ନିଜ ଘରେ ଲଗାନ୍ତୁ ଏହି 3ଟି ଫଟୋ – ତାପରେ ଦେଖନ୍ତୁ ଚମତ୍କାର, ଦୁନିଆର ସବୁ ଖୁସି ମିଳିବ ।

ବନ୍ଧୁଗଣ ମଣିଷ ଜୀବନ ଅଛି ଏହାର ଅର୍ଥ ସୁଖ ଦୁଃଖ ଲାଗି ରହିଥାଏ । ତାହା ସହ ଘରେ ଥିବା ବାସ୍ତୁ ଦୋଷ କାରଣରୁ ନେଗେଟିଭ ଊର୍ଜା ସୃଷ୍ଟି ହୋଇଥାଏ । ଯାହା ଫଳରେ ମଣିଷ ଯାହା କରିବାକୁ ଚାହୁଁଥାଏ ତାହା କରିପାରେ ନାହିଁ । ଏମିତିକି ଘରେ କିଛି ନା କିଛି ଅଶୁଭ ଘଟିଥାଏ । କିନ୍ତୁ ମଣିଷ ଚାହିଁଲେ ଏହି ସବୁ ବାସ୍ତୁ ଦୋଷକୁ ନିଜେ ନିବାରଣ କରିପାରିବ । ବାସ୍ତୁ ଅନୁଯାୟୀ ମଣିଷର କିଛି କର୍ମ ରହିଛି ଯାହାକୁ ସଠିକ ଭାବେ କରିଲେ ବାସ୍ତୁ ଦୋଷ ଦୂର ହେବ ଓ ପଜେଟିଭ ଊର୍ଜା ସୃଷ୍ଟି ହେବ । ଆସନ୍ତୁ ଜାଣିବା ସେହି ବିଷୟରେ ବିସ୍ତାର ଭାବେ ।

1- ଭଗବାନ ଗଣେଶ ଙ୍କ ଫୋଟୋ : ଭଗବାନ ଗଣେଶ ହେଉଛନ୍ତି ଅଗ୍ର ପୂଜ୍ୟ । ତାଙ୍କର ଆରାଧନା କରିଲେ ବିଦ୍ୟା, ବୁଦ୍ଧି, ଧ ନ ସମ୍ପତି ପ୍ରାପ୍ତ ହୋଇଥାଏ । ଏଣୁ ଘରର ମୁଖ୍ୟ ଦ୍ଵାର ର ଉପର ଭାଗରେ ଗଣେଶ ଜୀ ଙ୍କ ଫୋଟୋ ଲଗାଇବା ଉଚିତ । କୌଣସି କାମରେ ବାହାରକୁ ଯିବା ସମୟରେ ଗଣେଶ ଭଗବାନ ଙ୍କ ଦର୍ଶନ କରିବା ଉଚିତ ହୋଇଥାଏ । ଏହା ଦ୍ଵାରା ଶୁଭ ହେବା ସହ ଯେ କୌଣସି ବ୍ୟକ୍ତି ଗୃହକୁ ପ୍ରବେଶ କରିବେ ତାଙ୍କର ନଜର ଗଣେଶ ଜୀ ଙ୍କ ମୂର୍ତ୍ତି ଉପରେ ପଡିବ । ଏହା ଫଳରେ ଯେ କୌଣସି ନେଗେଟିଭ ଊର୍ଜା ଗୃହକୁ ପ୍ରବେଶ କରିପାରିବ ନାହିଁ । ଘର ଉପରେ କୋପ ଦ୍ରୁଷ୍ଟି ପଡିବ ନାହିଁ ।

2- ହନୁମାନ ଜୀ ଙ୍କ ଫୋଟୋ : ଘରର ମୁଖ୍ୟ ଦ୍ଵାରା ରେ ଗଣେଶ ଜୀ ଙ୍କ ଫୋଟୋ ଲଗାଇବା ଉଚିତ । ଠିକ ଏହାର ବିପରୀତ ମାନେ ଘରର ପଛ ପଟେ ମୁଖ୍ୟ ଦ୍ଵାରା ରେ ପଞ୍ଚମୁଖୀ ହନୁମାନ ଙ୍କ ଫୋଟୋ ଲଗାଇବା ଉଚିତ । ଘରର ମୁଖ୍ୟ ଦ୍ଵାର ରେ ଗଣେଶ ଜୀ ଓ ପଛ ପଟେ ପଞ୍ଚମୁଖୀ ହନୁମାନ ଙ୍କ ଫୋଟୋ ଲଗାଇଲେ ଶୁଭ ହୋଇଥାଏ । ଏହା ଦ୍ଵାରା ନେଗେଟିଭ ଶକ୍ତି ଦୂର ହେବ । ଓ ବାସ୍ତୁ ଦୋଷର ନିବାରଣ ହେବ । କାହିଁକି ନା ହନୁମାନ ଜୀ ହେଉଛନ୍ତି ସଙ୍କଟ ନିବାରକ । ତାଙ୍କୁ ସଙ୍କଟ ମୋଚନ ନାମରେ ମଧ୍ୟ ଜଣା ଯାଇଥାଏ ।

3- ବାସୁ ଶାସ୍ତ୍ର ଅନୁଯାୟୀ ଘରର ଭିତର ପରେ ଅର୍ଥାତ ଡ୍ରଇଙ୍ଗ ରୁମରେ ଯୋଡା ମାଛ ବା ଗୋଟେ ମାଛ ଖେଳୁ ଥିବାର ଫୋଟୋ ଲଗାଇବା ଉଚିତ ହୋଇଥାଏ । ଏହା ଦ୍ଵାରା ବାସ୍ତୁ ଦୋଷ ଦୂର ହେବା ସହ ପଜେଟିଭ ଊର୍ଜା ସୃଷ୍ଟି ହେବ । ଏମିତି କି ଘର ଉପରେ କାହାର ବି ଖରାପ ନଜର ଲାଗିବ ନାହିଁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *