ସମ୍ପର୍କ ଅନନେକ ପ୍ରକାର ଅଛି ଆମ ଦୁନିଆରେ ଆମେ ଯଦି ଜାଣିଛେ କି ଆମ ଦୁନିଆରେ ଏହାର ମୂଲ୍ୟ କିଛି ଅଧିକା ଅଛି ତେବେ ଆମେ ଏହାକୁ ସମଭାଲଲିବା ପାଇଁ ଚେଷ୍ଟା କରି ଥାଉ କିନ୍ତୁ ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଏହା ଆମ ପାଇଁ ଖୁବ ଭଲ ଓ ଧର୍ମ ର କମ ହୂୟ ଥାଏ କାହା ସହ ସମ୍ପର୍କ ଖରାପ କରିବା ପାଇଁ ଆମେ କେବେହେଲେ ଚେଷ୍ଟା କରି ନଥାଉ କିନ୍ତୁ ଅନେକ ସମୟରେ କିଛି ଏହି ଭଳି ଘଟଣା ମାନ ହୋଇ ଥାଏ ଯାହା ଦ୍ଵାରା ଆମେ ବାଧ୍ୟ ହୋଇ ଥାଉ ସମ୍ପର୍କ କୁ ଖରାପ କରିବା ପାଇଁ ।
ଆପଣ ମାନେ ଜାଣି ଥିବେ କି ଆମେ ବେଳେ ବେଳେ ନିଜ ପାଇଁ ନିଜ ଲୋକଙ୍କ ପାଇଁ ଏହାକୁ ଖରାପ କରି ଦେଇ ଥାଉ । ଆମେ ଜାଣିଛେ କି କ୍କିହହୀ ଏହି ଭଳି ବ୍ୟକ୍ତି ମାନେ ମଧ୍ୟ ଅଛନ୍ତି ଯେଉଁ ମାନେ ଏହାକୁ ବହୁତ ମାନି ଥାନ୍ତି ଓ କେବେ ହେଲେ ସମ୍ପର୍କ କୁ ଭାଙ୍ଗିବ୍ବା ପାଇଁ ଦେଇ ନଥାନ୍ତି । ଏହି ଭଳି କିଛି ମହିଳା ମାନେ ମଧ୍ୟ ନିଜ ସ୍ଵାମୀ ସହ ନିଜ ସମ୍ପର୍କ କୁ ଭାଙ୍ଗିବା ପାଇଁ ଦେଇ ନଥାନ୍ତି ସେମାନେ ଯାହା ଇଚ୍ଛା ସେୟା କରି ପାରନ୍ତିଇ କିନ୍ତୁ କେବେହେଲେ ଏହାକୁ ଭାଙ୍ଗିବା କୁ ଦେଇ ନଥାନ୍ତି କିଛି ଏହି ଭଳି ମହିଳା ମାନେ ମଧ୍ୟ ଅଛନ୍ତି ଯେଉଁ ମାନେ ସ୍ଵାମୀ ଙ୍କ ପାଇଁ ଜୀବନ ମଧ୍ୟ ଦେଇ ପାରନ୍ତି ।
ଆଜି ଆମେ କହିବା ପାଇଁ ଯାଉଥିବା ମହିଳା ମାନଙ୍କ ନାମ ଏହି 3 ଅକ୍ଷର ଜଦି ଆପଣଙ୍କ ପାଖେ ଅଛି ମାନେ ଆପଣଙ୍କ ଶୁଭନାମ ଏହି ଅକ୍ଷର ରୁ ଆରମ୍ଭ ହୋଇ ଥାଏ ତେବେ ଆପଣ ନିଶ୍ଚିତ ଭାବେ ଏହାକୁ ଜାଣି ନିଅନ୍ତୁ ପ୍ରଥମ ଅକ୍ଷର ହେଉଛି “A” । ଏହି ନାମର ଅକ୍ଷର ର ମହିଳା ମାନେ ସବୁ ବେଳେ ସ୍ଵାମୀ ଙ୍କ କଥା ମାନି ଥାନ୍ତି ସୁଖ କିମ୍ବା ଦୁଃଖ ସବୁ ବେଳେ ନିଜ ସ୍ଵାମୀ ସହ ରହି ଥାନ୍ତି ଏହି ନାମର ମହିଳା ମାନେ । ଏମାନେ କେବେହେଲେ ଏମାନଙ୍କୁ ଧୋକା ଦେଇ ନଥାନ୍ତି ।
ଏହା ପରେ ନାମ ଆସେ “D” ଏମାନେ ସବୁ ବେଳେ ନିଜ ଦାଇତ୍ଵ କୁ ଭଲ ଭାବେ କରି ଥାନ୍ତି ଓ ସବୁ ବେଳେ ସ୍ଵାମୀ ଖୁଶି ରେ ସେମାନେ କାମ କରି ଥାନ୍ତି । ଏହା ପରେ ନାମ ଆସେ “R” ନାମର ମହିଳା ମାନେ ଏମାନେ ସବୁ ବେଳେ ନିଜ ସ୍ଵାମୀ ଙ୍କ ସହ ରହିବା ପାଇଁ ଭଲ ପାଇ ଥାନ୍ତି କିନ୍ତୁ ଏମାନେ ନିଜ ସାସୁ ଶଶୁର ଙ୍କ ଧ୍ୟାନ ମଧ୍ୟ ରଖୀ ଥାନ୍ତି । ତେବେ ଆପଣଙ୍କ ନାମ ଅଜାଡି ଏହି ଅକ୍ଷର ରେ ଆରମ୍ଭ ହେଉ ଥାଏ ତେବେ ଆପଣଙ୍କ ସ୍ଵାମୀ ଭାଗ୍ଯବାନ ଅଟନ୍ତି । କି ଆପଣଙ୍କ ଭଳି ଏତେ ଭଲ ପାଊ ଥିବା ସ୍ତ୍ରୀ ପାଇ ଛନ୍ତି ।