ବିବାହ ସମୟରେ ଝିଅକୁ ଏହି 5ଟି ଜିନିଷ ଭୁଲରେ ବି ଦିଅନ୍ତୁ ନାହିଁ, ସ୍ଵାମୀର ଜୀବନ ଯାଇପାରେ

ସମସ୍ତ ମନୁଷ୍ୟ ଚାହିଁଥାନ୍ତି ମା ଲକ୍ଷ୍ମୀଙ୍କର କୃପା ଦ୍ରୁଷ୍ଟି ରହିବା ପାଇଁ । ସେଥିଲା ମା ଲକ୍ଷ୍ମୀଙ୍କୁ ବହୁତ ନିଷ୍ଠାର ସହିତ ପୂଜା କରିଥାନ୍ତି । ଝିଅ ମାନକୁ ମା ଲକ୍ଷ୍ମୀଙ୍କର ସ୍ଵୋରୂପ ମାନାଯାଇଥାଏ । ଘରେ ଯଦି ଝିଅଟିଏ ଥାଏ ମା ଲକ୍ଷ୍ମୀ ସେହିଠାରେ ବାସ କରନ୍ତି । ଝିଅ ମନକୁ ମା ଦୁର୍ଗ ଓ ସରସ୍ଵତି ମଧ୍ୟ ମାନାଯାଇଥାଏ । ଝିଅ ମାନେ ଘରରେ ବହୁତ ଗେଲ୍ହା ହୋଇଥାନ୍ତି । ଘରର ସମସ୍ତେ ବହୁତ ଭଲ ମଧ୍ୟ ପାଇଥାନ୍ତି । ଝିଅ ମାନଙ୍କୁ ଦିନେ ନା ଦିନେ ଶାଶୁ ଘରକୁ ଯାଇଥାନ୍ତି ।

ଝିଅକୁ ବିବାହ କରିବା ,ଭଲ ପାତ୍ର ଟିଏ ଖୋଜିବା ଏହା ହେଉଛି ବାପା ମାଙ୍କର କର୍ତ୍ତବ୍ୟ । ବାହାଘରରେ ଝିଅକୁ ବହୁତ ଜିନିଷ ଦେଇଥାନ୍ତି । ଯେପରି ଶାଶୁଘରେ କୌଣସି କମୀ ନରହୁ । ଝି ଯେବେ ସାସୁ ଘରକୁ ଯାଏ ବାପା ମା କିଛି ନା କିଛି ଉପହାର ଦେଇଥାନ୍ତି । ଉପହାରରେ ଗଣେଶଙ୍କ ମୂର୍ତ୍ତି ଦେଇଥାନ୍ତି । ଗଣେଶଙ୍କ ମୂର୍ତ୍ତି ପାଖରେ ଥିଲେ କୌଣସି ସଙ୍କଟ ଆସିନଥାଏ । ଝିଅ ମାନେ ମା ଲକ୍ଷ୍ମୀଙ୍କ ସ୍ଵୋରୂପ ହୋଇଥାନ୍ତି । ମା ଲକ୍ଷ୍ମୀ ଓ ଗଣେଶଙ୍କ ଏକ ସାଥିରେ ରହିଲେ ଧନର ଆଗମନ ହୋଇଥାଏ ।

ଯଦି ଘରର ଲକ୍ଷ୍ମୀଙ୍କୁ ଜୀବ ସମୟରେ ଗଣେଶଙ୍କ ମୂର୍ତ୍ତି ଦେଇଦେବେ । ଏହା ଦ୍ଵାରା ଝିଅର ଶାଶୂ ଘରେ ଧନର ଅଭାବ ହେବ । ଝିଅ ଗଲା ସମୟରେ ଘରର ସବୁ  ସୁଖଶାନ୍ତି ନେଇକି ଯାଏ । କେବେବି ଝିଅକୁ ଶାଶୂ ଘର ଜୀବ ସମୟରେ ଗଣେଶଙ୍କ ମୂର୍ତ୍ତି ଉପହାରରେ ଦେବେ ନାହିଁ । ଯଦି ଝିଅକୁ ଗଣେଶଙ୍କ ମୂର୍ତ୍ତି ଦେଇଛନ୍ତି । ଏହା ଦ୍ଵାରା ବହୁତ ଗାରିବାର ସାମ୍ନା କରିବାକୁ ପଡୁଛି ତ ଏହି ସମୟରେ ଝିଅକୁ ଦେଇଥିବା ଗଣେଶଙ୍କ ମୂର୍ତ୍ତି ଫେରସ୍ତ ନେଇ ଆସିବେ । ଏହା କରିବା ଦ୍ଵାରା ସମସ୍ତ ଚିନ୍ତା ଓ ଗରିବୀରୁ ମୁକ୍ତି ମିଳିବ ।

ଯଦି ଝିଅ ଘରକୁ ଗଣେଶଙ୍କ ମୂର୍ତ୍ତି ଉପହାରରେ ଦେବେ । ଏହା ଦ୍ଵାରା ଘରେ କୌଣସି ସମସ୍ଯା ରୁହେ ନାହିଁ । ଧନର ଅଭାବ ରହିନଥାଏ । ଘରେ ବୁବେଳେ ମା ଲକ୍ଷ୍ମୀ ବାସ କରିଥାନ୍ତି । ଯଦି ଗଣେଶଙ୍କ ନୂଆ ମୂର୍ତ୍ତି କିଣିବାକୁ ଚାହୁଁଛନ୍ତି ତ ଏହାର ଧ୍ୟାନ ରଖିବେ କି ଗଣେଶଙ୍କ ଶୁଣ୍ଢ ବାମ ପଟକୁ ଥିବ । ଡାହାଣ ପଟେ ଶୁଣ୍ଢ ଥିବା ଗଣେଶଙ୍କୁ ବହୁତ ବିଧି ବିଧାନର ସହ ପୂଜା କରିବା ଉଚିତ । ଯଦି ଡାହାଣ ପଟେ ଶୁଣ୍ଢ ଥିବା ଗଣେଶ ମୂର୍ତ୍ତି ଘରକୁ ଆଣିବେ ।

କିନ୍ତୁ ବିଧି ବିଧାନର ସହ ପୂଜା ନକରି ପାରିବେ । ଏହା ଦ୍ଵାରା ଭଲ ହେବ ଫଳରେ ଖରାପ ହୋଇପାରେ ।  ସେଥିଲାଗି ବାମ ପଟେ ଶୁଣ୍ଢ ଥିବା ଗଣେଶ ଘରକୁ ଆଣି ପୂଜା କରିବା ଉଚିତ । ଯଦି ଘର ସଜାଇବା ପାଇଁ ଗଣେଶଙ୍କ ମୂର୍ତ୍ତି ଆଣିବେ ଏହାକୁ ପୂଜା କରିବେ ନାହିଁ । ଉପହାରରେ ଗଣେଶ ଓ ଲକ୍ଷ୍ମୀଙ୍କ ଫୋଟ ଦେବେ ନାହିଁ । ଏହା କରିବା ଦ୍ଵାରା ବହୁତ କ୍ଷତି ପହଞ୍ଚାଇଥାଏ । ଯଦି ଆପଣଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥାଏ । ଏହି ପେଜକୁ ଲାଇକ ,କମେଣ୍ଟ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *