ସ୍ଵାମୀ ସ୍ତ୍ରୀ ଏହି ଦିନ ସହବାସ କଲେ ହୋଇଥାଏ କେବଳ ଝିଅ ! Garuda Purana

ଆପଣ ମାନେ ଜାଣି ଥିବେ ଅକାଳ ମୃତ୍ୟୁ ଆମକୁ କେତେ କଷ୍ଟ ଦେଇ ଥାଏ । କିଛି ଅଧୁରା ଆସା ରହି ଯାଇ ଥାଏ । ଆଜି ଆମେ ଅକ୍ଷୀବ ଆକି କେଉଁ ଭଳି ସଂକେତ ମିଳିଥାଏ ଆପଣ କଣ କଣ କର୍ମ ଦ୍ଵାରା ଜାଣି ପାରିବେ କି ଆପଣଙ୍କ ଅକାଳ ମୃତ୍ୟୁ ହେବା ସହ ଆପଣ ଏକ ପଶୁ ଯୋନିରେ ଜନ୍ମ ହୋଇ ରହିବେ । ତେବେ ଆସନ୍ତୁ ଜାଣିବା ଏହା । ଆପଣ ଯଦି ଅନ୍ୟ ମହିଳା ମାନଙ୍କ ସହ ସମ୍ପର୍କ ରଖୁଛନ୍ତି ତେବେ ଆପଣ ଏହା ମଧ୍ୟ ମନେ ରଖନ୍ତୁ କି ଆପଣଙ୍କ ସ୍ତ୍ରୀ ମଧ୍ୟ କାହା ଅସହ ଏହି ଭଳି ସମ୍ପର୍କ କରି ପାରିବ ।

ଯଦି ଆପଣ ଏହି ଭଳି କିଛି କଳଙ୍କିତ ନାରୀ ମାନଙ୍କ ସହ ଜୀବନ ବିତାଇବା ଚାହୁଁ ନାହାଁନ୍ତି ତେବେ ଆଗ ନିଜକୁ ସୁଧାର କରନ୍ତୁ । ଯେଉଁ ନାରୀ ମାନେ ଋତୁ ମାଟି ହେବା ପରେ ମଧ୍ୟ ସମ୍ପର୍କ ସ୍ଥାପନା କରି ଥାନ୍ତି ସେମାନେ ପଛରେ ଅନେକ କଷ୍ଟ ପାଇ ଥାନ୍ତି । ଯେଉଁ ପୁରୁଷ ମାନେ ନିଜର କର୍ମ ଉପରେ ଆଦିକ ଅଧ୍ୟାନ ଦିଅନ୍ତି ।

ତେବେ ଏହା ତାଙ୍କ ପାଇଁ ଭଲ ହୋଇ ଥାଏ ଏହି ଭଳି ପୁରୁଷ ମାନେ ଆଗକୁ ଯାଇକି ଅନେକ ପ୍ରକାର ଲାଭ ପାଇଁ ଥାନ୍ତି । ଯେଉଁ ନାରୀ ମାନେ ନିଜ ସ୍ଵାମୀ କୁ ଛାଡିକି ସବୁ ବେଳେ ଅନ୍ୟ ପୁରୁଷ ଆଡକୁ ଅଧିକା ଆକର୍ଷିତ ହୋଇ ଥାନ୍ତି ସେମାନେ ଅକାଳ ମୃତ୍ୟୁ ପାଇବା ଅସହ ଆର ଜନ୍ମ ରେ ଏକ କୀଟ ହୋଇ ଜନ୍ମ ହୋଇ ଥାନ୍ତି ଯେଉଁ ମାନେ ଅନ୍ୟ ଉପରେ ନିର୍ଭର କରିଥାନ୍ତି ବଞ୍ଚିବା ପାଇ ।

ଏହା ପରେ ଯଦି ଆପଣ ମାନେ ଯଦି ଏକ ସୁଶଙ୍ଖଳା ମହିଳା ନୁହନ୍ତି ସବୁ ବେଳେ ଅନ୍ୟ ମାନଙ୍କ ପିଲା ମାନଙ୍କୁ ନିଜ ପିଲା ମାନଙ୍କ ପାଇଁ ହଇରାଣ କରୁଛନ୍ତି ତେବେ ଏହା ମଧ୍ୟ ଭଲ ହୋଇ ନଥାଏ । ଆପଣ ଏହା ପରେ ନିଶ୍ଚିତ ଭାବେ ଏବେ ଖରାପ ପରିଣାମ ପାଇବେ ।

ଆପଣ ଯଦି ମରିଭି ଯାନ୍ତି ପରେ କୁକୁର ଜନ୍ମ ନେଇ ସବୁ ବେଳେ ଭୁକିବାର କାମ କରିବେ । ଯେଉଁ ନାରୀମାନେ ଓ ପୁରୁଷମାନେ ନିଜ ଘର ପରିବାର ଚିନ୍ତା ନକରିକି ସବୁ ବେଳେ ନିଜ ଦୁନିଆରେ ରହିବାକୁ ଭଲ ପାଇ ଥାନ୍ତି ସେମାନେ ନିଶ୍ଚିତ ଭାବେ ଖରାପ ପରିଣାମ ପାଇ ଥାନ୍ତି ।

ବିବାହିତା ନାରୀ ଓ ଗର୍ଭ ଧାରଣ କରି ସାରି ଥିବା ନାରୀ କିମ୍ବା ବୟସ୍କ ନାରୀ ମାନଙ୍କୁ ଯଦି ଆପଣ ଖରାପ ନଜର ରେ ଦେଖୁଆଛନ୍ତି ତେବେ ଆପଣ ଏହା ପାଇଁ ଅନେକ କଷ୍ଟ ପାଇ ଅକାଳ ମୃତ୍ୟୁ କୁ ପାଇବେ । ଯଦି କେଉଁ ପୁରୁଷ ନିଜ ପିଲା ମାନଙ୍କୁ ଆକାରଣରେ ମାରି ଥାନ୍ତି ସେମାନଙ୍କ ଭାଗ୍ୟ ବୁଡି ଯାଇ ଥାଏ ।

ସେମାନଙ୍କ ସନ୍ତାନ ମାନେ ମଧ୍ୟ ତାଙ୍କୁ ପଚାରି ନଥାନ୍ତି । ଯେଉଁ ପୂରୁଷମାନେ କନ୍ୟା ଦେଖିକି ମଧୁର କଥା କହି ସେମାନଙ୍କ ପାଖରେ ରହିବା ପାଇଁ ଚେଷ୍ଟା କରିଥାନ୍ତି ସେମାନେ ଖୁବ ଖରାପ ପରିଣାମ ପାଇ ଥାନ୍ତି ମୃତ୍ୟୁ ପରେ ସେମାନେ ତୃତୀୟ ଲିଙ୍ଗୀ ହୋଇ ଜନ୍ମ ହୋଇ ଥାନ୍ତି ।

Leave a Reply

Your email address will not be published. Required fields are marked *