କେଉଁ ତେଲ ମୁଣ୍ଡରେ ଲଗାଇଲେ ଭାଗ୍ୟ ଉଦୟ ହୋଇଥାଏ ? ଏହା ସହ ଆହୁରି 10+ Ajira Anuchinta

ଜୀବନରେ ସୁଖ, ଦୁଖ, ଅଭାବ ଲାଗି ରହିଥାଏ । ତେବେ ଅଭାବ ଦୂର କରିବା ପାଇଁ ହେଲେ କିଛି ବାସ୍ତୁ ଉପାୟ ପାଳନ କରିବା ନିତାନ୍ତ ଆବଶ୍ୟକ ହୋଇଥାଏ । ୧- ଶୋଇବା ଘରେ କେବେବି ଝାଡାଉ ବ ପୋଛା କପଡା ରଖିବା ଦ୍ଵାରା ଝଗଡା ଦେଖାଦିଏ । ୨- ଘରେ କେବେବି ବେସୀ ପୁରୁଣା ଝାଡୁ ରଖିଲେ ଅଯଥା ଖର୍ଚ୍ଚ ବୃଦ୍ଧି ହୁଏ । ରାତିରେ ଘରର ମୁଖ୍ୟଦ୍ବାରର ଭିତର ପାଖରେ ଝାଡୁ ରଖିଲେ ଅଶୁଭ ଶକ୍ତି ଘରେ ପ୍ରବେଶ କରିନ ଥାନ୍ତି ।

୩- ଘରେ ଅଶୁଭ ହେଉଥିଲେ ମନ୍ଦିରରେ ନୂଆ ଝାଡୁ ଦାନ କରିବା ଉଚିତ । ଝାଡୁ ଦ୍ଵାରା କୌଣସି ପଶୁଙ୍କୁ ଆଘାତ କରିବା ଅନୁଚିତ । ଝାଡୁ ସ୍ଵପ୍ନରେ ଦେଖିଲେ ଧନ ହାନି ହେବାର ସଂକେତ ମିଳିଥାଏ ।

୪- କୌଣସି ଜରୁରୀ କାମ ହେଉନ ଥିଲେ ତକିଆ ତଳେ ଗୁଜୁରାତି ରଖିକି ବାହାର ଲୋକଙ୍କୁ ଖାଇବାକୁ ଦେଲେ ଅଟକିଥିବା କାର୍ଯ୍ୟ ସଂପୂର୍ଣ୍ଣ ହୁଏ ।

୫- ସୁନ୍ଦର ବର ବା କନ୍ୟା ସହ ବିବାହ କରିବାକୁ ଚାହୁଁଥିଲେ ଗୁରୁବାରରେ ହଳଦିଆ କପଡାରେ ଗୁଜୁରାତି ବାନ୍ଧି କୌଣସି ମନ୍ଦିର ପାଖରେ ରଖିଲେ ତାହା ପ୍ରାପ୍ତ ହୁଏ

। ୬- ଯଦି ପିଲାଙ୍କ ପାଠରେ ମନ ଲାଗୁ ନାହି ତେବେ କ୍ଷୀରରେ ଗୁଜୁରାତି ପକାଇ ଖାଇବାକୁ ଦେଲେ ମଙ୍ଗଳ ହୁଏ । ବିବାହରେ ବାଧା ଆସୁଥିଲେ ଶୁକ୍ରବାରରେ ଗୁଜରାତି ସହ ମିଠା ଫଳ ନଦୀରେ ପ୍ରବାହିତ କରିଲେ ସୁଫଳ ମିଳେ ।

୭- ପର୍ସରେ ରୁଦ୍ରାକ୍ଷ ରଖିଲେ ଶୁଭ ହେବା ସହ ଧନ ବୃଦ୍ଧିରେ ସାହାଜ୍ଯ କରିଥାଏ । ପର୍ସରେ ଗୋମରିଚକ୍ର ରଖିଲେ ମଙ୍ଗଳ ହେବା ସହ ଟଙ୍କାର ଅଭାବ ଦୂର ହୁଏ ।

୮- ପର୍ସରେ ଅକ୍ଷତ ଚାଉଳ ରଖିଲେ ଅଯଥା ଖର୍ଚ୍ଚ ଦୂର ହୁଏ । ନିଜର ପର୍ସରେ ଓସ୍ତ ପତ୍ର ଅଭିମନ୍ତ୍ରିତ କରି ଶୁଭ ମୁହୂର୍ତ୍ତରେ ରଖିଲେ ପଇସାର ଅଭାବ ଦୂର ହୁଏ ।

୯- କାର୍ଯ୍ୟ କ୍ଷେତ୍ରରେ ବିଭିନ୍ନ ସମସ୍ଯା ହେଉଛି ତେବେ ଶନିବାରରେ ହନୁମାନଙ୍କୁ ଘିଅ ଓ ସିନ୍ଦୁର ଅର୍ପଣ କରିଲେ ତାହା ଦୂର ହୁଏ । ଶନିବାରରେ ବେଲଗଛରେ ଦୁଇମୁଖୀ ଦୀପ ଜାଳିଲେ ମା ଲକ୍ଷ୍ମୀଙ୍କ କୃପା ମିଳିଥାଏ ।

୧୦- ରାତିରେ ଶୋଇବା ସମୟରେ ନାଭିରେ ସୋରିଷ ତେଲ ଲଗାଇ ଶୋଇବା ଦ୍ଵାରା ଓଠ ଫାଟି ନ ଥାଏ । ଘରେ ରୁଟି ତିଆରି ସମୟରେ ଶେଷ ରୁଟିରେ ଗୁଡ ଲଗାଇ ଅସୁସ୍ଥ ରହୁଥିବା ପିଲାଙ୍କ ଚାରିପଟେ ବୁଲାଇ କୁକୁରକୁ ଖାଇବାକୁ ଦେଲେ ଶରୀର ସୁସ୍ଥ ହୋଇଥାଏ ।

୧୧- ଯଦି ଧାର କରଯ ବୃଦ୍ଧି ହୋଇ ଅନେକ ସମସ୍ଯା ଦେଖାଯାଉଛି ଶନିବାରରେ ହନୁମାନଙ୍କ ମନ୍ଦିରରେ ବିଡିଆ ପାନ ଅର୍ପଣ କରିଲେ ତାହା ଦୂର ହୁଏ । ଘରେ ପୋଛା ଲଗାଇବା ସମୟରେ ଫିଟିକିରି ମିଶାଇଲେ ଅଶୁଭ ଶକ୍ତି ଦୂର ହୁଏ ।

୧୨- ହୃଦ ରୋଗ ପୀଡିତ ଲୋକେ ସକାଳୁ ୫ଟି ତୁଳସୀ ପତ୍ର ଖାଇଲେ କୋଲେଷ୍ଟ୍ରୋଲ କମ ହୋଇଥାଏ । ମୁଣ୍ଡରେ ସୋରିଷ ତେଲ ଶନିବାର ଦିନ ଲଗାଇଲେ ଭାଗ୍ୟ ଉଦୟ ହେବା ସହ ବିଭିନ୍ନ ସମସ୍ଯା ଦୂର ହୁଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *