ନମସ୍କାର ବନ୍ଧୁଗଣ, କିଛି ନାରୀ ଅଛନ୍ତି ଯେଉନମାନଙ୍କୁ ସ୍ଵାମୀ ଯେତେ ସୁଖରେ ରଖିଲେ ବି ସେମାନେ ଅଶାନ୍ତିକ ହୁଅନ୍ତି । ଏବଂ ପର ସ୍ଵାମୀର ପ୍ରଶଂସା କରନ୍ତି । ଏଭଳି ଅସୁନ୍ତୁଷ୍ଟ ସ୍ତ୍ରୀମାନେ ପର ଜନ୍ମରେ ବହୁତ ଦଣ୍ଡ ପାନ୍ତି । ତେବେ ଆଜି ଆମେ ଜଣାଇବୁ ଏହା ବିଷୟରେ ଆସନ୍ତୁ ଜାଣିବା କଣ ରହିଛି ସେହି ସବୁ ଦଣ୍ଡ ।
ଯେଉଁ ନାରୀ ମାନଙ୍କର ସ୍ଵାମୀ ତାଙ୍କ ପ୍ରଶଂସା ସବୁବେଳେ କରନ୍ତି ବହୁତ ଭଲପାନ୍ତି ଏବଂ ସମ୍ମାନ ଦିଅନ୍ତି କିନ୍ତୁ ତାଙ୍କ ସ୍ତ୍ରୀ ତାଙ୍କୁ କେବେ ଏସବୁର ଶ୍ରେୟ ଦିଅନ୍ତି ନହିଁ ଓ ଅନ୍ୟ ଆଗରେ ସ୍ଵାମୀର ନିନ୍ଦା କରନ୍ତି । ଅନ୍ୟ ପୁରୁଷ ର ପ୍ରଶଂସା କରିବାକୁ ଯାଇ ନିଜ ସ୍ଵାମୀର ଇଜ୍ଜତ କୁ ତଳେ ପକାନ୍ତି ସେମାନେ ଯଦିଓ ଏ ଜନ୍ମ ରେ ସୁଖ ପାନ୍ତି କିନ୍ତୁ ସାତ ଜନ୍ମ ପର୍ଯ୍ୟନ୍ତ ଦୁଖ ପାନ୍ତି ।
ଏବଂ ମରିଗଲା ପରେ ଏମାନେ ଔ ମଣିଷ ଜନ୍ମ ପାଅନ୍ତି ନାହିଁ । ସେମାନେ ପ୍ରେତ ଜନ୍ମ ପାଇବେ ଏବଂ ଅଶରୀରୀ ଆତ୍ମା ହୋଇ ଅନେକ ଦିନ ପର୍ଯ୍ୟନ୍ତ ଏ ସଂସାର ରେ ଏମିତି ଘୁରି ବୁଲିବେ । ଆଶାନ୍ତି ଫଳରେ ସେମାନେ ଖାଇବାକୁ ପାଇବେ ନାହିଁ । ବହୁତ କଷ୍ଟ ପାଇବେ । ଏହାପରେ ଯମ ଲୋକ ଯାଇ ନର୍କ ଭୋଗ କରି କିଛି ପୂଣ୍ୟ ବା ସନ୍ଥଙ୍କ ସେବା କରିବା ପରେ ବୈକୁଣ୍ଠ ପ୍ରାପ୍ତି ହେବ ।
ସାମାନ୍ୟ ପାଟିରୁ ଖରାପ କଥା ସ୍ବାମୀ ବା ଦେବତା ଙ୍କ ପାଇଁ ବାହରିଲେ ଏହି ଦଣ୍ଡ ପାଇବେ ନିଶ୍ଚିନ୍ତ ଏବଂ ଏହା ଗରୁଡ ପୁରାଣରେ ଉଲ୍ଲେଖ ରହିଛି । ଏବଂ ଯେଉଁ ପୁରୁଷ ନିଜ ନାରୀର ନିନ୍ଦା କରେ ସବୁ ପ୍ରକାର ସୁବିଧା ପାଇବା ପରେ ମଧ୍ୟ ନିଜ ସ୍ତ୍ରୀକୁ ସମ୍ମାନ ଦିଏ ନାହିଁ ସେହି ପୁରୁଷ ଏହି ଜନ୍ମରେ ହିଁ ଅନେକ କଷ୍ଟ ପାଏ । ଯେତେ ରୋଜଗାର କାଲେ ମଧ୍ୟ ଆପଣଙ୍କୁ ସବୁବେଳେ ନିଅଣ୍ଟ ହିଁ ହେବ ।
ଘରେ ଅର୍ଥ ଅଭାବ ସବୁବେଳେ ଲାଗି ରହିବ । ଶରୀର ସବୁବେଳେ ପୀଡା ଗ୍ରସ୍ତ ଓ ନ୍ରୋଗ ଗ୍ରସ୍ତ ହେବ । ଏବଂ ବୀନା କାରଣରେ ଅନେକ ଜାଗାରେ ନାରିଙ୍କ ଠାରୁ ନିନ୍ଦାର ପାତ୍ର ହେବେ । କୌଣସି ନାରୀ ବି ଆପଣଙ୍କୁ ସମ୍ମାନ ଜୀବନ ଥିବା ପର୍ଯ୍ୟନ୍ତ ସମ୍ମାନ ଦେବେ ନାହିଁ । ତେଣୁ ସବୁବେଳେ ସ୍ଵାମୀ ସ୍ତ୍ରୀ ଉଭୟ ଚେଷ୍ଟା କାରନ୍ତୁ ପରସ୍ପରକୁ ଖୁସି ରଖିବା ପାଇଁ ।
ପରସ୍ପର ପ୍ରତି ମନରେ ସମ୍ମାନ ଭାବନା ରଖନ୍ତୁ ଓ ଦିଅନ୍ତୁ ଏହାଦ୍ବାରା ଆପଣ ଖୁସିରେ ରହିବେ । ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥିଲେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ । ଏବଂ ଆମ ସହ ଯୋଡି ହୋଇ ରହିବା ପାଇଁ କମେନ୍ଟ ମଧ୍ୟ କରନ୍ତୁ । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ । ଧନ୍ୟବାଦ ।