10+ GK- ନଡିଆ ତେଲ ସହିତ କଣ ମିଶାଇ ଲଗାଇଲେ ଶ୍ୟାମଳ ରଙ୍ଗ ଗୋରା ହୋଇଯିବ ?

ବନ୍ଧୁଗଣ ଆଜି କାଲିର ବ୍ୟକ୍ତିଙ୍କର ଜୀବନ ବହୁତ ବ୍ୟସ୍ତ ବହୁଳ ହୋଇ ପଡିଲାଣି । ହେଲେ ସେହି ମଧ୍ୟରେ ବି ବ୍ୟକ୍ତି ନିଜ ମନକୁ ଖୁସି କରି ନିଜ ଜୀବନର ଚଲା ପଥରେ ଆଗେଇ ଚାଲିଛି । ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ଥଳ ରେ ବହୁତ ଦରକାର ପଡିଥାଏ ।

ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଏହି ସବୁ ପ୍ରଶ୍ନ ର ଉତ୍ତର ଆପଣ ଜାଣିଥିଲେ ମଧ୍ୟ ଅନେକ ସମୟରେ ଦରକାରୀ ସମୟରେ ଦେଇ ପାରି ଣ ଥାନ୍ତି । ଯାହା ପାଇଁ ଆପଣଙ୍କୁ ପରେ ଅନୁତାପ କରିବାକୁ ପଡିଥାଏ । ତେବେ ଏହି ସବୁ ପ୍ରଶ୍ନ ବହୁତ ସହଜ ଓ ସରଳ । ଯାହା ଛାତ୍ର ଛାତ୍ରୀ ମାନେ ମଧ୍ୟ ଜାଣିବା ନିହାତି ଜରୁରୀ ଅଟେ । ତେବେ ଆସନ୍ତୁ ଜାଣି ନେବା ସେହି ସବୁ ପ୍ରଶ୍ନ ଓ ଏହାର ଉତ୍ତର ।

1- ଗୋଟିଏ ବର୍ଷ ରେ କେତେ ଥର ଚନ୍ଦ୍ରଗ୍ରହଣ ହୋଇଥାଏ ?

ଉତ୍ତର- 5 ଥର ।

2- କଲରା ଖାଇବା ଦ୍ଵାରା କେଉଁ ରୋଗ ଭଲ ହୋଇଥାଏ ?

ଉତ୍ତର- କୋଷ୍ଠ କାଠିନ୍ଯ ।

3- କେଉଁ ଜୀବ ର କେବେ ବି ମୃତ୍ୟୁ ହୋଇ ନ ଥାଏ ?

ଉତ୍ତର- ଜେଲି ଫିସ ।

4- ଭାରତର କେଉଁ ପ୍ରଧାନମନ୍ତ୍ରୀ 3ଟି ବିବାହ କରିଥିଲେ ?

ଉତ୍ତର- ମୋରାରଜି ଦେଶାଇ ।

5- ଧୁଳି ପ୍ରଦ୍ଯୁଷଣ କୁ ରୋକିବାରେ କେଉଁ ଗଛ ସାହାର୍ଯ୍ୟ କରିଥାଏ ?

ଉତ୍ତର- ପିପଲ ଗଛ ।

6- କୁମ୍ଭ ମେଳା କେତେ ବର୍ଷରେ ଥରେ ହୋଇଥାଏ ?

ଉତ୍ତର- 12 ବର୍ଷ ।

7- ମରୁଭୁମି ରେ କେଉଁ ଗଛ ଅଧିକ ଦେଖା ଯାଇଥାଏ ?

ଉତ୍ତର- କ୍ୟାକଟସ ଗଛ ।

8- ବର୍ଷର କେଉଁ ମାସରେ ଅଧିକ ସଂଖ୍ୟା ରେ ଶିଶୁ ଜନ୍ମ ହୋଇଥାନ୍ତି ?

ଉତ୍ତର- ଅଗଷ୍ଟ ।

9- ଭାରତର କେଉଁ ସହରକୁ ସ୍ଵପ୍ନ ର ସହର ବୋଲି କୁହା ଯାଇଥାଏ ?

ଉତ୍ତର- ମୁମ୍ବାଇ ।

10- ଦି ସିଟି ଅଫ ଡ୍ରିମ କେଉଁ ସହରକୁ କୁହାଯାଏ ?

ଉତ୍ତର- ମୁମ୍ବାଇ ।

11- ନଡିଆ ତେଲ ସହିତ କଣ ମିଶାଇ ଲଗାଇଲେ ଶ୍ୟାମଳ ରଙ୍ଗ ଗୋରା ହୋଇଯିବ ?

ଉତ୍ତର- ଲେମ୍ବୁ ଓ ଅଁଳା ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ନିଜର ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *