ଆଷାଢ ମାସରେ ପଡୁଥିବା ପୂର୍ଣ୍ଣିମାକୁ ଗୁରୁ ପୂର୍ଣ୍ଣିମା ଭାବରେ ଜଣା ଯାଇଥାଏ ବୋଲି ଜ୍ଯୋତିଷ ଶାସ୍ତ୍ରରେ କୁହାଯାଏ । ଧାର୍ମିକ ମାନ୍ୟତା ଅନୁଯାୟୀ ଏହି ଦିନ ୪ ବେଦର ଜ୍ଞାନ ଦେଉଥିବା ମହାଋଷି ବେଦ ଋଷିଙ୍କ ଜନ୍ମ ହୋଇଥିଲା । ମାନବ ଜାତି ପ୍ରତି ତାଙ୍କର ଯୋଗଦାନ ଦେଖି ତାଙ୍କର ଜନ୍ମଦିନକୁ ଗୁରୁ ପୂର୍ଣ୍ଣିମା ଭାବେ ପାଳନ କରାଯାଏ । ଏହି ଦିନ ବେଦ ଋଷି ମାନବ ଜାତିକି ୪ ବେଦର ଜ୍ଞାନ ଦେଇଥିଲେ ଯାହା ମାନ୍ୟତା ରହିଛି । ଦୀର୍ଘ ୯୦ ବର୍ଷ ପରେ ୧୩ ଜୁଲାଇ ବୁଧବାର ଦିନ ଆଷାଢ ପୂର୍ଣ୍ଣିମାରେ ୫ଟି ରାଶି ହେବାକୁ ଯାଉଛନ୍ତି ମାଲାମାଲ । ତେବେ ଆସନ୍ତୁ ଜାଣିବା ସେହି ଭାଗ୍ଯବାନ ରାଶିଗୁଡିକ ବିଷୟାରେ ବିସ୍ତାର ଭାବେ ।
ମିଥୁନ ରାଶି : ଅନେକ ମହତ୍ଵ ପୂର୍ଣ୍ଣ କ୍ଷେତ୍ରରୁ ଲାଭ ମିଳିବ । ଆମଦାନୀରେ ସ୍ରୋତ ବଢିବ । ଆପଣଙ୍କୁ ନୂଆ ନୂଆ ଅବସର ପ୍ରାପ୍ତ ହେବ । ବେପାର ବାଣିଜ୍ୟ କ୍ଷେତ୍ରରେ ଦୁଇ ଗୁଣା ଲାଭ ମିଳିବ । ଯାହା ସମସ୍ଯା ଥିଲା ତାହା ଦୂର ହେବ । ମା ଲକ୍ଷ୍ମୀଙ୍କ କୃପାରୁ ଧନର ସ୍ରୋତ ନଜର ଆସିବ । ସମୟ ଆପଣଙ୍କ ପାଇଁ ଲକି ସାବ୍ୟସ୍ତ ହେବ ।
ସିଂହ ରାଶି : ଗୁରୁ ପୂର୍ଣ୍ଣିମା ଆପଣଙ୍କ ପାଇଁ ବହୁତ ଖାସ ରହିଛି । କୌଣସି କ୍ଷେତ୍ରରୁ ଅଚାନକ ଧନ ଲାଭ ହେବ । ମା ଲକ୍ଷ୍ମୀଙ୍କ ରୂପରୁ ଗୃହରେ ଶୁଭ କାର୍ଯ୍ୟର ଆୟୋଜନ ହେବ । ଧର୍ମ କର୍ମ କାର୍ଯ୍ୟରେ ରୁଚି ରହିବ । ଅନେକ ସ୍ଥାନରୁ ଧନର ଲାଭ ହେବ । ଅଟକି ରହିଥିବା କାମ ପୂରଣ ହେବ । ବ୍ୟାପାରରେ ବୃଦ୍ଧି ହେବ ।
କନ୍ୟା ରାଶି : ଦୀର୍ଘ ୮୦ ବର୍ଷ ପରେ ଗୁରୁ ପୁର୍ଣ୍ଣିଆ ଦିନ ମହା ସଂଯୋଗ କାରଣରୁ ଆପଣଙ୍କ ଜୀବନରେ ବହୁତ ବଡ ପରିବର୍ତ୍ତନ ହେବାକୁ ଯାଉଛି । ଅପାର ଧନ ସମ୍ପତି ଲାଭ ପାଇବେ । ନୂଆ କ୍ଷେତ୍ରରେ କରିବାରେ ଧନ ନିବେଶ କରିବେ । ବ୍ୟାପାରରେ ବୃଦ୍ଧି ହେବ । ମହତ୍ଵ ପୂର୍ଣ୍ଣ ଯୋଜନାରେ ଲାଭ ପାଇବେ ।
ବିଛା ରାଶି : ବିଦ୍ୟାର୍ଥୀ ପଢା ରେ ବ୍ୟସ୍ତ ରହିବେ । ବିଦେଶ ଯାତ୍ରା କରିବାର ଯୋଗ ରହିଛି । କାରୋବାରରେ ଧନ ନିବେଶ କରି ଫାଇଦା ରେ ରହିବେ । ବିଦେଶୀ କାରୋବାରରେ ଆପଣଙ୍କର ଫୋକସ ରହିବ । ଉଚ୍ଚ ଅଧିକାରତୀଙ୍କ ସହଯୋଗ ପାଇବେ । ଘରେ ସୁଖ ସମୃଦ୍ଧି ର ବୃଦ୍ଧି ହେବ । ଯେଉଁ ମାନେ ଅବିବାହିତ ଥିଲେ ସେମାନଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ । ସମାଜରେ ଲୋକ ପ୍ରତିଷ୍ଠା ବଢିବ ।
ମୀନ ରାଶି : ଆପଣଙ୍କ ଜୀବନରେ ଅନେକ ସାରା ଖୁସି ଆସିବାକୁ ଯାଉଛି । ଗୁରୁଙ୍କ ଦର୍ଶନ କରନ୍ତୁ । ଦାନ ଧର୍ମ କରନ୍ତୁ । ନୂଆ ମହତ୍ଵ ପୂର୍ଣ୍ଣ ଯୋଜନା କରିବେ । ବ୍ଯାଙ୍କ ବାଲାନ୍ସ ବୃଦ୍ଧି ହେବ । ଘରେ ଧନ ସମ୍ପତିରେ ବୃଦ୍ଧି ହେବ । ଅଟକି ରହିଥିବା ଧନ ଫେରି ପାଇବେ । ଦାଂପତ୍ଯ ଜୀବନରେ ସାନଦାର ରହିବ । ମହତ୍ଵ ପୂର୍ଣ୍ଣ ଯୋଜନାରେ ସଫଳ ହେବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।