ସ୍ଵାମୀ ସ୍ତ୍ରୀ କେଉଁ ଦିନ ସହବାସ କଲେ କେବଳ କନ୍ୟା ସନ୍ତାନ ଜନ୍ମ ହୁଏ- Ajira Anuchinta

ବନ୍ଧୁଗଣ ମଣିଷ ଜୀବନରେ କିଛି ନା କିଛି ଘଟଣା ପ୍ରତିଦିନ ଘଟିଥାଏ । ଏହାର କାରଣ ଏହୁଛି ତାର କର୍ମ ଫଳ । କାରଣ ମଣିଷ ଭଲ କର୍ମ କରିଲେ ଭଲ ଫଳ ଓ ଖରାପ କାମ କରିଲେ ଖରାପ ଫଳ ପ୍ରାପ୍ତ କରିଥାଏ । କିନ୍ତୁ ମଣିଷ ଜୀବନରେ ଏମିତି କିଛି ନିୟମର ପାଳନ କରିବା ଦରକାର ଯାହା ଦ୍ଵାରା କଲ୍ୟାଣ ହେବ । ଯାହା ଆମ ଶାସ୍ତ୍ରରେ କୁହା ଯାଇଛି । ତେବେ ଆଜି ଆମେ ଆପଣ ମାନଙ୍କୁ ମଣିଷର ଅକାଳ ମୃତ୍ୟୁ ହେଲେ କଣ ସଂକେତ ମିଳିଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

୧- ଯେଉଁ ବ୍ୟକ୍ତିର ସ୍ତ୍ରୀ ଥାଇ ଅନ୍ୟ ସ୍ତ୍ରୀ ସହ ରମଣ କରିଥାଏ ସେହି ସ୍ତ୍ରୀ ଚରିତ୍ରହୀନ ହୋଇଥାଏ । ଯେଉଁ ବ୍ୟକ୍ତି ନିଜ ସ୍ତ୍ରୀ ଓ ଅନ୍ୟର ସ୍ତ୍ରୀ ପ୍ରତି ଅତ୍ୟାଚାର କରିଥାଏ ସେହି ବ୍ୟକ୍ତିର ପୁରୁଷତ୍ଵ ନଷ୍ଟ ହୋଇଥାଏ ।

୨- ଯେଉଁ ବ୍ୟକ୍ତି ଅନ୍ୟ ଆଗରେ ନିଜ ସ୍ତ୍ରୀ ର ଅପମାନ କରିଥାଏ ତାର ଅର୍ଥ ହାନି ହୋଇଥାଏ । ଯେଉଁ ପୁରୁଷ ବିବାହ ପରେ କୁଳଧର୍ମ ରକ୍ଷା କରି କାର୍ଯ୍ୟ କରେ ତାଙ୍କୁ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଯେଉଁ ବ୍ୟକ୍ତି ସ୍ତ୍ରୀ ସହ ସାଙ୍ଗ କରିଥାଏ ତାର ବଳ ଓ ଓଜ କ୍ଷତି ହୋଇଥାଏ ।

୩- ଯେଉଁ ପୁରୁଷ ବିନା କାରଣରେ ସ୍ତ୍ରୀ ଓ ପିଲାଙ୍କୁ ହଇରାଣ କରିଥାନ୍ତି ସେମାନେ ପାପିର ଭାଗୀଦାର ହୋଇଥାନ୍ତି । ଯେଉଁ ପୁରୁଷ ନାରୀ ଦେଖିଲେ ମିଠା କଥା କହି ଆଳାପ କରିବାକୁ ଚେଷ୍ଟା କରିଥାଏ ତାର ଅନିଷ୍ଟ ହୋଇଥାଏ ।

୪- ନାରୀ ଗୃହ କଥା ବାହାରେ ପ୍ରକାଶ କରିଥାଏ ତେବେ ଦାଂପତ୍ଯ ଜୀବନରେ ଅସାନ୍ତି ସୃଷ୍ଟି ହୁଏ । ଯେଉଁ ସ୍ତ୍ରୀ ସ୍ଵାମୀଙ୍କୁ କଟୁ କଥା କହି ଅନ୍ୟ ପୁରୁଷଙ୍କୁ ଦେଖି ଖୁସି ହୁଏ ସେଭଳି ପରିବାର ଅଶାନ୍ତିରେ କଟିଥାଏ । ଏଭଳି ସ୍ତ୍ରୀ ବୟସର ପରିଣତରେ କଷ୍ଟ ପାଇଥାନ୍ତି ।

୫- ଯେଉଁ ସ୍ତ୍ରୀ ସ୍ବାମୀର ଅପମାନ କରିଥାଏ ସେ ନର୍କବାସୀ ହୋଇଥାଏ । ଯେଉଁ ନାରୀ ସ୍ଵାମୀଙ୍କୁ ଦେବତା ପରି ମାନିଥାଏ ତାର ବଂଶ ଓ ପରିବାରକୁ ଦେବତାଙ୍କ ଆଶୀର୍ବାଦ କରିଥାନ୍ତି । ଯେଉଁ ନାରୀ ଅନ୍ୟର ପିଲାକୁ ପର ଭାବି ଅନିଷ୍ଟ କରିଥାଏ ତେବେ ସେହି ସ୍ତ୍ରୀ ର ପିଲାର ଅନିଷ୍ଟ ହୋଇଥାଏ ।

୬- ଯେଉଁ ନାରୀ ବିବା କାରଣରେ ପିଲାକୁ ମାରିଥାଏ ସେ ଅଭାଗିନୀ ହେବ ସହ ଦରିଦ୍ରତାର ଶିକାର ହୋଇଥାଏ । ନାରୀ ଶଯ୍ୟା ତ୍ୟାଗ ପରେ ସ୍ଵାମୀଙ୍କୁ ପ୍ରଣାମ କରିଲେ ସୁଲକ୍ଷଣୀୟ ହୋଇଥାଏ ଓ ସେମାନଙ୍କ ସନ୍ତାନଙ୍କର ମଙ୍ଗଳ ହୋଇଥାଏ ।

୭- ଯେଉଁ ନାରୀ ବିନା କାରଣରେ କଳହ କରିଥାଏ ସେ ପର ଜନ୍ମରେ କୁକୁର ଜନ୍ମ ନେଇଥାଏ । ଯେଉଁ ବ୍ୟକ୍ତି ଅନ୍ୟ ନାରୀ ସହ ସଙ୍ଗ କରେ ବା ନଜର ରଖିଥାଏ ସେ ପର ଜନ୍ମରେ ନୀଚ ଯୋନିରେ ଜନ୍ମ ନେଇଥାଏ । ସେହି ବ୍ୟକ୍ତି ସାତ ଜନ୍ମ ଯାଏଁ ନର୍କ ଯନ୍ତ୍ରଣା ଭୋଗ କରିଥାଏ ।

୮- ଯେଉଁ ନାରୀ ଶାଶୁଶ୍ଵଶୁରଙ୍କୁ ଅବମାନନା କରେ ତାର ସ୍ଵାମୀର ଅବନତି ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *