Vastu Shastra- ନିଜେ ମା ଲକ୍ଷ୍ମୀ ଦେଇଛନ୍ତି ବରଦାନ, ଯିଏ ଏହି ସମୟରେ ଘରେ ଲଗାଇ ଥାଏ ଝାଡୁ, ତା’ ଘରକୁ ଆସନ୍ତି ସ୍ଵୟଂ ମା’ ଲକ୍ଷ୍ମୀ, ଧନ ଦୌଲତ ରେ ଭରିଯାଏ ଭଣ୍ଡାର

ବନ୍ଧୁଗଣ ଆମ ହିନ୍ଦୁଧର୍ମରେ ଘରକୁ ମନ୍ଦିର ମାନି ଥାନ୍ତି । ସେଥିପାଇଁ ବନ୍ଧୁଗଣ ଘରକୁ ସବୁବେଳେ ସଫା ରଖାଯାଇଥାଏ । ଯେଉଁ ବ୍ୟକ୍ତି ଘରକୁ ସଫା ସୁତୁରା ରଖି ନଥାନ୍ତି ସେମାନଙ୍କୁ ଆଜୀବନ ଦରିଦ୍ରତା ଭୋଗ କରିବାକୁ ପଡିପାରେ । ତେଣୁ ବନ୍ଧୁଗଣ ଘରକୁ ସବୁବେଳେ ସଫା ସୁତୁରା ରଖିବା ଉଚିତ ଏହା ଦ୍ଵାରା ଘରେ ଥିବା ନକରାତ୍ମକ ଊର୍ଜା ଦୂର ହୋଇଯାଇଥାଏ ।

ବନ୍ଧୁଗଣ ରାତି ସମୟରେ ଘରେ ନକରାତ୍ମକ ଶକ୍ତି ଗୁଡିକ ପ୍ରବେଶ କରିଥାଏ ତେଣୁ ସଖାଳେ ଉଠିବା ମାତ୍ରେ ସର୍ବ ପ୍ରଥମେ ଘରକୁ ସଫା କରିବା ଉଚିତ ଓ ସଫା କରିବା ପାଇଁ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଜିନିଷର ଆବଶ୍ୟକତା ରହିଛି ତାହା ହେଉଛି ଝାଡୁ । ବନ୍ଧୁଗଣ ପୁରାତନ କାଳରୁ ଝାଡୁର ଏକ ଅଲଗା ମହତ୍ଵ ରହିଛି । ଝାଡୁ ସହ ମା ଲକ୍ଷ୍ମୀଙ୍କର ସମ୍ବନ୍ଧ ରହିଥାଏ ଓ ମା ଲକ୍ଷ୍ମୀ ସେହି ଘରେ ପ୍ରବେଶ କରିଥାନ୍ତି ଯେଉଁ ଘର ସଫା ସୁତୁରା ଥାଏ । ତେଣୁ ବନ୍ଧୁଗଣ ଝାଡୁକୁ ମା ଲକ୍ଷ୍ମୀଙ୍କର ପ୍ରତୀକ ମଧ୍ୟ କୁହାଯାଇଛି ।

ହେଲେ ବନ୍ଧୁଗଣ ଆମେ ଝାଡୁ ସହ ଜଡିତ ଅଜଣାତରେ ଏପରି କିଛି ଭୁଲ କରି ବସିଥାଉ ଯାହାଦ୍ୱାରା ଆମକୁ ଆଜୀବନ ଦରିଦ୍ରତା ଭୋଗ କରିବାକୁ ପଡିଥାଏ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଝାଡୁ ସହ ଜଡିତ ଏପରି କିଛି ମହତ୍ଵପୂର୍ଣ୍ଣ କଥା ବିଷୟରେ କହିବୁ ଯାହାକୁ ଆପଣ ଧ୍ୟାନରେ ରଖିବା ନିହାତି ଆବଶ୍ୟକ । ଯଦି ଆପଣ ଏହି ସବୁ କଥାକୁ ଧ୍ୟାନରେ ରଖି ଚାଳିବେ ତା ହେଲେ ଆପଣ କେବେହେଲେ ଦରିଦ୍ରତାର ଶିକାର ହେବେ ନାହିଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ଝାଡୁକୁ ସବୁବେଳେ ଲୁଚାଇ ରଖିବା ଉଚିତ । ଯଦି ଆପଣ ଝାଡୁକୁ ଖୋଲାରେ ରଖିବେ ତା ହେଲେ ଆପଣଙ୍କ ଘରେ ନକରାତ୍ମକ ଶକ୍ତିର ପ୍ରଭାବ ବଢିଯିବ । ଏହା ବ୍ଯତୀତ ଯଦି ଆପଣଙ୍କ ଘରକୁ କୌଣସି ଅତିଥି ଆସିଛନ୍ତି ତା ହେଲେ ସେ ଯେମିତି ଆପଣଙ୍କ ଘରର ଝାଡୁକୁ ନଦେଖିବେ । ଝାଡୁ ଦେଖିବା ଦ୍ଵାରା ଘରେ ଧନର ହାନି ହୋଇଥାଏ ।

୨. ବନ୍ଧୁଗଣ ଯଦି ଆପଣଙ୍କ ଘରେ କୌଣସି ପୁରୁଣା ଝାଡୁ ଅଛି ଯାହା ଭାଙ୍ଗି ଯାଇଛି ତାକୁ ଆପଣ ଭୁଲ ସେ ମଧ୍ୟ ବ୍ୟବହାର କରନ୍ତୁ ନାହିଁ । ବାସ୍ତୁଶାସ୍ତ୍ର ଅନୁସାରେ ଭଙ୍ଗା ଝାଡୁରେ ଘର ସଫା କରିବା ଦ୍ଵାରା ବିଭିନ୍ନ ପ୍ରକାରର ସମସ୍ଯା ଆସିଥାଏ । ତେଣୁ ବନ୍ଧୁଗଣ ଯଦି ଆପଣଙ୍କ ଝାଡୁ ଭାଙ୍ଗି ଯାଇଛି ତା ହେଲେ ତାକୁ ତୁରନ୍ତ ବଦଳାଇ ଦିଅନ୍ତୁ ।

୩. ବନ୍ଧୁଗଣ ଝାଡୁକୁ ଠିଆ କରି ରଖିବା ଉଚିତ ନୁହେଁ । ଯଦି ଆପଣ ଏହି ଭୁଲ କରିବେ ତା ହେଲେ ଆପଣଙ୍କୁ ଆର୍ଥିକ ସମସ୍ଯା ଭୋଗ କରିବାକୁ ହେବ । ତେଣୁ ବନ୍ଧୁଗଣ ସବୁବେଳେ ଝାଡୁକୁ ଶୁଆଇ ରଖିବେ ।

୪. ବନ୍ଧୁଗଣ ସନ୍ଧ୍ୟା ପରେ କେବେହେଲେ ଘରେ ଝାଡୁ ମାରିବେ ନାହିଁ । ବାସ୍ତୁଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଉଦୟ ପରେ ଘରେ ଝାଡୁ ମାରିବା ବହୁତ ଅଶୁଭ ହୋଇଥାଏ । କାରଣ ଏହି ସମୟରେ ଘରେ ନକରାତ୍ମକ ଶକ୍ତିର ପ୍ରଭାବ ବଢିଯାଇଥାଏ । ଏହା ସହିତ ବନ୍ଧୁଗଣ ଯଦି ଆପଣ ନୂଆ ଝାଡୁ କିଣିବା ପାଇଁ ଚାହୁଁଛନ୍ତି ତା ହେଲେ ଆପଣ ଶନିବାର ଦିନ କିଣିପାରିବେ । ଏହି ଦିନରେ ଝାଡୁ କିଣିଲେ ଘର ପାଇଁ ବହୁତ ଶୁଭ ହୋଇଥାଏ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *