ସ୍ଵାମୀ ସ୍ତ୍ରୀ ଏହା କଲେ କେବଳ ପୁଅ ଜନ୍ମ ହୋଇଥାଏ- Ajira Auchinta

ଆମ ସମାଜରେ ଅନେକ ପ୍ରକାର ଖରାପ ପ୍ରଭାବ ଓ ଭଲ ପ୍ରଭାବ ଆମ ଜୀବନରେ ପଡିଥାଏ । କାରଣ ହେଉଛି କି ଆମେ ଏହି ସମାଜ ଗଠନ କରୁଛେ । ଏଥିରେ ଯାହାବି ହେବ ଆମେ ଏହାକୁ ହିଁ ସମ୍ଭାଳିବା ପାଇଁ ପଡିବ । ତେବେ ଆମ ମାନାଙ୍କ ମଧ୍ୟରୁ କିଛି ଜଣ ପୁଅ ଝିଅ ମାନଙ୍କ ମଧ୍ୟରେ ଫରକ ନ କରୁଥିବା ବେଳେ କିଛି ଲୋକ ମାନେ ଏହାକୁ ଖୁବ ବଡ ଧରଣର କରି ଦେଇ ଥାନ୍ତି । କିନ୍ତୁ ଦେଖିବା ପାଇଁ ଗଲେ ଏହା ଏକ ଶାଧାରଣ କଥା ।

କିନ୍ତୁ ଆଗରୁ ଅନେକ ଲୋକମାନେ ଏହା ପାଇଁ ମହିଳା ମାନଙ୍କୁ ସବୁ ବେଳେ ଦାଇ କରିଥାନ୍ତି । ସେମାନେ କେବଳ ଏକ ପୁଅ ପାଇଁ ନିଜ ସମାଜରେ ବଂଶ ବୃଦ୍ଧି କରିବାରେ ଲାଗିଥିଲେ । ଯାହାର ପରିଣାମ ସ୍ୱରୂପ ଦେଖିବା ପାଇ ଗଲେ ଆଜିର ପାପୁଲେସନ ।

ଆପଣ ମାନଙ୍କ ଘରେ ମଧ୍ୟ କାହାର ନା କାହାର ଏହି ଭଳି ହୋଇଥିବ । ଆପଣ ମାନଙ୍କ ମଧ୍ୟରୁ ଆଜି ଭି କିଛି ଜଣ ଅଛନ୍ତି ଯେଉଁ ମାନେ କେବଳ ପୁଅ କୁ ଅଧିକ ପ୍ରାଧାନ୍ଯ ଦେଇଥାନ୍ତି । ଯେଉଁ ମାନେ ଏହି ଭଳି ଚିନ୍ତା ଧାରା ରଖିଛନ୍ତି ସେମାନେ ନିଜର ପୁତ୍ର ସନ୍ତାନ ପାଇଁ ଅନେକ ପ୍ରକାର ପୂଜା କରୁଛନ୍ତି ।

ଆଗ କାଳରେ ଅନେକ ଲୋକ ଅଧିକ ରୁ ଅଧିକ ବିବାହ କରୁଥିଲେ କେବଳ ପୁଅ ସନ୍ତାନ ପାଇଁ । ଆମ ଘରେ ଥିବା ପୁରୁଣା ଲୋକ ମାନଙ୍କୁ ଯଦି ଦେଖିବା ତ ଜାଣି ପାରିବା କି ଏହି ଭଳି ଲୋକ ମାନେ ସବୁ ବେଳେ ଆଶୀର୍ବାଦ ଦେଇ ଥାନ୍ତି କି ତୁମର ପୁଅ ହେଉ କେବେ କେହି ଏହା କହି ନଥାନ୍ତି କି ତୁମର ଗୋଟେ କନ୍ୟା ସନ୍ତାନ ଜନ୍ମ ହେଉ । ତେବେ ଏହା ପାଇଆନ ଆଜି ଭି ଅନେକ ଲୋକ ମାନେ ଅନ୍ଧବିଶ୍ଵାଶରେ ଅଛନ୍ତି । ସେମାନେ ଆଜି ଭି ଏହା ଅପାଇନ ମହିଳା ମାନଙ୍କୁ ହିଁ ଦାଇ କରନ୍ତି ଯେତେବେଳେ ଏହା ପାଇଁ ଦାଇ ପୁରୁଷ ହୋଇଥାଏ ।

ତେବେ ଏହା ପାଇଁ ଉପାୟ ଅଛି ଏହା ପାଇ ମହିଳା ମାନଙ୍କୁ ଦାଇ କରିକି ସେମାନଙ୍କୁ କଷ୍ଟ ଦେବାର କିଛି ମାନେ ନାଇ । ଏହା ପାଇଆନ ଆପଣ ପ୍ରତେକ ଶନିବାର ଦିନ ଏକ ରାଶି ତେଲର ଦୀପ ଜଳାନ୍ତୁ ଭଗବାନ ଶନି ଦେବଙ୍କୁ । ଏହା ସହ ଆପଣ କିଛି ଭଲ ତାଜା ଖାଦ୍ଯ ଗାଇକୁ ଖାଇବା ଦିଅନ୍ତୁ । ଆପଣ ଏହା ପାଇଁ ନିଜ ଘରେ ଏକ ସୁନ୍ଦର ପିଲାର ଫଟ ଆଣିକି ରଖିଲେ ଏହା ଖୁବ ଭଲ ପରିଣାମ ଦେଇଥିବେ । ଆପଣ ଏହା ପାଇଆନ ଭଗବାନ ଶିବଙ୍କ ଆରାଧନା ମଧ୍ୟ କରି ପାରିବେ । କୁହା ଯାଏ ପୁତ୍ର ସନ୍ତାନ ପାଇଁ ଭଗବାନ ଶିବଙ୍କୁ ପୂଜା କରିବା ଦ୍ଵାରା ଖୁବ ଭଲ ପରିଣାମ ମିଳିଥାଏ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *