ଭଗବାନ ଶିବ ଙ୍କର ଅତି ପ୍ରିୟ ରାଶି ହୋଇଥାନ୍ତି ଏହି 2ଟି ରାଶି । ଭଗବାନ ଶିବଙ୍କର ଅଂସ ହୋଇଥାନ୍ତି ଏହି 2 ରାଶି ।

ବନ୍ଧୁଗଣ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ପ୍ରତେକ ବ୍ୟକ୍ତି ଜନ୍ମ ହେବା ସମୟରେ ନିଜର ଭାଗ୍ୟ ନେଇକି ଆସିଥାଏ । ଯାହା ସେମାନଙ୍କର ପୂର୍ବ ଜନ୍ମର କର୍ମ ଦ୍ଵାରା ସ୍ଥିର ହୋଇଥାଏ । ସେଥିପାଇଁ ତ କିଛି ବ୍ୟକ୍ତି ରାଜ ସୁଖ ଭୋଗ କରୁଥିବା ବେଳେ କିଛି ବ୍ୟକ୍ତି ଦରିଦ୍ରତା ଭୋଗ କରିଥାନ୍ତି । 12ଟି ରାଶିର ସ୍ଵଭାବ, ବ୍ୟକ୍ତିତ୍ବ ଅଲଗା ଅଲଗା ହୋଇଥାଏ ଯାହା ସେମାନଙ୍କର ଭବିଷ୍ୟତ ବିଷୟରେ ସ୍ଥିର କରିଥାଏ । ଆଜି ଆମେ ଆପଣଙ୍କୁ ଏପରି 2ଟି ଭାଗ୍ଯବାନ ରାଶି ବିଷୟରେ କହିବୁ ଯେଉଁ ମାନେ ଦୁନିଆର ସବୁଠାରୁ ଶକ୍ତିଶାଳୀ ରାଶି ହୋଇଥାଏ । ଏମାନଙ୍କ ଉପରେ ମହାଦେବଙ୍କ କୃପା ମଧ୍ୟ ରହିଥାଏ ।

ଦେବ ଦେବଙ୍କ ମହାଦେବ ଦେବତା ମାନଙ୍କ ଅମଧ୍ୟରେ ଶ୍ରେଷ୍ଠ ଅଟନ୍ତି । ଭକ୍ତ ପ୍ରେମୀ ହୋଇଥାନ୍ତି ମହାଦ୍ବ । ତାଙ୍କର କୃପା ଦ୍ଵାରା ପ୍ରତେକ ବ୍ଯକ୍ତିର ଇଚ୍ଛା ପୂରଣ ହୋଇଥାଏ । ସେଥିପାଇଁ ମହାଦେବ ଙ୍କୁ ମନସ୍କାମନା ପୂର୍ଣ୍ଣର ନାମ ଦିଆ ଯାଇଛି । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଏହି 2ଟି ରାଶି ଭଗବାନ ଶିବଙ୍କର ଆରାଧ୍ୟ ଅଟନ୍ତି । ଯାହାଙ୍କ ଉପରେ ଭୋଳାନାଥଙ୍କ କୃପା ରହିଥାଏ । ଏହି କାରଣରୁ ଏହି ରାଶିଙ୍କର ଦୁର୍ଭାଗ୍ୟ ସୌଭାଗ୍ୟ ରେ ପରିଣତ ହୋଇଥାଏ । ଏବେ ଆସନ୍ତୁ ଜାଣିବା ସେହି ରାଶିଙ୍କ ବିଷୟରେ ବିସ୍ତାର ଭାବେ ।

ମେଷ ରାଶି : ଆପଣଙ୍କ ଉପରେ ଭଗବାନ ଶିବଙ୍କର ବିଶେଷ କୃପା ରହିଥାଏ । ଏମାନେ ଭଗବାନ ଶିବଙ୍କର ଆରାଧ୍ୟ ଅଟନ୍ତି । ଆପଣଙ୍କର ସବୁ ସମସ୍ଯା ଅଧିକ ଦିନ ଯାଏଁ ରୁହେନି । ଏମାନେ କର୍ମ ରେ ପ୍ରଭାବଶାଳି ହେବା କାରଣରୁ କାମ ରେ ଜଲ୍ଦି ସଫଳତା ମିଳିଥାଏ । ଏମାନଙ୍କ ପରିବାର ହସ ଖୁସି ରେ କଟିଥାଏ । ସମାଜ ରେ ମାନ ସମାନ ଏମାନଙ୍କର ଅଧିକ ରହିଥାଏ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ପରିବାର ଓ ଜୀବନ ସାଥିଙ୍କ ସହ ଆପଣ ପାଇଥାନ୍ତି । ଏମାନେ ଯେଉଁ କ୍ଷେତ୍ରରେ ରହିଥାନ୍ତି ଉଚ୍ଚ ସ୍ତର ରେ ରହିଥାନ୍ତି ।

ଧନୁ ରାଶି : ଏହି ରାଶିର ସ୍ଵାମୀ ଗ୍ରହ ଅଟନ୍ତି ବୃହସ୍ପତି ଯିଏ କି ଗ୍ରହ ମାନଙ୍କର ରାଜା ଅଟନ୍ତି । ଏହି କାରଣରୁ ଅନ୍ୟ ଗ୍ରହ ମାନଙ୍କର ଖରାପ ଗ୍ରହର ପ୍ରଭାବ ଏହି ରାଶି ଉପରେ ପଡି ନ ଥାଏ । ଯାହା ଦ୍ଵାରା ଏହି ରାଶି ଜୀବନରେ ସୁଖ ସମୃଦ୍ଧି ଆସିଥାଏ । ଏମାନେ ଖୁବ ପ୍ରଭାବଶାଳି ଏବ ସହ ଧନ ଓ ଯଶ ମଧ୍ୟ ଏମାନଙ୍କର ଉଚ୍ଚ କୋଠିର ହୋଇଥାଏ ।

ଏମାନେ ଭୋଳାନାଥ ଙ୍କର ଅନୁଶରଣଗାମୀ ହେବାରୁ ମହାଦେବ ଏମାନଙ୍କ ଉପରେ କୃପା ଦୃଷ୍ଟି ରଖିଥାନ୍ତି । ଯାହା ଏହି ରାଶିକୁ ଅଧିକ ଭାଗ୍ୟଶାଳୀ କରି ଦେଇଥାଏ । ଏମାନେ ହସ ଖୁସି ରେ ଜୀବନ ବିତାଇଥାନ୍ତି । ତେବେ ଏହା ଥିଲା ସେହି 2ଟି ରାଶି ଯେଉଁ ମାନଙ୍କ ଉପରେ ଭଗବାନ ଶିବ ଙ୍କର କୃପା ଦ୍ରୁଷ୍ଟି ରହିଥାଏ । ଏମାନେ ହେଉଛନ୍ତି ଦୁନିଆର ସବୁଠାରୁ ଶକ୍ତିଶାଳୀ ରାଶି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *