ପ୍ରତେକ ଘରେ ଓ ସବୁ ଧର୍ମ ରେ ଆମେ ଜାଣିଛେ କି ଆମ ଜୀବନରେ ଦୀପର ମହତ୍ଵ ଅଧିକା । ସବୁ ଡାହେମ ରେ ଏହାକୁ ମାନ୍ୟତା ଦେଇଛି । ଏହା ପରେ ଆମେ ଯାହା ଭି ଜାଣିଛେ ଯେଉଁ ଭଳି କି ଘରକୁ କେହି ଆସିଲେ ଆମେ ଦୀପରେ ଆଗରୁ ସ୍ଵାଗତ କରୁଥିଲୁ ଏହାର ମଧ୍ୟ କାରଣ ଥିଲା ପାଞ୍ଚ ତତ୍ବରେ ତିଆରି ଏହି ଶରୀର ସବୁ ବେଳେ ଆମ ଆଖ ପାଖରେ ରହି ଥାଏ । ଆଉ ଦୀପ ର ମହତ୍ଵ ସବୁ ବେଳେ ସୂର୍ଯ୍ୟ ସହ ଅଛି ।
ଯଦି ଦେଖିବା ପାଇ ଯିବା ତ ଆମେ ଯେଉଁ ସମୟରେ ପ୍ରକାଶ ଖୋଜିଥାଉ ସେହି ସମୟରେ ଆମକୁ ରାସ୍ତା ଦେଖାଇବା ପାଇଁ ଏହା ଆମ ସାଥି ହୋଇଥାଏ । ତେବେ ଏହା ଆମକୁ ଏବାଲା ଆଲୋକ ପ୍ରଦାନ କରି ନଥାଏ କରିଥାଏ ଶକ୍ତି ଓ ସାହାଶ ଧର୍ଯ୍ୟ ମଧ୍ୟ ଦେଇଥାଏ ।
ଏହା ଆମ ପୂଜା ଏପାଇଁ ମଧ୍ୟ ଏକ ଗୁରତ୍ଵ ପୂର୍ଣ ଅଛି । ଭଗବାନ ଙ୍କ ପାଖରେ ଲଗା ଯାଉଥିବା ଦୀପର ମହତ୍ଵ ଏହାକି ଏହା କେବଳ ଅନ୍ଧକାର ହଟାଇ ନଥାଏ ଏହା ଆମ ଜୀବନରେ ସୁଖ ସମୃଦ୍ଧି ମଧ୍ୟ ଆଣିଥାଏ । ଦୀପ ଲାଗିବା ଦ୍ଵାରା ଆମେ ଈଶ୍ବରୀୟ ଶକ୍ତି ଓ ଧାର୍ମିକ ଶକ୍ତି ପାଇଥାଉ ।
ଏହାକୁ ଆମେ ଜଦି ସଠିକ ବାହାବେ ଲଗାଇବା ତେବେ ଆମ ଜୀବନର ସମସ୍ଯା ଦୂର ହୋଇଯିବ । ଭଗବାନ ଙ୍କ ପାଖରେ ଲଗା ଯାଇଥିବା ଦୀପ ଯଦି ଅନେକ ସମୟ ଯାଏ ଜଳେ ତେବେ ଏହା ଭଲ ବୋଲି କୁହାଯାଏ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଦେଖିବା ପାଇଁ ଗଲେ ଦୀପ କୁ ସକରାତ୍ମକ ର ପ୍ରତୀକ କୁହାଯାଏ ।
ଘର ମନ୍ଦିର ସବୁ ବେଳେ ଘରର ଐଇସୋନ୍ୟ କୋଣରେ କରିବା ରହିବା କଥା । ଆପଣ ଯଦି ପୂଜା କରିବା ସେତେବେଳେ ଦୀପର ମୁହଁ ଯେଉଁ ଭଳି ବାହାବେ ପୂର୍ବ ଦିଗକୁ ରହିବା କଥା । ଯାହା ଦ୍ଵାରା ଧନ ପ୍ରାପ୍ତି ଓ ସୁଖ ମିଳିଥାଏ । ଏହା କୁହାଯାଏ କି ଘିଅ କିମ୍ବା ସୋରିଷ ତେଲ କିମ୍ବା ଜଡା ତେଲରେ ଲଗାଇବା ଦ୍ଵାରା ଏହା ସୁର୍ଗ ଯାଏ ଯାଇ ଥାଏ ।
ଏହା ସହ ଏହା ଲିଭିବା ପରେ ମଧ୍ୟ ଅନେକ ସମୟ ଯାଏ ଏହି ଜାଗାରେ ରହି ଥାଏ । କୁହାଜେ କି ସୋରିଷ ତେଲରେ ଦୀପ ଲଗାଇବା ଦ୍ଵାରା ଶନି ଦେବ ଙ୍କ କୃପା ମିଳି ଥାଏ । ସୂର୍ଯ୍ୟ ଦେବ ସକଳ ଶକ୍ତି ର ଆଧାର । ଆପଣ ଯଦି ହନୁମାନ ଜି ଙ୍କୁ ଓ ସୂର୍ଯ୍ୟ ଭଗବାନ ଙ୍କୁ ପୂଜା କରିବା ପାଇଁ ସ୍ଥିର କରିଛନ୍ତି ତେବେ ଆପଣ ସୋରିଷ ତେଲର ବ୍ୟବହାର କରିବା ନିହାତି ଭାବେ ଦରକାର । ଆପଣ ଘରେ ପୂଜା ରେ ଘିଅ, ଚମେଲୀ ର ତେଲ ର ଦୀପ ଲଗାଇବା ଭଲ ହୋଇ ଥାଏ ।
ଆପଣ ଯେବେଭି ଦୀପ ଲିଭାଇବା ପାଇ ଚାହିଁବେ ତେବେ ମୁହଁ ରେ ଏହାଉ ଫୁଙ୍କିବେ ନି ଏହାକୁ ଆପଣ କାନୀରେ କିମ୍ବା ହାତରେ ପଙ୍ଖା କରିକି ଲିଭେଇବେ । ଆପଣ ଯଦି ତେଲ ଦୀପ ଲଗାଉଛନ୍ତି ଏହାକୁ ଡାହାଣ ପଟେ ଓ ଯଦି ଘିଅ ଦୀପ ଲଗାଉ ଛନ୍ତି ଏହାକୁ ବାମ ପଟେ ଲଗାଇବା ଭଲ ହୋଇଥାଏ ।