ତୁଲସୀ ଗଛର ପୂଜା ଭୁଲରେ ବି ଏହି 3ଟି ମହିଳା କରନ୍ତୁ ନାହିଁ, ଘରକୁ ଆସିଥାଏ ଭୟଙ୍କର ଗରିବୀ ଓ ସ୍ଵାମୀ ଉପରେ ବିପଦ

ତୁଳଷୀ ଗଛ କୁ ଆମେ ସାଧାରଣ ଭାବେ ପୂଜା କରି ଥାଉ ମାତ୍ର ବନାସପତ୍ତି ମଧ୍ୟରେ ଏହା ସାଧାରଣ ଗଛ ନୁହେଁ । ଏହା ଭଲ ଊର୍ଜା କୁ ସଞ୍ଚାରଣ କରିଥାଏ । ଏହାକୁ ଘରେ ରଖିବା ଦ୍ଵାରା ଘରୁ ସବୁ ପ୍ରକାର ସମସ୍ଯା ଦୂରେଇ ଯାଇ ଥାଏ । ଏହାକୁ ସେଇଠି ପାଇଁ ଅନେକ ରୁଷି ମୁନି ମାନେ ଅଗଣାରେ ଲଗାଇ ଥାନ୍ତି । ଏହା ସହ ତୁଳଷୀ ଗଛ ମଧ୍ୟ ବଡ ବଡ ମନ୍ଦିର ରେ ଲଗା ଯାଇଥାଏ । ଆଜିର ବିଜ୍ଞାନ ମଧ୍ୟ ଏହାକୁ ମାନି ଥାଏ ।

ମାତ୍ର ଶାସ୍ତ୍ର ଅନୁସାରେ ଏହି ଭଳି କିଛି ମାନ୍ୟତା ଅଛି ଯାହାକୁ ଆମେ ମାନିବା ଭଲ ହୋଇ ଥାଏ । କାର୍ତ୍ତିକ ମାସରେ ଆମେ ପୂଜା ଅକରିବା ଭଲ ହୋଇ ଥାଏ । ଆପଣ ଏହାକୁ ବୃହଷ୍ପତ୍ତି ବାର ଦିନ ଲଗାଇବା ଭଲ ହୋଇଥାଏ ।

ଏହା ସହ ଆପଣ ଏହାକୁ କାର୍ତ୍ତିକ ମାସରେ ଲଗାଇବା ଭଲ ହୋଇଥାଏ । ଆପଣ ଏହାର ଆଗରେ ଘିଅର ଦୀପ ଲଗାଇବା ଦ୍ଵାରା ଏହା ଭଲ ପରିଣାମ ଦେଇଥାଏ । ଆପଣ ତୁଳଶି ର ପତ୍ର କୁ ସକାଳେ ତୋଳିବା ଭଲ ହୋଇଥାଏ ।

ରବିବାର ଦିନ ଏହାର ପାଖରେ ଦୀପ ଲଗାଇବା ଭଲ କଥା ନୁହେଁ । ଆପଣ ଏହାକୁ ଭଗବାନ ଗଣେଶ ଙ୍କୁ ଚଢାଇବେ ନି । ଆପଣ ଏହାର ପତ୍ର କୁ ଅନେକ ଦିନ ଯାଏ ରାଖୀ ପାରିବେ ଏହା ବାଶି ହୋଇ ନଥାଏ । ଗ୍ରହଣ ଲାଗିବା ସମୟରେ ଏହାକୁ ଅର୍ଣ୍ଣ ରେ ପକାଇବା ଦ୍ଵାରା ଏହା ଚୁତକ ଦୋଷ ଦୂର କରିଥାଏ ।

ଏହାର ପୂଜା ଅକରିବା ପାଇଁ କେଉଁ ଭଳି ମହିଳା ଙ୍କୁ ମନା । ଏହା ଭଗବାନ ବିଷଷ୍ଣୁ ଙ୍କୁ ବହୁତ ପ୍ରିୟ ଅଟେ । ଭଗବାନ ଙ୍କ ଆଗଗରେ ତୁଳଶି କୁ ପୂଜା କରିବା ଭଲ । ଯେଉଁ ପ୍ରକାର ରେ ଭଗବାନ ଙ୍କ ପାଖରେ ତାମଶିକ ଭୋଜନ କରାଯାଏ ନି ସେହି ଭଳି ତାମଶିକ ଭୋଜନ କରୁଥିବା ଲୋକଙ୍କ ଘରେ ଏହା ଲଗାଇବା ଭଲ ନୁହେଁ ।

ଭଗବାନ ବିଷ୍ଣୁ ଙ୍କ ଭକ୍ତ ପାଇଁ ମଦିରା ପାନ୍ୟ ମନା ଅଟେ । ଏହା ପରେ ଏହା ଯଦି ଆପଣ ଦେଖିବା ପାଇଁ ଯିବେ ତ ଆପଣ ଏହା ମଧ୍ୟ ଜାଣି ପାରିବେ କି ଯେଉଁ ମାନେ ଏହି ଭଳି ଖରାପ କାମ କରିଥାନ୍ତି ତାଙ୍କ ପାଇଁ ଏହା ଏକ ଅଭିଶାପ ଜନକ ଗଛ ଅଟେ ।

କେବେ ଭି ଏହାକୁ ଦକ୍ଷିଣ ଦିଗରେ ରଖିବା ଭଲ ନୁହେଁ । ଏହାକୁ ସବୁ ବେଳେ ଉତାର ଦିଗରେ ରଖିବା ଭଲ ହୋଇଥାଏ । ଏହାକୁ ସବୁ ବେଳେ ମାଟି ପାତ୍ରରେ ଲଗାଇବା ଭଲ ମାତ୍ର ଏହାକୁ ମାଟିରେ ଲଗାଇବା ଭଲ ନୁହେଁ ।

Leave a Reply

Your email address will not be published. Required fields are marked *