ତାଙ୍କ ମନରେ ଆପଣଙ୍କ ପାଇଁ କଣ ଚାଲିଛି ବା ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି କଣ ଆପଣ ଜାଣିବାକୁ ଚାହାନ୍ତି କି ? ତେବେ ଏଥିପାଇଁ ଆପଣଙ୍କୁ ଇଂରାଜୀ ଅକ୍ଷର ୨୬ଟିରୁ ଯେ କୌଣସି ଗୋଟିଏ ଅକ୍ଷର ଚୟନ କରିବାକୁ ହେବ । ସେହି ଅକ୍ଷର କହିବ ଆପଣଙ୍କ ପାଇଁ ତାଙ୍କ ମନରେ କଣ ଚାଲିଛି । ଆସନ୍ତୁ ଆରମ୍ଭ କରିବା ମଜାଦାର ଲାଭ କୁଇଜ ଗେମ ।
୧- A ଆପଣ ଚୁଜ କରିଛନ୍ତି ସେ ଆପଣଙ୍କୁ ବହୁତ ଭଲ ପାଉଛନ୍ତି ।
୨- B ଆପଣ ଚୁଜ କରିଛନ୍ତି ତାଙ୍କ ମନରେ ଆପଣ ନୁହେଁ ଆଉ କେହି ଅଛି ।
୩- C ଆପଣ ଚୁଜ କରିଛନ୍ତି ସେ ଆପଣଙ୍କୁ କେବେ ହରାଇବାକୁ ଚାହୁଁ ନାହାନ୍ତି ।
୪- D ଆପଣ ଚୁଜ କରିଛନ୍ତି ସେ ଆପଣଙ୍କୁ ତାଙ୍କ ପାଖରେ ରଖିବାକୁ ଚାହୁଛନ୍ତି ।
୫- E ଆପଣ ଚୁଜ କରିଛନ୍ତି ସେ ଆପଣଙ୍କୁ ପସନ୍ଦ ଆରିବା ଆରମ୍ଭ କରିଛନ୍ତି ।
୬- F ଆପଣ ଚୁଜ କରିଛନ୍ତି ସେ ଆପଣଙ୍କ ସହ ବୁଲିବା ପାଇଁ ଚାହୁଁଛନ୍ତି ।
୭- G ଆପଣ ଚୁଜ କରିଛନ୍ତି ଆପଣ ତାଙ୍କୁ ବହୁତ କ୍ୟୁଟ ଲାଗନ୍ତି ।
୮- H ଆପଣ ଚୁଜ କରିଛନ୍ତି ଏ ଆପଣଙ୍କୁ ଆଇ ଲଭ ୟୁ କହିବାକୁ ଚାହୁଁଛନ୍ତି ।
୯- I ଆପଣ ଚୁଜ କରିଛନ୍ତି ଆପଣ ତାଙ୍କୁ ବହୁତ ପ୍ୟାରା ଲାଗୁଛନ୍ତି ।
୧୦- J ଆପଣ ଚୁଜ କରିଛନ୍ତି ଆପଣ ତାଙ୍କୁ ବହୁତ ଫନି ଲାଗୁଛନ୍ତି ।
୧୧- K ଆପଣ ଚୁଜ କରିଛନ୍ତି ସେ ଆପଣଙ୍କୁ ମ୍ୟାରେଜ କରିବାକୁ ଚାହୁଁଛନ୍ତି ।
୧୨- L ଆପଣ ଚୁଜ କରିଛନ୍ତି ସେ ଆପଣଙ୍କୁ ନିଜର କରିବାକୁ ଚାହୁଁଛନ୍ତି ।
୧୩- M ଆପଣ ଚୁଜ କରିଛନ୍ତି ସେ ଆପଣଙ୍କୁ ତାଙ୍କ ମନର କଥା କହିବାକୁ ଚାହୁଁଛନ୍ତି ।
୧୪- N ଆପଣ ଚୁଜ କରିଛନ୍ତି ସେ ଆପଣଙ୍କୁ ବିଲକୁଲ ସିରିଏସ ନେଇ ପ୍ରେମ କରୁ ନାହାନ୍ତି ।
୧୫- O ଆପଣ ଚୁଜ କରିଛନ୍ତି ସେ ଆପଣଙ୍କୁ ନେଇ ବହୁତ କନ୍ଫ୍ଯୁଜ ଅଛନ୍ତି ।
୧୬- P ଆପଣ ଚୁଜ କରିଛନ୍ତି ସେ ଆପଣଙ୍କୁ ଭଲ ପାଇବାକୁ ଚାହୁଁଛନ୍ତି ।
୧୭- Q ଆପଣ ଚୁଜ କରିଛନ୍ତି ସେ ଆପଣଙ୍କ ସହ ଝଗଡା କରିବାକୁ ଚାହୁଁଛନ୍ତି ।
୧୮- R ଆପଣ ଚୁଜ କରିଛନ୍ତି ସେ ଜୀବନ ସାରା ଆପଣଙ୍କ ସହ ରହିବାକୁ ଚାହୁଛନ୍ତି ।
୧୯- S ଆପଣ ଚୁଜ କରିଛନ୍ତି ସେ ସାତ ଜନ୍ମ ଯାଏଁ ଆପଣଙ୍କ ସାଥ ନିଭାଇବେ ।
୨୦- T ଆପଣ ଚୁଜ କରିଛନ୍ତି ସେ ଆପଣଙ୍କୁ ପ୍ରପୋଜ କରିବାକୁ ଚାହୁଁଛନ୍ତି ।
୨୧- U ଆପଣ ଚୁଜ କରିଛନ୍ତି ସେ ଆପଣଙ୍କ ସହ ବ୍ରେକଅପ କରିବାକୁ ଚାହୁଁଛନ୍ତି ।
୨୨- V ଆପଣ ଚୁଜ କରିଛନ୍ତି ସେ ମନରେ ଆପଣଙ୍କୁ ପସନ୍ଦ କରୁଛନ୍ତି ।
୨୩- W ଆପଣ ଚୁଜ କରିଛନ୍ତି ସେ ଆପଣଙ୍କୁ ତାଙ୍କ ପାଇଁ ଲକି ମାନୁଛନ୍ତି ।
୨୪- X ଆପଣ ଚୁଜ କରିଛନ୍ତି ସେ ଆପଣଙ୍କ ସହ ଝଗଡା କରିବାକୁ ଚାହୁଁଛନ୍ତି ।
୨୫- Y ଆପଣ ଚୁଜ କରିଛନ୍ତି ସେ ଆପଣଙ୍କୁ ଦେଖିବା ପାଇଁ ଚାହୁଁଛନ୍ତି ।
୨୬- Z ଆପଣ ଚୁଜ କରିଛନ୍ତି ସେ ଆପଣଙ୍କ ଉପରେ ରାଗିଛନ୍ତି । ବନ୍ଧୁଗଣ କୁଇଜ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ ।