Interesting GK- ସ୍ଵାମୀ ସ୍ତ୍ରୀ କୁ ସଜେଇ ଥାଏ କିନ୍ତୁ ଦେଖିପାରେ ନାହିଁ, ତାହା କଣ ? ଏହା ସହ ଆହୁରି 17 Gk Quiz

ବନ୍ଧୁଗଣ ପ୍ରତେକ ବ୍ୟକ୍ତି ଜୀବନରେ କିଛି ନା କିଛି ସାଧାରଣ ଜ୍ଞାନ ଆହରଣ କରିବା ନିହାତି ଜରୁରୀ ଅଟେ । ସେଥିପାଇଁ ବ୍ୟକ୍ତି କିଛି ନା କିଛି ଶିକ୍ଷା ଗ୍ରହଣ କରିଥାଏ । କିନ୍ତୁ ଅନେକ ସମୟରେ ଏମିତି କିଛି କଥା ରହିଥାଏ ଯାହା ଆମ ପାଠ ରେ ନ ଥାଏ । ତାହା ସବୁ ସାଧାରଣ ଜ୍ଞାନ ହୋଇଥାଏ ଯାହାକୁ ଆମକୁ ବାହାରୁ ଶିଖିବାର ଥାଏ । ଯାହା ବିଷୟରେ ବିଦ୍ୟାର୍ଥୀ ମାନେ ଅଜଣା ରହିଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ ।

ଯାହା ଆପଣଙ୍କର ଆଗାମୀ ସମୟରେ ବହୁତ କାମରେ ଆସିବ । ଏହି ସବୁ ପ୍ରଶ୍ନ ଓ ଉତ୍ତର ବିଦ୍ୟାର୍ଥୀ ମାନେ ଆହରଣ କରି ପାରିବେ । ଏମିତିକି ଯେଉଁ ମାନେ ଆଇଏସ ଓ ୟୁପିଏସ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ସେମାନେ ମଧ୍ୟ ଏହାକୁ ପଢି ପାରିବେ । ତେବେ ଡେରି ନ କରି ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ । ୧- ଭାରତ କେତୋଟି ପ୍ରାକୃତିକ ପ୍ରଦେଶରେ ବିଭାଜିତ ଅଟେ ?

ଉତ୍ତର- ୪ଟି

୨- ବଗିଚାର ସହର କାହାକୁ କୁହାଯାଏ ?

ଉତ୍ତର- କପୁରଥଲା

୩- ଚମ୍ପାରଣ ସତ୍ୟାଗ୍ରହ କେବେ ହୋଇଥିଲା ?

ଉତ୍ତର- ୧୯୧୭

୪- ସୌରମଣ୍ଡଳ ର ସବୁଠାରୁ ଛୋଟ ଗ୍ରହ କଣ ଅଟେ ?

ଉତ୍ତର- ବୁଧ ଗ୍ରହ

୫- କ୍ଷୀର ରେ କେଉଁ ପ୍ରୋଟିନ ରହିଥାଏ ?

ଉତ୍ତର- କେଶିନ ପ୍ରୋଟିନ

୬- ନୀଳ ସହର କାହାକୁ କୁହାଯାଏ ?

ଉତ୍ତର- ଜୋଧପୁର

୭- ଲେମ୍ବୁ ରୁ କେଉଁ ଅମ୍ଳ ମିଳିଥାଏ ?

ଉତ୍ତର- ସାଇଟ୍ରିକ ଅମ୍ଳ

୮- କେଉଁ ଦେଶରେ ଗୋଟିଏ ଟ୍ରାଫିକ ସିଗନାଲ ନାହି ?

ଉତ୍ତର- ଭୁଟାନ

୯- କେଉଁ ପଶୁ ର ଦାନ୍ତ ସବୁବେଳେ ବଢିଥାଏ ?

ଉତ୍ତର- ମୂଷା ବା ଠେକୁଆ

୧୦- ପାଚିଲା ଆମ୍ବ ରେ କେଉଁ ଭିଟାମିନ ମିଳିଥାଏ ?

ଉତ୍ତର- ଭିଟାମିନ ଏ

୧୧- ଜନସଂଖ୍ୟା ଦ୍ରୁଷ୍ଟି ରୁ ଭାରତରେ ସବୁଠାରୁ ବଡ ରାଜ୍ୟ କଣ ?

ଉତ୍ତର- ଉତ୍ତର ପ୍ରଦେଶ

୧୨- ଏପିକଲଚର କାହା ସହ ସମ୍ବଧିତ ଅଟେ ?

ଉତ୍ତର- ମଧୁମଖି ପାଳନ

୧୩- ଭାରତର ପ୍ରଥମ ମହିଳା ସୁଲତାନ କିଏ ଅଟନ୍ତି ?

ଉତ୍ତର- ରାଜିୟା ସୁଲତାନ

୧୪- ଏସିୟାର ସବୁଠାରୁ ଲମ୍ବା ସୁରଙ୍ଗ କେଉଁ ଠାରେ ଅଛି ?

ଉତ୍ତର- ଜାପାନ

୧୫- ଭୋଜପୁରୀ କେଉଁ ଦେଶରେ ଭାଷା ଅଟେ ?

ଉତ୍ତର- ମାରିଶସ

୧୬- ଦକ୍ଷିଣ ର ବ୍ରିଟେନ କାହାକୁ କୁହାଯାଏ ?

ଉତ୍ତର- ନିୟୁଜଲ୍ୟାଣ୍ଡ

୧୭- ସବୁଠାରୁ ବିଷାକ୍ତ ସାପ କଣ ଅଟେ ?

ଉତ୍ତର- କିଙ୍ଗ କୋବ୍ରା

୧୮- ସ୍ଵାମୀ ସ୍ତ୍ରୀ କୁ ସଜେଇ ଥାଏ କିନ୍ତୁ ଦେଖିପାରେ ନାହି ତାହା କଣ ?

ଉତ୍ତର- ବିଧବା ବେଶ

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *