ବନ୍ଧୁଗଣ ଆପଣଙ୍କ ଗଣ୍ଠି ମଧ୍ୟରେ ଗିରିଶ କମ ହୋଇଯିବା ବହୁତ ବଡ କାରଣ ଅଟେ । ଯେଉଁ କାରଣରୁ ଆପଣଙ୍କର ଜଏଣ୍ଟ ପେନ ହୋଇପାରେ । ଏହା ଫଳରେ ଆପଣଙ୍କ ଆଁଠୁ ଫୁଲିପାରେ, କଷ୍ଟ ହୋଇପାରେ, ଚାଲିବା, ବୁଲିବାରେ, ଉଠିବା, ବସିବାରେ ସମସ୍ଯା ହୋଇପାରେ । ଯେଉଁ କାରଣରୁ ଜଏଣ୍ଟ ଗିରିଶ କମ ହୋଇଯାଏ ତେବେ ସେହି କାରଣରୁ ଜଏଣ୍ଟରେ ହାଡର ଶୀର ଅଛି ତାହା ପରସ୍ପର ମଧ୍ୟରେ ଘଷିବା ଆରମ୍ଭ ହୋଇଯାଏ ।
ସେହି କାରଣରୁ ଅନେକ ସମସ୍ଯା ହୋଇଥାଏ । ଏଥିରୁ ମୁକ୍ତି ପାଇବାକୁ ଆଜି ଆମେ ଆପଣଙ୍କୁ ଘରୋଇ ସହଜ ଉପାୟ ବିଷୟରେ କହିବାକୁ ଯାଉଛୁ । ଏହି ରେମେଡି ବନାଇବା ଆବଶ୍ୟକ ହରଶିଙ୍ଗାର ପତ୍ର ବା ଯାହାକୁ ଆମେ ସିଙ୍ଗଡା ହାର ପତ୍ର କୁହାଯାଏ । ଏହାକୁ ପାଣି ଟ୍ରି ମଧ୍ୟ କୁହାଯାଏ । ଏହି ପତ୍ରକୁ କିଛି ନେଇ ଭଲ ଭାବେ ସଫା କରନ୍ତୁ ।
ଏହା ପରେ ଏହାକୁ ଛେଚି ଦିଅନ୍ତୁ । ଏବେ ଆପଣ ଏକ ପାତ୍ର ଗ୍ଯାସ ରେ ବଶାନ୍ତୁ । ଏବେ ସେଥିରେ 1 ଗ୍ଳାସ ପାଣି ଢାଳନ୍ତୁ । ଏବେ ପାଣିକୁ ବଏଲ କରନ୍ତୁ । ପାଣି ଅଳ୍ପ ବଏଲ ହେବା ପରେ ସେଥିରେ ବାଟି ରଖିଥିବା ସିଙ୍ଗଡାହାର ପତ୍ର କୁ ପକାଇ ଦିଅନ୍ତୁ । ଆପଣ ଏହି ରେମେଡି କୁ ଏହିପରି ପ୍ରସ୍ତୁତ କରି ପାରିବେ । ଆପଣ ଚାହିଁଲେ ଏଥିରେ ଏକ ଚାମଚ ସୁଣ୍ଠି ପାଉଡର ବା କଞ୍ଚା ଅଦା ବ୍ୟବହାର କରି ପାରିବେ ।
ଏବେ ଏହାକୁ 5ରୁ 7 ମିନିଟ ଫୁଟାନ୍ତୁ । ତାପରେ ଏହାକୁ 5ରୁ 7 ମିନିଟ ଯାଏଁ ଢାଙ୍କି ଛାଡି ଦିଅନ୍ତୁ । ପାଣି ଥଣ୍ଡା ହେବା ପରେ ଏହାକୁ ଛାଣି ନିଅନ୍ତୁ । ସକାଳୁ ସକାଳୁ ଏହାର ସେବନ କରନ୍ତୁ । ସିଙ୍ଗଡାହାର ପତ୍ର ପେନ କ୍ଲିୟର ଭଳି କାମ କରିଥାଏ । ଏହା ସହ ଆଣ୍ଟି ଅକ୍ସିଡେଣ୍ଟ ତତ୍ତ୍ଵ ମଧ୍ୟ ମିଳିଥାଏ । ଏହାର ସେବନ କରିଲେ ଜଏଣ୍ଟ ଫୁଲା କମ ହୁଏ, ଗିରିଶ କୁ ବଢାଇ ଥାଏ ।
ଏହା ଛଡା ଅଖରୋଟ ବା ୱାଲନଟ ଖାଇବା ଆବଶ୍ୟକ । ଏଥିରୁ କ୍ୟାଲସିୟମ, ଭିଟାମିନ-ଡି3, oମେଗା-3 ଫ୍ୟାଟି ଏସିଡ, ଅନେକ ସାରା ମିନେରାଲସ ଓ ଭିଟାମିନ ମିଳିଥାଏ । ଅଖରୋଟ ରେଗୁଲାର ଖାଇଲେ ନିଶ୍ଚୟ ଜଏଣ୍ଟ ପେନ ସମସ୍ଯା ଦୂର ହେବ । ଆଉ ଏକ ଜିନିଷ ହେଉଛି ନଡିଆ ପାଣି ଯାହା ପ୍ରତିଦିନ ପିଇବା ଆବଶ୍ୟକ ।
ଏହା ଜଏଣ୍ଟ ପେନ ସମସ୍ଯା ଦୂର କରିବାରେ ସହାୟକ ହୋଇଥାଏ । ଆଁଠୁ ଗଣ୍ଠି ବିନ୍ଧା କମ ହେବ ସହ ଫୁଲା କମ ହୋଇଥାଏ । ଏହା ସହ ପ୍ରତି ଦିନ 1 ଗ୍ଳାସ କ୍ଷୀର ମଧ୍ୟ ସେବନ କରିବା ଆବଶ୍ୟକ । ଏଥିରୁ କ୍ୟାଲସିୟମ ଓ ଭିଟାମିନ-ଡି ମଧ୍ୟ ମିଳିଥାଏ । ଯାହା ଆଁଠୁ ଗଣ୍ଠି ବିନ୍ଧା ଦୂର କରିବା ସହ ଗିରିଶ କୁ ଷ୍ଟ୍ରଙ୍ଗ କରିଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।