ସ୍ଵପ୍ନ ରେ ମରିବା ଲୋକଙ୍କୁ ଦେଖିବାର ଅର୍ଥ କଣ? ଭଲ ନା ଖରାପ?

ଆମ ଜୀବନର ସବୁ ସମସ୍ଯା ଆମ କୁ ବୋଧେ ହୁଏ ଭଗବାନ ଆଗରୁ କହି ଦେଇ ଥାନ୍ତି । ଆପଣ ଏହା ଜାଣି ଥିବେ କି ଏହା ଆମକୁ କାହା ଦ୍ଵାରା ସଂକେତ ମିଳିଥାଏ ଏହା ସହ ସ୍ଵପ୍ନ ଦ୍ଵାରା ମଧ୍ୟ ଏହା ଦେଖା ଯାଇ ଥାଏ । ଯଦି ଆମେ ସ୍ଵପ୍ନ ଦେଖିବା କଥା କହିବା ତ ଆମ ସ୍ଵପ୍ନ ଆମକୁ ବହୁତ କିଛି ଶିଖାଇ ଥାଏ । ଆମ ପାଇଁ ଆମ ଲୋକନକ ଯିବା ଏକ ଦୁଃଖର ଘଟଣା ହୋଇ ଥାଏ ମାତ୍ର ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଯଦି କେହି ମରୁତ ବ୍ୟକ୍ତି ଆମକୁ ସ୍ଵପ୍ନ ରେ ଦେଖା ଯାଉଛନ୍ତି ।

ତେବେ ଏହା ଆମ ପାଇଁ ଭଲ ହେବ କୀ ଖରାପ ହେବ କାରଣ ମରୁତ ବ୍ୟକ୍ତି ମାନେ ଯେବେଭି ଆମକୁ ଦେଖା ଯାଇ ଥାନ୍ତି ସେମାନେ ଆମ ସହ ସବୁ ବେଳେ ରହି ଥାନ୍ତି । ଆଜି ଆମେ କହିବା କି ମରିବା ପରେ କେଉଁ ମାନେ କମକୁ ଭଲ ସଂକେତ ଦେଇ ଥାନ୍ତି ଆମେ ଆଜି କହିବା କି କେଉଁ ମାନେ ଅଛନ୍ତି ।

ଯେଉଁ ମାନେ ଆମକୁ ଭବିଷ୍ୟତ ରେ ହେବା ପାଇଁ ଯାଉଥିବା ଘଟଣା ର ସୂଚନା ଦେଇ ଥାନ୍ତି ତେବେ ସ୍ଵପ୍ନ ଶାସ୍ତ୍ର ଅନୁସାରେ ଯଦି କେହି ଲୋକ ବେମାରି ରେ ହୋଇ ଥାଏ ଓ ସେ ଆପଣଙ୍କୁ ସୁସ୍ଥ ଦେଖା ଯାଉଛି । ତେବେ ସେ ଆଉ ଏକ ଜାଗାରେ ଭଲ ରେ ଅଛି ଯଦି କାହାର ଅକାଳ ମୃତ୍ୟୁ ହୋଇଛି ଓ ସେ ଆପଣଙ୍କୁ ଦେଖା ଯାଉଛନ୍ତି ।

ଅସୁସ୍ଥ ତେବେ ଏହା ଦେଖାଇ ଥାଏ କି ସେହି ମୃତ ବ୍ୟକ୍ତି ଆପଣଙ୍କୁ ଦେଖାଇବା ପାଇଁ ଚାହୁଁ ଛନ୍ତି କି ଆପଣ କେଉଁ ଭଳି ଅଟନ୍ତି ଓ ତାଙ୍କ ଇଛା କିଛି ଅଧୁରା ରହି ଯାଇଛି । ଆପଣ ଯଦି ଏହାକୁ ଜାଣି ଛନ୍ତି ତେବେ ଆପଣ ଏହା କରିବା ଭଲ ହୋଇଥାଏ ।

ଆପଣ ଏହା କରିବା ଦ୍ଵାରା ଆପଣଙ୍କ ଖୁଶି ବହୁତ ମାତ୍ରାରେ ବଢି ଜୀବ ଓ ସମୟ ଭଲ ହୋଇଯିବ । ଆପଣ ଯଦି ଅଧୁରା ଇଚ୍ଛା କଥା ଜାଣିକି ମଧ୍ୟ ଏହାକୁ କରୁ ନାହାଁନ୍ତି ତେବେ ଆପଣ  ଅସୁବିଧାରେ ପଡି ପାରି ପାରନ୍ତି । ଏହା ସତ ଅଟେ କି ମୃତ ପରିଜନ ମାନଙ୍କ ପାଖରେ ଆମକୁ କିଛି କହିବାର କେବଳ ଏକ ମାର୍ଗ ଥାଏ ତାହା ହେଉଛି ସ୍ଵପ୍ନ ।

ଯଦି ଆପଣ ଜାଣି ଥିବେ ତ ଏହା ବେଳେ ବେଳେ ଦେଖି ଥିବେ କି ବଞ୍ଚି ଥିବା କେହି ଜଣେ ଆପଣ ଦେଖୁଛନ୍ତି କି ସେ ମାରି ଯାଇ ଛନ୍ତି ଏହି ଭଳି ସ୍ଵପ୍ନ ଆସିବା ସ୍ଵାଭାବିକ କଥା ଏହା ଦ୍ଵାରା ଆୟୁଶ ବଢି ଥାଏ । ଯଦି କେହି ମୃତ ପରିଜନ ଆସିକି ଆପଣଙ୍କୁ କିଛି କହୁ ନାହାନ୍ତି କିମ୍ବା ଚୁପ ରହୁଛନ୍ତି ତେବେ ସେ ଆପଣଙ୍କ କାମରେ ଖୁଶି ନାହାଁନ୍ତି କିମ୍ବା ଆପଣ ଆଗକୁ କିଛି ଭୁଲ କରିବା କରିବା ପାଇଁ ଯାଉଛନ୍ତି ।

ମୃତ ପରିଜନ ଯଦି ଦେଖା ଦେଇକି ଆପଣଙ୍କୁ ଆଶୀର୍ବାଦ କରୁ ଛନ୍ତି ତେବେ ଆପଣ କରୁଥିବା କାମ ଠିକ ଅଟେ ଓ ଆପଣ ଭଲ ପରିଣାମ ପାଇବେ । ଆମ ପାଖରେ କେବଳ ଏକ ମାତ୍ର ଉପାୟ ଥାଏ ତାଙ୍କଉ ଦେଖା କରିବାର ତାହା ହେଉଛି ସ୍ଵପ୍ନ ।

Leave a Reply

Your email address will not be published. Required fields are marked *