ । ପରାଗ ଶେଷ ହେବା ପରେ ସ୍ନାନ କରି ପୂଜା କରିବା ଉଚିତ । ପରାଗ ସମୟରେ ଥିବା ଭୋଜନ ଗ୍ରହଣ କରିବା ଅନୁଚିତ । ପରାଗ ଲାଗିବା ପୂର୍ବରୁ ଖାଦ୍ୟରେ ତୁଳସୀ ପାତ୍ର ପକାଇ ରଖନ୍ତୁ । ଡିସେମ୍ବର ୪ ସକାଳ ୧୦ଟା ବାଜି ୫୯ମିନିଟରେ ସୂର୍ଯ୍ୟପରାଗ ଆରମ୍ଭ ହେବ ଓ ଦିନ ୩ଟା ବାଜି ୭ମିନିଟରେ ଛାଡିବ । ଏହି ସ୍ମାୟରେ ଶୋଇବା ଅନୁଚିତ । ଗର୍ଭବତୀ ମହିଳା ମାନେ ଭଗବାନଙ୍କ ନାମ ଜପ କରିବା ସହ ଗୋଟିଏ ଜାଗାରେ ବସିବା ଉଚିତ । ଏହି ସମୟରେ ଶୁଭ କାର୍ଯ୍ୟ କରିବା ଅନୁଚିତ ।

ବୃଦ୍ଧ ଓ ଛୋଟ ପିଲାଙ୍କୁ ଛାଡି ଦେଲେ ଅନ୍ୟ ମାନେ ଭୋଜନ କରିବା ଅନୁଚିତ । ତେବେ ଆସନ୍ତୁ ଜାଣିବା କେଉଁ ରାଶିର ଭାଗ୍ୟ ଚମକିବାକୁ ଯାଉଛି । ମିଥୁନ ରାଶି : ଏହି ରାଶିର ଲୋକ ମାନଙ୍କର ଜମି ସମ୍ଭଧିତ ସମସ୍ଯା ଦୂର ହେବ । ଆପଣଙ୍କୁ ଅଚାନକ ଧନ ଲାଭ ହେବ । ପରିବାରରେ ଖୁଶିର ସମୟ ରହିବ । ଆପଣ ନୂଆ ଚାକିରି ପାଇବେ ।

 

କର୍କଟ ରାଶି : ଏହି ସୂର୍ଯ୍ୟପରାଗ ଆପଣଙ୍କ ପାଇଁ ଶୁଭ ରହିବ । ଆପଣଙ୍କର ଶୁଭ କାର୍ଯ୍ୟ ଆରମ୍ଭ ହୋଇଅପରେ । ପୁରୁଣା ମିତ୍ରଙ୍କ ସହ ଭେଟ ହୋଇପାରେ । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଭଲ ବୁଝାମଣା ରହିବ । ବୈବାହିକ ଜୀବନ ସୁଖମୟ ରହିବ ।

କନ୍ୟା ରାଶି : ଆପଣଙ୍କର ଆର୍ଥିକ ସ୍ଥିତି ରେ ସୁଧାର ଆସିବ । ଜୀବନରେ ସଫଳତାର ନୂଆ ମାର୍ଗ ଖୋଲିବ । ଆପଣ ଧନରେ ମାଲାମାଲ ହେବାକୁ ଯାଉଛନ୍ତି । ପ୍ରେମ ଜୀବନରେ ମଧୁରତା ଆସିବ ।

କୁମ୍ଭ ରାଶି : ଆପଣଙ୍କର ଶୁଭ ସମୟର ଆଗମନ ହେବାକୁ ଯାଉଛି । ଆପଣ ସଫଳତା ନିମନ୍ତେ ଆଶା ରଖିଥିଲେ ସଫଳ ହେବେ । ବେପାରୀ ମାନେ ବେପାରରେ ଦୁଇ ଗୁଣା ଲାଭ ପାଇବେ । ସାମାଜରେ ଆପଣଙ୍କର ମାନ ସମାନ ପ୍ରତିଷ୍ଠା ହେବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ମାର୍ଗ ଦର୍ଶନ କରିବେ ।

ତୁଳା ରାଶି : ଏହି ରାଶିର ଲୋକ ମାନଙ୍କର ସମୟ ଅନୁକୂଳ ରହିବ । ଆପଣଙ୍କୁ ଭାଗ୍ୟର ସାଥ ମିଳିବ । ଆପଣ ଭାଗ୍ୟ ବଳରେ ସଫଳ ହେବେ । ଆପଣ ନୂଆ କାମ ଆରମ୍ଭ କରିଲେ ଉନ୍ନତି ପ୍ରାପ୍ତ କରିବେ । ଆପଣଙ୍କ ଜୀବନରେ ଧନର ଅଭାବ ରହିବ ନାହି । ଜୀବନରେ ସୁଖ ଶାନ୍ତି ପ୍ରତିଷ୍ଠା ହେବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *