ବନ୍ଧୁଗଣ ଦୁନିଆରେ ଏମିତି ଲୋକ ଅଛନ୍ତି ଯେଉଁ ମାନଙ୍କୁ ଦିବ୍ୟ ଶକ୍ତିର ଆଭାସ ହୋଇଥାଏ । ଦିବ୍ୟ ଶକ୍ତି ସେମାନଙ୍କ ସହ ରହିବା ସହ ଭଲ କାମ କରାଇଥାନ୍ତି । ଦିବ୍ୟ ଶକ୍ତି ସେହି ବ୍ଯକ୍ତିର କାର୍ଯ୍ୟ ରେ ସାହାଜ୍ଯ କରିଥାନ୍ତି । ଏହାର ଅର୍ଥ କଣ ହୋଇଥାଏ । କେମିତି ଜାଣିବେ ଏହାର ଲକ୍ଷଣ କଣ ରହିଛି । କେମିତି ଜାଣିବେ ଆପଣଙ୍କ ଉପରେ ବିଡି ଶକ୍ତିର ବାସ ରହିଛି । ଶାସ୍ତ୍ର ଅନୁଯାୟୀ ଦିବ୍ୟ ଶକ୍ତି ସେହି ବ୍ୟକ୍ତି ଉପରେ ରହିଥାଏ ଯିଏ ଅନ୍ୟ ର ସାହାଜ୍ଯ କରିଥାଏ । ଯେଉଁ ବ୍ୟକ୍ତି ଖରାପ ଶକ୍ତିରୁ ଦୂରେଇ ରହି ପୂଣ୍ୟ କମ କରିଥାଏ, ସତ୍ୟ ମାର୍ଗ ରେ ଚାଲିଥାଏ ସେଭଳି ବ୍ୟକ୍ତି ଉପରେ ଦିବ୍ୟ ଶକ୍ତିର କୃପା ଥାଏ । ତେବେ ସେହି ସବୁ ଲକ୍ଷଣ ଗୁଡିକ କଣ ଯାହା ଦ୍ଵାରା ଜଣା ପଡିଥାଏ ଦିବ୍ୟ ଶକ୍ତି ଆପଣଙ୍କ ଉପରେ ରହିଛି ଆସନ୍ତୁ ଜାଣିବା ।
୧- ଯଦି ଆପଣଙ୍କର ନିଦ ରାତି ୩ଟା ରୁ ୫ଟା ମଧ୍ୟରେ ଖୋଲିଯାଏ ତେବେ ଜାଣିବେ ଆପଣଙ୍କ ଉପରେ ଦିବ୍ୟ ଶକ୍ତି ରହିଛି । କାରଣ ଏହା ହେଉଛି ସେହି ସମୟ ଯେବେ ଦେବତା ମାନେ ଜାଗୃତ ହୋଇଥାନ୍ତି । ଏମିତି ହେବା ଦ୍ଵାରା ଆପଣଙ୍କ ଦ୍ଵାରା ଇଶ୍ଵର କିଛି ଭଲ କାମ କରାଇବାକୁ ଚାହିଁଥାନ୍ତି । ଏହି ସମୟର ଅମୃତ ତୁଲ୍ୟ ବାୟୁ ପ୍ରଭାବିତ ହୋଇଥାଏ ।
୨- ଯଦି ଆପଣଙ୍କୁ ବାରମ୍ବାର ମନ୍ଦିର ଦେଖାଯାଏ ବା ଆକାଶରେ ଉଡୁଥାନ୍ତି ବା ଦେବୀ ଦେବତାଙ୍କ ଦର୍ଶନ ହେଉଥାଏ ତେବେ ଆପଣଙ୍କ ଉପରେ ଦିବ୍ୟ ଶକ୍ତି ମେହରବାନ ଅଛନ୍ତି ବୋଲି ଜଣା ପଡିଥାଏ ।
୩- ଯଦି ଆପଣଙ୍କୁ ପୂର୍ବ ଆଭାସ ହୋଇଥାଏ ବା କିଛି ବିପଦା ଆସିବାକୁ ଯାଉଛି ବୋଲି ଅନୁଭବ କରନ୍ତି ତେବ ଆପଣଙ୍କ ଉପରେ ଦିବ୍ୟ ଶକ୍ତି ମେହରବାନ ଅଛି ବୋଲି ଜଣା ପଡିଥାଏ ।
୪- ଯେଉଁ ଘରେ ସ୍ତ୍ରୀ, ପୁତ୍ର, ପୁତ୍ରୀ ବା ପୁରା ପରିବାର ପ୍ରେମରେ ରହିଥାନ୍ତି ସେହି ଘରେ ମଧ୍ୟ ଦିବ୍ୟ ଶକ୍ତିର ବାସ ରହିଥାଏ । ଜୀବନରେ ଅଚାନକ ଲାଭ ପ୍ରାପ୍ତ ହେଲେ ବା ବିନା କୌଣସି ବାଧା ରେ ଆପଣଙ୍କର କାମ ପୂରଣ ହେଲେ ଯାହା ସହଜରେ ହୋଇଥାଏ ଏହାର ଅର୍ଥ ହେଉଛି ଦିବ୍ୟ ଶକ୍ତି ମାନେ ସାହାଜ୍ଯ କରୁଛନ୍ତି ।
୫- ଅନେକ ସମୟରେ ଆପଣ ଅନୁଭବ କରିବେ ଆପଣଙ୍କ ଆଖପାଖ ରେ କେହି ଜେଣ ଅଛି ବା ସୁଗନ୍ଧିତ ବାସନା ହେବ ତେବେ ଜାଣି ନେବେ ଅଲୌକିକ ଶକ୍ତି ଆପଣଙ୍କ ପାଖରେ ଅଛନ୍ତି ।
୬- ପୂଜା କରିବା ସମୟରେ ଶରୀରରେ ଶିହରଣ ଖେଳିବା ବା ତେଜ ଆସିବା ଦ୍ଵାରା ଦିବ୍ୟ ଶକ୍ତିର ଆଗମନ ହେଉଛି ବୋଲି ସଂକେତ ମିଳିଥାଏ । ଯଦି ଆପଣ ତଳେ ରହୁଥିବା ବେଳେ ଅନେକ ସମୟରେ ଲାଗିଥାଏ କି ବାଦଲରେ ଥଣ୍ଡା ପବନ ଆପଣ ଅନୁଭବ କରୁଛନ୍ତି ତେବେ ଦିବ୍ୟ ଶକ୍ତିର ବାସ ଆପଣଙ୍କ ପାଖରେ ରହିଛି ।
୭- ଅଚାନକ ତେଜ ରୋସନି, କାନରେ ସଙ୍ଗୀତ ଶୁଣାଇ ଦେବା ଭଳି ସଂକେତ ମିଳିଲେ ଦିବ୍ୟ ଶକ୍ତିର ଆଗମନ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମେ ପେଜକୁ ଗୋଟିଏ ଲାଇକ କରନ୍ତୁ ।