ସ୍ଵପ୍ନରେ ସମ୍ଭୋଗ ଦେଖିବାର ଅର୍ଥ? ସ୍ଵପ୍ନରେ ସ୍ତ୍ରୀଙ୍କୁ ଦେଖିବା! ଏହିଭଳି 7ଟି ସ୍ଵପ୍ନର ଅର୍ଥ- Swapna Shastra

ପୁରୁଷ ହୁଅନ୍ତୁ କିମ୍ବା ମହୁଇଲା ହୁଅନ୍ତୁ । ଏହା ଆମ ସବୁ ଙ୍କୁ ଦେଖା ଯାଇ ଥାଏ । ମାତ୍ର ସ୍ଵପ୍ନ ଶାସ୍ତ୍ର ଅନୁସାରେ ଦେଖିବା ପାଇଁ ଯିବା ତ କୁହାଯାଏ କି ଯଦି ଆମେ ସକାଳୁ ସକାଳୁ ସ୍ଵପ୍ନ ଦେଖୁଛେ ତାହା ସତ ହୋଇ ଥାଏ । ମାତ୍ର ଯଦି ଆମେ ସ୍ଵପ୍ନ ରେ କିଛି କିମ୍ବା କେବଳ ମହିଳା ଙ୍କୁ ଦେଖିବା ପାଇଁ ପାଇବା ତ ଏହାର ମାନେ କଣ ହେବ । ଆପଣ କଣ ଜାଣି ଛନ୍ତି କି ଯଦି ନାଇ ଆପଣ ଆସନ୍ତୁ ଜାଣିବେ କି କେଉଁ ଭଳି ମହିଳା ଙ୍କୁ ଆମେ ଦେଖିବା ଦ୍ଵାରା କିଭଳି ପରିଣାମ ମିଳିଥାଏ ।

ଆପଣ ଅପସରା ମାନଙ୍କ କଥା କାହାଣୀ ରେ ଦେଖିଥିବେ ନିଶ୍ଚିତ ଭାବେ ଆପଣ ଏହା ଅମଧ୍ୟ ଜାଣି ଥିବେ କି ଏହା ଏକ କାଳ୍ପନିକ କଥା ବୋଲି ଅନେକ ଲୋକମାନେ କହିଥାନ୍ତି । ଏମାନେ ଅଲଗା ଦୁନିଆରେ ରହି ଥାନ୍ତି । ଏମାନେ ଯାହା ଚାହିଁବେ ତାହା କରିଥାନ୍ତି ।

ମାତ୍ର ହିନ୍ଦୁଶାତ୍ର ରେ ଏହା କାଳ୍ପନିକ ନୁହେଁ । ଆପଣ ଯଦି ସ୍ଵପ୍ନ ରେ ଅପସରା ଙ୍କୁ ଦେଖୁଛନ୍ତି ତ ଏହା ଶୁଭ ଅଟେ । ଆପଣ ଅବୁତ ଜଲ୍ଦି କିଛି ଧନ ପାଇବା ପାଇଁ ଯାଉଛନ୍ତି ଏହା ଜାଣି ନିଅନ୍ତୁ ଆପଣ । ଏବେ ଆଉ ଏକ ସ୍ଵପ୍ନ କଥା ଜାଣି ନିଅନ୍ତୁ ନାଲି ରଙ୍ଗ ଏକ ଶୁଭ ସଂକେତ କୁହାଯାଇ ଥାଏ ।

ଯଦି କେହି ଏକ ସ୍ଵପ୍ନ ଦେଖେ କି ଏକ ନାଲି ରଙ୍ଗର ବସ୍ତ୍ର ପିନ୍ଧିଥିବା ସ୍ତ୍ରୀ ତାକୁ ଆଲିଙ୍ଗନ କରୁଛି ତେବେ ସେହି ଲୋକ ଜାଣିବା କଥାକି ଖୁବ ଶୀଘ୍ର ତାକୁ ମୃତ୍ୟୁ ନିଜ ସହ ନେଇଯିବ । ସନ୍ତାନ ସବୁ ଚାହିଁ ଥାନ୍ତି କାହାକୁ ଏହା ମିଳି ନଥାଏ । କିଛି ଦାମ୍ପତ୍ୟ ଜୀବନ ରେ ଆପଣ ଏକ କଥା ଲକ୍ଷ କରିଥିବେ କି ଏହା ସତ ହୋଇ ନଥାଏ ।

ଯଦି କେହି ନିଜ ସ୍ଵପ୍ନ ରେ ଏକ ମହିଳା କୁ ସଫା ଲୁଗା ପିନ୍ଧିବାର ଦେଖୁଛି ତେବେ ସେ ଜାଣିବା ଦରକାର କି ତାର ବିବାହ ଜୀବନ ଖୁବ ଭଲରେ ଜୀବ । କିଛି ଲୋକମାନେ ସବୁ ବେଳେ ଚାହିଁ ଥାଏ କି ତାର ସବୁ କାମ ଭଲରେ ହୋଇ ଯାଉ । କିନ୍ତୁ ଏହା ସମୟ ଆଗରୁ ହେବା ସମ୍ଭାବନା ନଥାଏ ।

ଆପଣଙ୍କୁ ଯଦି ଏହି ଭଳି ମହିଳା ଦେଖା ଯାଇଥାନ୍ତି କି ସେ କାନରେ କାନ ଫୁଲ ପିନ୍ଧୁଛନ୍ତି ତେବେ ଆପଣଙ୍କ କାମ ଖୁବ ଶୀଘ୍ର ହେବାର ସମ୍ଭାବନା ଅଛି । ଏବେ ଆସନ୍ତୁ ଜାଣିବା ଆଉ ଏକ ସ୍ଵପ୍ନ ବିଷୟରେ । କ୍କିଛି ଲୋକମାନେ ରାଜନୀତି ରେ ଥାନ୍ତି । ଏହି ଭଳି ଲୋକମାନେ ଯଦି ସମ୍ମାନ ଚାହିଁ ଥାନ୍ତି ତ ମହିଳା ମାନେ ଯଦି ପଶା ଖେଳୁଥିବାର ଆପଣ ଦେଖିବେ ତେବେ ଆପଣ ନିଶ୍ଚିତ ଭାବେ ନିଜ ସମାନ କୁ ବଢାଇ ପାରିବେ ।

ଏହା ପର ସ୍ଵପ୍ନ ହେଉଛି ଆପଣ ଯଦି ନିଜ ସ୍ଵପ୍ନ ରେ କାହାକୁ ନାଚୁଥିବାର ଦେଖୁଥିବେ ତେବେ ଏହା ଦ୍ଵାରା ଆପଣ ଏହା ଜାଣି ନିଅନ୍ତୁ କି ଆପଣଙ୍କ ପ୍ରେମ ସମ୍ପର୍କ ଖରାପ ହେବା ପାଇଁ ଯାଉଛି । ଯଦି ସ୍ଵପ୍ନ ରେ ନିଜ କୁ ସ୍ତ୍ରୀ ସହ ସମାଗନ କରିବାର ଦେଖୁଛନ୍ତି ତେବେ ଆପପନ ବହୁତ ଧାନ ପାଇବା ପାଇଁ ଯାଉଛନ୍ତି ।

Leave a Reply

Your email address will not be published. Required fields are marked *