ସ୍ଵପ୍ନରେ ସାପ ଦେଖିବାର ଅର୍ଥ- Swapna Shastra

ଭଗବାନ ଶିବ ଙ୍କ ଅଳଙ୍କାର ହେଉଛି ସାପ । ଏହାକୁ ଆମେ ସାଧାରଣ ଭାବେ ଡଋ ଯାଇ ଥାଉ । କାରଣ ସାପ ଆମକୁ କାମୁଡିବା ଦ୍ଵାରା ଆମର ମୃତ୍ୟୁ ହୋଇ ଯାଇ ଥାଏ । ଏହା ମା ଏସବୁ ଜାଣିଛେ କିନ୍ତୁ ଏହାର ସତ୍ବେ ମଧ୍ୟ ଆମେ ଏହାକୁ ପୂଜା କରି ଥାଉ ଭଗବାନ ଙ୍କ ଆଡକୁ ନିଜର ଶ୍ରଦ୍ଧା ଦେଖାଇକି । ଏହାକୁ ଆମେ ଆମ ସ୍ଵପ୍ନ ରେ ଦେଖିଅବର ଅନେକ ଅର୍ଥ ହୋଇ ପାରେ ଏହା କୁ ଆମେ ଜାଣିବା ଦରକାର କେବଳ ।

ଏବେ ଆମେ କହିବ ଆଜି କି ଯଦି ଆପଣ ସ୍ଵପ୍ନ ରେ ସାପ ଦେଖୁଛନ୍ତି ତେବେ ଏହାର ଅର୍ଥ କଣ ଅଟେ । ଭାରତ ସମେତ ଅନେକ ଜାଗାରେ ଅନେକ ପ୍ରକାର ସାପ ଦେଖିବା ପାଇଁ ପାଇ ଥାଉ । ତେବେ ଏହା ସେମାନଙ୍କ ପରିବେଶ ଓ ପାଣି ପାଗ ଉପରେ ନିର୍ଭୟ କରି ଥାଏ କି ସେମାନେ କେଉଁ ଭଳି ଦେଖିବା ପାଇଁ ହୋଇ ଥାନ୍ତି ।

ଯେଉଁ ମାନେ ଭଗବାନ ଶିବ ଭଗବାନ ଙ୍କ ଆରାଧନା କୃ ଥାନ୍ତି ସେମାନେ ସାଧାରଣ ଭାବେ ନାଗ ସାପ କୁ ପୂଜା କରି ଥାନ୍ତି । ଆପଣ ଏହା ମଧ୍ୟ ଜାଣିବା ଦରକାର କି ଏହା କୁ କେଉଁ ଭଳି ପୂଜା କରା ଯାଇ ଥାଏ ପୁରୁଣା ଜମାନାରେ ଲୋକମାନେ ଏହା ବିଶ୍ବାଶ କରି ଥାନ୍ତି କି ଯଦି ଆମେ ସାପ ମାନଙ୍କ ଯୋଡିକୁ ଦେଖିବା ତେବେ ସେହି ଜାଗାରେ ଆମେ ହଳଦୀ ପକାଇବା ଭଲ ହୋଇ ଥାଏ ।

ଏହା ଶହ ଏହା ମଧ୍ୟ କୁହାଯାଏ କି ଏହା ପାଇଁ ଆମେ ଲୁଗା ପରି ପାରିବା ଏହାକୁ କରିବା ଦ୍ଵାରା ଆମେ ଭଲ ପରିଣାମ ପାଇ ଥାଉ । ଆପଣ ଯଦି ସାପକୁ ଧରିବା କିମ୍ବା ମାରିବାର ଦେଖୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଭଲ ଅଟେ ଆପଣଙ୍କ ଶତ୍ରୁ ନାସ ହେବା ପାଇଁ ଯାଉଛି ।

ଯଦି ଆପଣ ସାପ କୁ ଦେଖିକି ଦାରୁଛନ୍ତି ତେବେ ଆପଣ କେଉଁ ମିତ୍ରା ଙ୍କ ପାଖରୁ କିଛି ଖରାପ ପରିଣାମ ପାଇବା ପାଇଁ ଯାଉଛନ୍ତି । ଆପଣ ଯଦି ସ୍ଵପ୍ନ ରେ ସାପ କୁ କାମୁଡିବାର ଦେଖୁଛନ୍ତି ତେବେ ତେବେ ଆପଣ କିଛି ବେମାରି ର ସମ୍ମାନ କରିବା ପାଇଁ ଯାଉଛନ୍ତି ।

ଆପଣ ଯଦି ସାପ ଭିତରେ ଧଳା ଶାପ ଦେଖୁଛନ୍ତି ତେବେ ଆପଣଙ୍କ ଧାନ ବଢିବାର ସମୟ ଆସିଗଲା । ଆପଣ ଯଦି ବିବାହିତ ଓ କଳା ସାପ ଦେଖୁଛନ୍ତି ତେବେ ଆପଣ ଜାଣି ନିଅନ୍ତୁ କି ଆପଣଙ୍କ ବିବାହ ଜୀବନ ଭଲରେ ଚାଲୁନି ।

ଆପଣ ଯଦି ସାପ କୁ କାମୁଡି ବାର ଆସୁଛି କିନ୍ତୁ କାମୁଡି ପାରୁନି ସ୍ଵପ୍ନ ରେ ଦେଖୁଛନ୍ତି ତେବେ ଆପଣ ଭାଗ୍ୟବାନ କି ଆପଣଙ୍କ ବିପଦ ହଟିଗଲା ସବୁ ଦିନ ପାଇଁ । ଆପଣ ଯଦି ବଡ ସାପ ଦେଖୁଛନ୍ତି ତେବେ ଆପଣ ବଡ ଅସୁବିଧାରେ ପଡି ପାରନ୍ତି । ଏହା ଆପଣଙ୍କ ଆଗାମୀ ଦିନ କଥା କହିଥାଏ ।

Leave a Reply

Your email address will not be published. Required fields are marked *