ଏଥର Valentines Dayରେ ଏହି 5ଟି ନାମର ବ୍ୟକ୍ତିଙ୍କୁ ମିଳିବ ସଚ୍ଚା ପ୍ରେମ… ଦେଖନ୍ତୁ ଆପଣଙ୍କ ନାମ ସାମିଲ ଅଛି କି ?

ହେଲୋ ସାଙ୍ଗ ମାନେ କେମିତି ଅଛନ୍ତି ଆପଣ ମାନେ । ଆପଣ ମାନଙ୍କର ନିଶ୍ଚୟ ମନେ ଥିବ ଆସୁଛି ଫେବ୍ରୁଆରି ମାସ । ଆଉ ଫେବୃଆରି ୧୪ ରେ ହେଉଛି ଭ୍ୟାଲେଣ୍ଟାଇନ ଡେ । ଏହି ଦିନକୁ ଲଭର୍ସ ଦିନ ମଧ୍ୟ କୁହାଯାଏ । ଏହି ଦିନ ସବୁ ପ୍ରେମୀ ଯୁଗଳ ନିଜ ସାଥି ଙ୍କୁ ପ୍ରପୋଜ କରିଥାନ୍ତି ଆଉ ନିଜ ପ୍ରେମର ଇଜହାର କରିଥାନ୍ତି । ତେବେ ଏହି ଭ୍ୟାଲେଣ୍ଟାଇନ ଡେ ରେ କିଛି ଲୋକଙ୍କୁ ମିଳିପାରେ ତାଙ୍କର ସଚ୍ଚା ପ୍ରେମ ।

ଏଥିପାଇଁ ଆମେ ନେଇ ଆସୁଛି ୫ଟି ଲେଟର । ସେହି 5ଟି ଅକ୍ଷର କଣ ରହିଛି ଯେଉଁ ମାନଙ୍କୁ ମିଳିବ ଚଳିତ ବର୍ଷ ଭ୍ୟାଲେଣ୍ଟାଇନ ଡେ ରେ ସଚ୍ଚା ପ୍ରେମ ବା ପ୍ରକୃତ ଭଲ ପାଇବା । ସେଥିପାଇଁ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଇଂରାଜୀ ଅକ୍ଷର ର କିଛି ଆଲଫାବେଟ । ଯେମିତିକି A,L,P,S,D,N,M,O,G,U । ତେବେ ଆମେ ଆପଣଙ୍କୁ କହିବୁ ଏହି ଅକ୍ଷର ଗୁଡିକ ମଧ୍ୟରୁ କେଉଁ ମାନଙ୍କୁ ମିଳିବ ତାଙ୍କର ପ୍ରକୃତ ଭଲ ପାଇବା । ତେବେ ଆସନ୍ତୁ ଜାଣିବା ଉତ୍ତର କଣ ରହିଛି ।

୧- ଯେଉଁ ମାନଙ୍କର ନାମ R ଅକ୍ଷର ରୁ ଆରମ୍ଭ ହୋଇଛି ସେମାନଙ୍କୁ ଏହି ଭ୍ୟାଲେଣ୍ଟାଇନ ଡେ ରେ ମିଳିବ ତାଙ୍କର ସଚ୍ଚା ପ୍ରେମ । ଏହା ଛଡା ଆପଣ ନିଜ ସାଥିଙ୍କୁ ଏହି ଦିନ ପ୍ରପୋଜ କରନ୍ତୁ । ଆପଣଙ୍କୁ ନିଶ୍ଚୟ ଆପଣଙ୍କର ସଚ୍ଚା ପ୍ରେମ ମିଳିବ ।

୨- ଯେଉଁ ମାନଙ୍କର ନାମ S ଅକ୍ଷର ରୁ ଆରମ୍ଭ ହୋଇଛି ସେମାନେ ଦେଖିବାକୁ ବହୁତ ଆକର୍ଷକ ଅଟନ୍ତି । ଯିଏ ସମସ୍ତଙ୍କୁ ନିଜ ପ୍ରେମରେ ଆକର୍ଷିତ କରିଥାନ୍ତି । କୌଣସି ବି ବ୍ୟକ୍ତି ସେ ପୁଅ ହେଉ ବା ଝିଅ ଆପଣ ଭ୍ୟାଲେଣ୍ଟାଇନ ଡେ ରେ ପ୍ରପୋଜ କରିଲେ ନିଶ୍ଚୟ ସଚ୍ଚା ପ୍ରେମ ମିଳିବ ।

୩- ଯେଉଁ ମାନଙ୍କର ନାମ N ଅକ୍ଷର ରୁ ଆରମ୍ଭ ହୋଇଛି ସେମାନେ ବହୁତ ଗମ୍ଭୀର ବ୍ୟକ୍ତି ଅଟନ୍ତି । ସେ ପୁଅ ହେଉ ବା ଝିଅ ହେଉ କୌଣସି ବି N ନାମ ବାଲା ବ୍ୟକ୍ତି ଙ୍କ ପଛରେ ଦିୱାନା ହୋଇଥାନ୍ତି ।

୪- ଯେଉଁ ମାନଙ୍କର ପ୍ରଥମ ଅକ୍ଷର D ରୁ ଆରମ୍ଭ ହୋଇଛି ସେମାନଙ୍କୁ ଟିଏ କନ୍ଫିଡେଣ୍ଟ ରହିବାକୁ ହେବ । ଏବେ ଯାଇ ସେମାନଙ୍କୁ ତାଙ୍କର ସଚ୍ଚା ରେମ ମିଳିପାରେ ।

୫- ଯେଉଁ ମାନଙ୍କର ପ୍ରଥମ ଅକ୍ଷର M ରୁ ଆରମ୍ଭ ହୋଇଛି ଆପଣଙ୍କୁ ଆପଣଙ୍କର ସଚ୍ଚା ପ୍ରେମ ନିଶ୍ଚୟ ମିଳିବ । ଏହା ସହ ଭ୍ୟାଲେଣ୍ଟାଇନ ଡେ ଦିନ ନିଜ ସାଥୀଙ୍କୁ ନିଶ୍ଚୟ ପ୍ରପୋଜ କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *