ଠାକୁର ଘରେ ରଖନ୍ତୁ ନାହିଁ ଏହି 3ଟି ଫୋଟୋ! ନଚେତ ଘରେ ଲାଗି ରହିବ ସର୍ବଦା କଳହ- Vastu Shastra

ଠାକୁର ଘରେ ରଖନ୍ତୁ ନାହିଁ ଏହି ସବୁ ଫୋଟ ନହେଲେ ଘରେ ଲାଗି ରହିବ ସର୍ବଦା କଳହ । ଘର ଭିତରେ ଠାକୁର ଘର ଗୋଟିଏ ଏମିତି ସ୍ଥାନ ହୋଇଥାଏ ଯେଉଁଠି ଆମେ ପୂଜା କରି ଶାନ୍ତି ପାଇଥାଉ । ଘରର ମୁଖ୍ୟ ଜାଗା ହୋଇଥାଏ ଠାକୁର ଘର । ଯେଉଁଠି ଆମେ ଶାନ୍ତି ପାଇଥାଉ । ସେଥିଲାଗି କିଛି ଫୋଟ ଏମିତି ରହିଛି ଯାହାକୁ ରଖିବା ପୂର୍ବରୁ ଭାବି ଚିନ୍ତି ରଖିବେ ନହେଲେ ଘରେ ଅସୁବିଧା ହୋଇପାରେ ।ଏହା ଘରର ସୁଖ ଶାନ୍ତି ଉପରେ ମଧ୍ୟ ପ୍ରଭାବ ପକାଇ ଥାଏ ।

ମା ଙ୍କ ହେଉ ବା ବାବଙ୍କର  ହେଉ ତାଣ୍ଡବ କାଳର ଫୋଟୋ କିମ୍ବା ମାଙ୍କର ଉଗ୍ର ରୂପ ବାଲା ଫୋଟ ରଖିବା ଜମାବି ଠିକ ନୁହେଁ । ଏହା ବହୁତ ଖରାପ ହୋଇଥାଏ ଘରେ ରଖିଲେ । ନେଗେଟିଭ ପ୍ରଭାବ ପଡିଥାଏ । ସେଥିଲାଗି ଏହି ସବୁ ଫୋଟ ରଖିବାରୁ ନିବୃତ ରୁହନ୍ତୁ । ତେବେ ଆସନ୍ତୁ ଏହି ସୁନ୍ଦର ବିଷୟ ବସ୍ତୁକୁ ଆରମ୍ଭ କରିବା । ପ୍ରଥମେ ଆସିବ ଶିବଙ୍କର ନଟରାଜ ଫୋଟୋ । ଏହା ମହାଦେବଙ୍କର ତାଣ୍ଡବ କାଳର ଫୋଟୋ ।

ଏହାକୁ ଘରେ ରଖିଲେ ଘରେ ଅଶାନ୍ତି ହେବାର ଆଶଙ୍କା ରହିଥାଏ । ଦିତୀୟରେ ମା ଦୂର୍ଗାଙ୍କର ଚଣ୍ଡୀ ରୂପଧାରୀ ଫୋଟ । ଏହାକୁ କେବେବି ଠାକୁର ଘରେ ରଖନ୍ତୁ ନହିଁ । ଏହା ମାଙ୍କର ଚଣ୍ଡୀ ରୂପ ଥାଏ ଏହା ଦ୍ଵାରା ଘରେ କଳହ ହେବାର ବହୁତ ସମ୍ଭାବନା ରହିଥାଏ । ତୃତୀୟରେ ଶନିଦେବଙ୍କର ଫୋଟୋ । ଏହାକୁ ଘରେ ରାଖୀ ପୂଜା କରି ପାରିଲେ ହେଲା । ନହେଲେ ଆପଣଙ୍କ ଘରେ ସର୍ବଦା କଳହ ଲାଗି ରହିବ ।ଏହି ସବୁ ଫୋଟକୁ ଆପଣ ଠାକୁର ଘରେ ରଖିଲେ  ଏହାର ନୀତିନିୟମ ମାନି ପୂଜା କରିବାକୁ ହେବ ।

ନହେଲେ ଘରେ ଅଶାନ୍ତି ବଢିବ । ଯଦି ଆପଣ ନୀତିନିୟମରେ ଏହି ସବୁ ମୂର୍ତିକୁ ପୂଜା କରିପାରିବେ ।ତାହେଲେ ଆପଣ ନିର୍ଭୟରେ ଏହାକୁ ରଖୀ ଠାକୁର ଘରେ ପୂଜା କରି ପାରିବେ । ଯଦି ନୀତି ନିୟମ ଜାଣି ନାହାନ୍ତି ତେବେ ଏହି ସବୁ ଫୋଟୋ ଠାକୁର ଘରେ ନରଖିବା ଭଲ । ଏହା ଥିଲା ଆଜିର ବିଷୟ ବସ୍ତୁ ଆଶାକରୁଛି ଯଦି ଆପଣଙ୍କୁ ଏହି ଲେଖାଟି ଭଲ ଲାଗିବ ତେବେ ଆପଣ ଏହାକୁ ଲାଇକ ଓ ଷେୟାର କରନ୍ତୁ । 

Leave a Reply

Your email address will not be published. Required fields are marked *