ବାଛନ୍ତୁ ଗୋଟିଏ Ring ଓ ଜାଣନ୍ତୁ କେତେ ଜଣ ଅଛନ୍ତି ଆପଣଙ୍କ ପ୍ରେମରେ ? Love Quiz

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏକ ଲଭ ଗେମ ବିଷୟରେ କହିବାକୁ ଯାଉଛି । ସେଥିପାଇଁ ଆମେ ଆପଣଙ୍କ ପାଇଁ ୩ ପ୍ରକାରର ରିଙ୍ଗ ର ଚିତ୍ର ନେଇ ଆସୁଛି । ସେଥି ମଧ୍ୟରୁ ଆପଣଙ୍କୁ ଯେ କୌଣସି ରିଙ୍ଗ ଚୟନ କରିବାକୁ ହେବ । ତେବେ ଯାଇ ଆପଣ ଜାଣି ପାରିବେ ଆପଣଙ୍କ ପ୍ରେମରେ କେତେ ଜଣ ଅଛନ୍ତି । ତେବେ ଆଶା କରୁଛୁ ଆପଣ ମାନେ ରିଙ୍ଗ ଚୟନ କରି ସାରିଥିବେ । ତେବେ ଆସନ୍ତୁ ଜାଣିବା ଆପଣ ଯେଉଁ ରିଙ୍ଗ ଚୟନ କରିଛନ୍ତି ତାହାର ଉତ୍ତର କଣ ରହିଛି ।

୧- ପ୍ରଥମ ରିଙ୍ଗ : ଯଦି ଆପଣ ପ୍ରଥମ ରିଙ୍ଗ ଚୟନ କରିଛନ୍ତି ତେବେ ଆପଣଙ୍କ ପ୍ରେମ ରେ କେହି ଆପଣଙ୍କର ପ୍ରିୟ ବନ୍ଧୁ ଅଛନ୍ତି ଯିଏ ଆପଣଙ୍କୁ ନିଜ ଜୀବନ ଠାରୁ ବି ଅଧିକ ଭଲ ପାଉଛନ୍ତି । କିନ୍ତୁ ଆଜି ଯାଏଁ ନିଜ ପ୍ରେମର ଇଜହାର ଆପଣଙ୍କ ଆଗରେ କରିପାରି ନାହାନ୍ତି । ସେ ଆପଣଙ୍କୁ ଏତେ ଭଲ ପାଉଛନ୍ତି କି ଆପଣଙ୍କ ବୀନା ବଞ୍ଚି ପାରିବେ ନାହି ।

୨- ଦ୍ଵିତୀୟ ରିଙ୍ଗ : ଯଦି ଆପଣ ଦ୍ଵିତୀୟ ରିଙ୍ଗ ଚୟନ କରିଛନ୍ତି ତେବେ ଆପଣଙ୍କ ପ୍ରେମରେ ଏମିତି ଜଣେ ଅଜଣା ବ୍ୟକ୍ତି ଅଛନ୍ତି ଯାହାକୁ ଆପଣ ଏବେ ଯାଏଁ ଜାଣି ନାହାନ୍ତି । କିନ୍ତୁ ଆଜି ଯାଏଁ ସେହି ଅଜଣା ବ୍ୟକ୍ତି ଜଣକ ଆପଣଙ୍କୁ ତାଙ୍କ ମନ କଥା କହିପାରି ନାହାନ୍ତି । ସେ ଆପଣଙ୍କର ଲୁକ୍ସ ଓ ଷ୍ଟାଇଲ ର ବହୁତ ବଡ ଦିୱାନା ଅଟନ୍ତି । ସେ ଆପଣଙ୍କ ପ୍ରେମ ରେ ପୁରା ପାଗଳ ଅଛନ୍ତି ।

୩- ତୃତୀୟ ରିଙ୍ଗ : ଯଦି ଆପଣ ଚୟନ କରିଛନ୍ତି ତୃତୀୟ ରଙ୍ଗ ତେବେ ପ୍ରେମ ମାମଲାରେ ଆପଣ ବହୁତ ଲକି ଅଟନ୍ତି । କାରଣ ଆପଣଙ୍କ ପ୍ରେମରେ ଏମିତି କିଛି ଲୋକ ଅଛନ୍ତି ଯିଏ ଆପଣଙ୍କୁ ମନେ ମନେ ହିଁ ପସନ୍ଦ କରୁଛନ୍ତି । ସେ ଆପଣଙ୍କୁ ତାଙ୍କର ନିଜର କରିବାକୁ ସ୍ଵପ୍ନ ଦେଖୁଛନ୍ତି । ସେ ଆପଣଙ୍କୁ ନିଜର ଜୀବନ ସାଥି କରିବା ପାଇଁ ମାନେ ମାନେ ସ୍ଵପ୍ନ ଦେଖୁଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ସାଙ୍ଗ ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *