ବନ୍ଧୁଗଣ ଆଜିର ସମୟରେ ଅଭିଭାବକ ମାନେ ପୁତ୍ର ସନ୍ତାନ ପ୍ରାପ୍ତି ନିମନ୍ତେ ଇଚ୍ଛା ରଖିଥାନ୍ତି । କିନ୍ତୁ ପୁଅ ହେଉ ବା ଝିଅ ହେଉ ତାହା କାହା ହାତରେ ନ ଥାଏ । ଏହା ଜାଣି ମଧ୍ୟ ପ୍ରାୟତ ପିତା ମାତା ପୁଅ ପାଇବା ପାଇଁ ଅନେକ ପ୍ରକାରର ପୂଜା ପାଠ, ତନ୍ତ୍ର ମନ୍ତ୍ର ବା ଭିନ୍ନ ଭିନ୍ନ ଉପାୟ ମଧ୍ୟ ଅବଲମ୍ବନ କରିଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଶାସ୍ତ୍ର ଅନୁଯାୟୀ କେଉଁ ଉପାୟ କରିବା ଦ୍ଵାରା ଯଦି ଆପଣଙ୍କର ବାରମ୍ବାର ଝିଅ ସନ୍ତାନ ଜାତ ହେଉଥାଏ ତେବେ ନିଶ୍ଚିନ୍ତ ରୂପେ ପୁତ୍ର ସନ୍ତାନ ଜନ୍ମ ହେବାର ସମ୍ଭାବନା ରହିଥାଏ ।
ଆମ ହିନ୍ଦୁ ଧର୍ମ ରେ ଅନେକ ପ୍ରକାରର ଶାସ୍ତ୍ରର ରହିଛି । ଏହି ସବୁ ଶାସ୍ତ୍ରରେ ସୁବିଧା ଓ ଅସୁବିଧାର ଉପାୟମାନ ବିଷୟରେ ବର୍ଣ୍ଣନା କରାଯାଇଛି । ତେବେ ଏହି ସବୁ ଉପାୟ ମାନର ପ୍ରୟୋଗ କରିବା ଦ୍ଵାରା ଅର୍ଭବତୀ ମହିଳା ମାନଙ୍କ କ୍ଷେତ୍ର ରେ ନିଶ୍ଚୟ ପୁତ୍ର ସନ୍ତାନ ଜାତ ହୋଇଥାଏ । ଏହା ସହ ଉପାୟ ପ୍ରୟୋଗ କରିବା ସମୟରେ କିଛି କଥା ପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ । ତେବେ ଉପାୟ ଟି ହେଉଛି ୭ ଗୋଟି ଶିବଲିଙ୍ଗି ମଞ୍ଜି ସହ ମୟୁର ପୁଚ୍ଛ ରୁ ଚନ୍ଦ୍ରିକା କୁ କାଟି ସଂଗ୍ରହ କରନ୍ତୁ । ଏହାକୁ ଭଲ ଭାବରେ ଶୀଳ ରେ ବାଟି ଦିଅନ୍ତୁ ।
ଏହି ଔଷଧ କୁ ପ୍ରତି ଦିନ ଖାଲି ପେଟରେ ସକଳ ସମୟରେ ଅଣ୍ଡିରା ବାଛୁରି ଗାଈ ଥିବା କ୍ଷୀର ସହ ଏକ ଏକ ମାତ୍ରା ରେ ଋତୁସ୍ରାବ ସମୟରେ ଚତୁର୍ଥ ଦିନ ପରେ ୭ ଦିନ ଯାଏଁ ଖାଆନ୍ତୁ । ଏହିପରି ଆଗାମୀ ମାସରେ ମାସିକ ଧର୍ମର ଚତୁର୍ଥ ଦିନ ପରେ ୭ ଦିନ ଯାଏଁ ପୁନଶ୍ଚ ଖାଆନ୍ତୁ । ଏହି ଉପାୟ ଟି ଆପଣ ଲଗାତାର ୩ ମାସ ଯାଏଁ କରିବାକୁ ହେବ ।
ମନେ ରଖିବେ ଏହି ଔଷଧ ସେବନ କରିବାର ୩ ଘଣ୍ଟା ଯାଏଁ କୌଣସି ଖାଦ୍ୟ ଖାଆନ୍ତୁ ଅନହି । ଏହା ମଧ୍ୟ ଧ୍ୟାନ ରଖିବେ ଏହି ଔଷଧର ୩ ମସା ଯାଏଁ ପ୍ରୟୋଗ ଚାଲିଥିବା ବେଳେ ଅତି ଖଟା, ପିତା, କ୍ଷାରଯୁକ୍ତ, ଗରମ ଖାଦ୍ୟ ଗ୍ରହଣ କରନ୍ତୁ ନାହି ।
ଆଉ ଏକ କଥା ହେଉଛି ମହିଳା ଋତୁମତୀ ହେବାର ଚତୁର୍ଥ ଦିନ, ଷଷ୍ଠ, ଦିନ, ଅଷ୍ଟମ ଦିନ, ଦଶମ ଦିନ, ଦ୍ଵାଦଶ ଦିନରେ ଯଦି ସେମାନଙ୍କର ଗର୍ଭ ରହିଥାଏ ତେବେ ନିଶ୍ଚିନ୍ତ ଭାବେ ପୁତ୍ର ସନ୍ତାନ ଜାତ ହୋଇଥାଏ । ତେବେ ଏହି ଶଜା ଓ ଶ୍ରଳ ଉପାୟ ଟି ଆମ ହିନ୍ଦୁ ଶାସ୍ତ୍ର ରୁ ସଂଗ୍ରହ କରା ଯାଇଛି ।
ଯଦି ଆପଣଙ୍କର ମଧ୍ୟ ପୁତ୍ର ସନ୍ତାନ ପ୍ରାପ୍ତି ନିମନ୍ତେ ଇଚ୍ଛା ବା ଅଭିଳାଶା ରହିଛି ତେବେ ନିଶ୍ଚୟ ଥରେ ଏହି ଉପାୟ ର ପ୍ରୟୋଗ କରି ଦେଖନ୍ତୁ ଯାହା ଆମ ଶାସ୍ତ୍ର ରେ ବର୍ଣ୍ଣିତ ରହିଛି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ହେଲଥ ଟିପ୍ସ ଟି ଭଲ ଲାଗିଥିଲେ ସାଙ୍ଗ ସାଥି ମାନଙ୍କ ସହ ସେର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।