ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ସ୍ୱାସ୍ଥ୍ୟ ଟିପ୍ସ ବିଷୟରେ କିଛି ଜରୁରୀ ସୂଚନା ଦେବାକୁ ଯାଉଛୁ । ଆପଣ ମାନେ ଜାଣିଥିବେ ପ୍ରତେକ ମହିଳା ନିଜ ଜୀବନରେ ମା ହେବ ପାଇଁ କେତେ ବ୍ଯାକୁଳ ଓ ଆସା ରଖିଥାନ୍ତି । ଚିନ୍ତା ରେ ମଧ୍ୟ କିଛି ମହିଳା ରହିଥାନ୍ତି କାରଣ ସେମାନେ ଏତେ ଚେଷ୍ଟା ପରେ ବି ଗର୍ଭ ଧାରଣ କରିପାରି ନାହାନ୍ତି । ଆଜି ଆମେ ଆପଣଙ୍କୁ ସେହି ବାବଦରେ କିଛି ଟିପ୍ପଣୀ ବା ତଥ୍ୟ ଦେବାକୁ ଯାଉଛୁ । ଏମିତି କଣ କରିଲେ ଗର୍ଭ ଧାରଣ କରିବା ସମ୍ଭବ ହୋଇଥାଏ ଆସନ୍ତୁ ଜାଣିବା ସମ୍ପୂର୍ଣ ବିବରଣୀ ।
ବିବାହ ହେଉଛି ପବିତ୍ର ବନ୍ଧନ ଯାହା ଦୁନିଆର ନିୟମ । ସଂସାରକୁ ଆଗକୁ ନେବା ପାଇଁ ଏହା ପୁରାତନ ଯୁଗରୁ ଚାଲି ଆସୁଛି । ବିବାହ ପରେ ସନ୍ତାନ ଜନ୍ମ ହେବା ସ୍ବାମୀ ସ୍ତ୍ରୀମଙ୍କର ବହୁତ ବଡ ଅଭିଳାଷ ରହିଥାଏ । ବାପା ମା ହେବା ପ୍ରତେକ ଦମ୍ପତିଙ୍କର ସ୍ଵପ୍ନ ରହିଥାଏ । ତେବେ ଆପଣ ମାନେ ଦେଖିଥିବେ ବିବାହ ପରେ କିଛି ମହିଳା ଗର୍ଭ ଧାରଣ କରିଥାନ୍ତି ତ ଆଉ କିଛି କରିପାରନ୍ତି ନାହି ।
ଏହା କେବଳ ନାରିଙ୍କର ଦୋଷ ତାହା ନୁହେଁ ବରଂ କିଛି ଲୋକ ଏମିତି ରହିଥାନ୍ତି ଯେଉଁ ମାନେ ବିବାହ ପରେ ସଙ୍ଗେ ସଙ୍ଗେ ସନ୍ତାନ ଇଚ୍ଛା ରଖନ୍ତି ନାହି । ଆଉ କିଛି ଏମିତି ଲୋକ ଅଛନ୍ତି ଯେଉଁ ମାନେ ଇଚ୍ଛା କରିଥାନ୍ତି ସନ୍ତାନ ପାଇଁ ସମୟ ନ ଲାଗୁ । ଏକ ଗବେଷଣାରୁ ଜଣା ପଡିଛି ହାରାହାରି ୭୮ ଥର ଶାରୀରିକ ସମ୍ପର୍କ ରଖିବା ପରେ ଜଣେ ମହିଳା ଗର୍ଭ ଧାରଣ କରିପାରିବେ ।
ସାଧାରଣ ଭାବେ ଦମ୍ପତି ୧୮୫ ଦିନ ସହବାସ କରିବା ପରେ ମା ବାପା ହେବାର ଉପଲବ୍ଧି ହାସଲ କରିଥାନ୍ତି । ଆଉ କିଛି ଆକଳନ ଅନୁଯାୟୀ ମାସ ମଧ୍ୟରେ ୧୩ ଥର ଉଭୟ ସ୍ଵାମୀ ସ୍ତ୍ରୀ ସମ୍ପର୍କ ରଖିଲେ ସ୍ତ୍ରୀ ଗର୍ଭବତୀ ହୋଇଥାଏ । ଆଉ କିଛି ନାରୀ ସ୍ଵୀକାର କରିଛନ୍ତି କି ସେମାନେ ଯେତେ ଦିନ ସମ୍ପର୍କ ରଖିଲେ ବି ଗର୍ଭବତୀ ହୋଇ ପାରନ୍ତି ନାହି ।
ଏହାର ମୁଖ୍ୟ କାରଣ ହେଉଛି ମାନସିକ ଚାପ । ଗର୍ଭ ଧାରଣ ପାଇଁ ମାନସିକ ଶାନ୍ତି ନିହାତି ଆବଶ୍ୟକ ଅଟେ । ଅନ୍ୟ କିଛି କ୍ଷେତ୍ର ରେ ଦେଖା ଯାଉଛି ସାଧାରଣ ଭଳି ସମ୍ପର୍କ ରଖିବା ପରେ ସ୍ତ୍ରୀ ଗର୍ଭବତୀ ହୋଇ ପାରିଛନ୍ତି । ତେବେ ଆପଣ ମାନେ ଜାଣି ପାରୁଥିବେ କେତେ ଥର ଶାରୀରିକ ସମ୍ପର୍କ ରଖିବା ପରେ ମହିଳା ମାନେ ଗର୍ଭବତୀ ହୋଇ ପାରିବେ ।
ଏହା ସହ ସମ୍ପର୍କ ରଖିବା ସମୟରେ ଉଭୟ ଦମ୍ପତି ଖୁସି ରେ ରହିବା ଉଚିତ । ଏପରି ହେଲେ ଗର୍ଭ ଧାରଣ ବହୁତ ଜଲ୍ଦି ହୋଇଥାଏ । ଯଦି ଅଧିକ ମାନସିକ ଚାପ ରେ ରହି ସ୍ଵାମୀ ସ୍ତ୍ରୀ ସମ୍ପର୍କ ରଖନ୍ତି ତେବେ ସେଥିରୁ କିଛି ବି ଲାଭ ମିଳିପାରେ ନାହି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।