ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ସର୍ବଦା କଳହ ଲାଗି ରହୁଥିଲେ କରନ୍ତୁ ଏହି 1 ରାମବାଣ ଉପାୟ

ଆମ ପରିବାରରେ ଆରମହ ହେଉଥିବା ଶାନ୍ତି ଆମକୁ ଖୁଶି ଦେଇ ଥାଏ ଏହା ଜଦି ଅସାନ୍ତି ରେ ଭାରି ହୋଇକି ରହି ଯାଇ ଥାଏ ତ । ଏହା ଆମକୁ ଦୁଃଖ ଦେଇ ଥାଏ । ମାତ୍ର ଆମ ଜୀବନର ସତ୍ୟତା ଏହା କୁ ସମ୍ଭାଳି ନେବା ଯଦି ଆପଣାଙ୍କ ପରିବାର ରେ ଖୁଶି ନାଇ ତ ଆପଣ କେଉଁ ଭି ଜାଗାରେ ନିଜକୁ ଖୁଶିରେ ପାଇ ପାରିବେ ନି । ଯେକୌଣଶୀ କାରଣରୁ ଆମ ଝଗଡା ହୋଇ ପାରେ । ଏହା କେବଳ ସ୍ଵାମୀ ସ୍ତ୍ରୀ ଙ୍କ କଥା ଆପଣ ଭୁଲ ରେ ଭି ଭାବିବେନି ଏହା ପାଇଁ ବହୁତ କିଛି ଦାଇ ଅଟନ୍ତି ।

ଯେଉଁ ଭଳି କି ଆମେ ଯଦି କିଛି କଥାକୁ ପସନ୍ଦ କରୁନୁ ଏହା ଆପଣ ଙ୍କୁ ଖୁବ କଷ୍ଟ ଦେଇ ଥାଏ । କିଛି କଥା ଆମେ କାହାକୁ ବୁଝାଇବା ପାଇଁ ଚେଷ୍ଟା କରୁ ମାତ୍ର ଆମକୁ ସବୁ ବେଳେ ଭୁଲ ବୁଝିବା ଦ୍ଵାରା ମଧ୍ୟ ଅସାନ୍ତି ହୋଇ ଥାଏ । ତେବେ ଆଜି ଆମେ କହିବା କି ଆପଣ ନିଜକୁ ନିୟନ୍ତ୍ରଣ ରେ ରଖିବା ପରେ ମଧ୍ୟ ଏହି ଭଳି କିଛି ଘଟଣା ଘଟି ଯାଇ ପାରେ ।

ଏହାର କାରଣ ଆମେ ହୋଇ ନ ପାରୁ ଏହାର କାରଣ ଆଉ କେହି ହୋଇ ପାରନ୍ତି ଯେମିତିକି ଆମେ ଯଦି ଦେଖିବା ପାଇଁ ଯିବା ତ ଆମ ଜୀବନର ସତ୍ୟ ହେଲା ଆମେ ଆମ ଖୁଶି କୁ ଯଦି ଅନ୍ୟ ମାନଙ୍କ ଆଗରେ ଦରକାର ଠାରୁ ଅଧିକା ଦେଖାଇ ହେବା ।

ତେବେ ଏହା ଆମକୁ ନେଇ ଜୀବ ଖୁବ ତଳକୁ ସେଇ ଜାଗାକୁ ଯେଉଁ ଜାଗରୁ ଆମେ କେବେହେଲେ ଆଗକୁ ଯାଇ ପାରିବା ନି । ଏହା ପାଇଁ ଆମେ ସଚେତନ ରହିବା ଦରକାର । ତେବେ ଏହା ଠାରୁ ବଞ୍ଚିବା ଅପାଇନ କିଛି ଉପାୟ ମାନ ଆମେ ଆପଣଙ୍କୁ କହିବ ଏହାକୁ କରିକି ଥରେ ଦେଖନ୍ତୁ ।

ଛୋଟ କଲି ଝଗଡା ଆମ ପାଇଁ ବହୁତ ଖରାପ ହୋଇଥାଏ ତେଣୁ ଆପଣ ବୁଧବାର ଦିନ ଉଭୟ କିଛି ସମୟ ପାଇଁ ଚୁପ ହୋଇ ରହିବା ଦରକାର । ଏହି ଭଳି କରିବା ଦ୍ଵାରା ବୁଝାମଣା ଖୁବ ଭଲ ରହି ଥାଏ । ଆପଣ ଶୁକ୍ରବାର ଦିନ ନିଜ ପତ୍ନୀ ଙ୍କୁ କିଛି ଉପହାର ଦେଇ ପାରନ୍ତି କିଛି ଫୁଲ କିମ୍ବା ଆକିଛି ସେଣ୍ଟ ଭଳି ଜିନିଷ ଦେଇ ପାରନ୍ତି ।

ପତ୍ନୀ ଓ ପତି ଉଭୟ ପରସ୍ପର କୁ ଚାନ୍ଦିର ବାସନ ରେ କିଛି ଦହି ଚିନୀ ମିଶାଇକି ଖୁଆ ଖୋଇ ହେବା ଦ୍ଵାରା ସମ୍ଭନ୍ଧ ଖୁବ ମଧୁର ହୋଇଥାଏ । ଆପଣ ସ୍ତ୍ରୀ କୁ ନିଜ ଋମରେ କିଛି ଜୀରା ଏକ ନାଲି ରଙ୍ଗର କପଡାରେ ରଖିବା କଥା ।

ଭଗବାନ ଗଣେଶ ଙ୍କ ମୂର୍ତ୍ତି ରଖିବା ଦ୍ଵାରା ଘରେ ଶାନ୍ତି ରହିଥାଏ । ସ୍ଵାମୀ କୁ ସ୍ତ୍ରୀ ତିଳକ ଲଗାଇବା କଥା ଓ ସ୍ତ୍ରୀ ମଠାରେ ସବୁ ଦିନ ସ୍ଵାମୀ ସିନ୍ଦୁର ଦେବା କଥା । ଏହା ସହ ଆପଣ କିଛି ଘଟଣା ହଠାତ କହିବ ଆପେଖା ସମୟ ଦେଖିକି କହିବା ଭଲ ହୋଇଥାଏ ।

Leave a Reply

Your email address will not be published. Required fields are marked *