ବନ୍ଧୁଗଣ କେମିତି ଅଛନ୍ତି ଆପଣ ମାନେ ଆଶା କରୁଛୁ ବହୁତ ଭଲରେ ଥିବେ । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ୩ଟି ନମ୍ବର । ଯେ କୌଣସି ଗୋଟିଏ ନମ୍ବର ଚୁଜ କରନ୍ତୁ ସେ ଆପଣଙ୍କୁ ନେଇ କଣ ଭାବୁଛନ୍ତି ଆଉ ବର୍ତ୍ତମାନର ସ୍ଥିତି ତାଙ୍କର କେମିତି ଅଛି ତାହା ରହିଛି ଆମର ବିଷୟ ବସ୍ତୁ । ଏଥିପାଇଁ ଆପଣ ୩ଟି ନମ୍ବର ମଧ୍ୟରୁ କୌଣସି ଏକ ବାଛନ୍ତୁ । ଆଉ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି ।
ଆପଣଙ୍କ ସହ କନେକ୍ଟ ହୋଇପାରେ ନ ହୋଇପାରେ ମଧ୍ୟ । ତେବେ ଆସନ୍ତୁ ଆରମ୍ଭ କରିବା । ୧- ପ୍ରଥମ ନମ୍ବର : ଯଦି ଆପଣ ପ୍ରଥମ ନମ୍ବର ଚୁଜ କରିଛନ୍ତି ତେବେ ସେ ଆପଣଙ୍କୁ ବହୁତ ମିସ କରୁଛନ୍ତି ମନେ ପକାଉଛନ୍ତି । ଆପଣଙ୍କ ସହ କଥା ହେବାକୁ ଚାହୁଁଛନ୍ତି ଦେଖା କରିବାକୁ ଚାହୁଁଛନ୍ତି । କିନ୍ତୁ ଏମିତି କିଛି ଅଛି ଯାହା ତାଙ୍କୁ ରୋକୁଛି । ସେ ଆଣିଛନ୍ତି ଗୋଟେ ସ୍ଟେପ ନେଲେ ତାଙ୍କ ଜୀବନରେ ଖୁସି ହିଁ ଖୁସି ଆସିବ ।
ସେ ବହୁତ ଉଦାସ ଅଛନ୍ତି । ଆପଣ ତାଙ୍କର ସାଥ ଦେଲେ ସେ ଏହି ସ୍ଥିତିରୁ ବାହାରିପାରିବେ । ସେ ଏକା ଅନୁଭବ କରୁଛନ୍ତି । ସବୁ କିଛି ଅଛି ତାଙ୍କ ପାଖରେ କିନ୍ତୁ ସେ ଖୁସି ନୁହନ୍ତି । ତାଙ୍କ ଜୀବନରେ ବହୁତ ଖୁସି ଥାଇ ବି ଆପଣ ତାଙ୍କ ପାଖରେ ନାହାନ୍ତି ।
୨- ଦ୍ଵିତୀୟ ନମ୍ବର : ଆପଣ ଯାହା ପାଇଁ ଦ୍ଵିତୀୟ ନମ୍ବର ଚୁଜ କରିଛନ୍ତି ତେବେ ସେ ବହୁତ ଭାଙ୍ଗି ପଡିଛନ୍ତି । ସମୟ ଏମିତି ଚାଲିଛି । ଆପଣଙ୍କ ପର୍ଶନ ବହୁତ ଦୁଖୀ ଅଛନ୍ତି । ସେ ଆପଣଙ୍କ ସହ କଥା ହେଉ ନାହନ୍ତି କିମ୍ବା ରାଗିଛନ୍ତି ଆଉ ଉଦାସ ବି ଅଛନ୍ତି । ସେ ବହୁତ କାନ୍ଦୁଛନ୍ତି । ତାଙ୍କ ଜୀବନରୁ ମୋହ ମାୟା ଯେମିତି ଶେଷ ହୋଇଯାଇଛି ଏମିତି ସେ ଅନୁଭବ କରୁଛନ୍ତି ।
ଏଭଳି ଜୀବନରେ ତାଙ୍କୁ ଅନ୍ଧାର ନଜର ଆସୁଛି । ସମ୍ପର୍କର କିଛି ଫରକ ପଡୁ ନାହି ତାଙ୍କ ଉପରେ । ତାଙ୍କ ହୃଦୟ ଭୟଙ୍କର ଭାବେ ଭାଙ୍ଗିଛି । ଏହି କାରଣରୁ କିମ୍ବା ଯଦି ଆପଣ ତାଙ୍କ ପାର୍ଟନର ତେବେ ତାଙ୍କର ମନ ଭାଙ୍ଗିଛି ।
୩- ତୃତୀୟ ନମ୍ବର : ଆପଣ ଯାହା ପାଇଁ ତୃତୀୟ ନମ୍ବର ଚୁଜ କରିଛନ୍ତି ସେ ଆପଣଙ୍କୁ ବହୁତ ଭଲ ପାଉଛନ୍ତି କିନ୍ତୁ କହିପାରୁ ନାହାନ୍ତି । ସେ ଚେଷ୍ଟା କରୁଛନ୍ତି କିନ୍ତୁ ହେଉ ନାହି । ସେ ଆପଣଙ୍କ ଜୀବନ ସାଥି ହେବାକୁ ଚାହୁଁ ଛନ୍ତି ଆପଣଙ୍କ ସହ ରହିବାକୁ ଚାହୁଁ ଛନ୍ତି । ଆପଣଙ୍କୁ ପ୍ରତେକ ସମୟରେ ସେ ମିସ କରୁଛନ୍ତି । ବହୁତ ପଜେଟିଭ ଏନର୍ଜି ରହିଛି ତାଙ୍କ ପାଇଁ ।
ସେ କୌଣସି ବି ସ୍ଥିତି ରେ ଆପଣଙ୍କ ହାତ ଛାଡିବେ ନାହି । କେହି ବି ଆପଣଙ୍କ ବିରୁଦ୍ଧରେ ଗଲେ ସେ ଆପଣଙ୍କ ସହ ରହିବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।